Odia News Portal
Browsing Tag

latest odia news

ମାର୍ଚ୍ଚ ୨୫ରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ

୨୦୨୩-୨୪ ବର୍ଷ ପାଇଁ ଆସନ୍ତା ମାର୍ଚ୍ଚ ୨୫ରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ହେବ। ରାଜ୍ୟ ଆଇନଜୀବୀ ପରିଷଦର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଓକିଲ ସଂଘ ସାଧାରଣ ପରିଷଦ ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ବର୍ଷ ପାଇଁ ଜଗନ୍ନାଥ ଦାସ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ

ଆଜି ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍

ଆଜି ରାଜ୍ୟ ବଜେଟ୍‌ । ବିଧାନସଭାରେ ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପନ କରିବେ । ଏଥିରେ ବ୍ୟୟବରାଦ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିପାରେ । ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍‌ ଆକାର ଥିଲା ୨ ଲକ୍ଷ କୋଟି

ଓଡ଼ିଶା ଏବେ ରୋଲ୍ ମଡେଲ୍: ମୁଖ୍ୟମନ୍ତ୍ରୀ

ବିଧାନସଭା‌ରେ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ତେବେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି ବିରୋଧୀ ଦଳ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ସମନ୍ବିତ

ସାବଧାନ! ଏଣିକି ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ

ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ। କାରଣ କନିଶନରେଟ ପୋଲିସ ତରଫରୁ ଜଣାଇ ଦିଆଯାଇଛି ଯେ ଅପରାଧିକ କାର୍ଯ୍ୟକଳାପ ରୋକିବା, ଟ୍ରାଫିକ୍‌ ନିୟନ୍ତ୍ରଣ, ସହରବାସୀଙ୍କ ସୁରକ୍ଷାକୁ କଡ଼ାକଡି କରିବାକୁ ଭୁବନେଶ୍ୱରର ପ୍ରମୁଖ ଛକ ଲାଗିଛି ୩୨ଟି

ଦାଦା ସାହେବ ଫାଲକେ ଆୱାର୍ଡ ପାଇବା ପରେ ସେ ସେଥିପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ କହି ଚର୍ଚ୍ଚାରେ ରଣବୀର କପୂର

୨୦୨୨ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଥିଲା। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଏବେ ଦାଦା ସାହେବ ଫାଲକେ ଆୱାର୍ଡ ୨୦୨୩ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଛି। ଏଥିସହିତ ଆଲିଆ ଭଟ୍ଟଙ୍କୁ ସିନେମା

ରଣକ୍ଷେତ୍ର ପାଲଟିଛି ବାମରା ଷ୍ଟେସନ

ବାମରା ଷ୍ଟେସନରେ ପୋଲି ଜନତା ମୁହାଁମୁହିଁ । ଆନ୍ଦୋଳନ ସ୍ଥଳରୁ ତୁରନ୍ତ ନହଟିବାରୁ ମୁହାଁମୁହିଁ ହୋଇଛନ୍ତି । ଆନ୍ଦେଳନକାରରଙ୍କ ଉପରେ ଆରପିଏଫ୍ର ଲାଠିଚାଳନା । ପୋଲିସ ଉପରକୁ ଆନ୍ଦୋଳନକାରୀଙ୍କ ଠେଲା ପଥର ମାଡ । ପଥର ଗାଡିର ପୋଲି ଗାଡି ଭାଙ୍ଗିଥିବା ସୂଚନା ମିଳିଛି ।ଡିଆରଏମ୍ ପ୍ରତିଶୃତି

ପୋଲିସରେ ଶୃଙ୍ଗଳା ନାହିଁ ବହୁ ଗୋପାଳ ଦାସ ବାହାରିବେ

ନବ ଦାସ ହତ୍ୟା ଘଟଣାରେ ସିବିସଆଇ ତଦନ୍ତ ନକରି ଅଭିଯୁକ୍ତର ବିହେବବିଆଲ ଆର୍ଟିଚ୍ୟୁଡ ସଂପର୍କରେ ତଦନ୍ତ ପାଇଁ ଆମେରିକାରୁ ଏଫବିଆଇ ତଦନ୍ତକାରୀ ସଂସ୍ଥାକୁ ଅନୁରୋଧ କରିବା କଣ ଆବଶ୍ୟକତା ଅଛି ବୋଲି ଓଡିଶାର ପୁର୍ବତନ ପୋଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ପ୍ରଶ୍ନ ଉଠାଇଛନ୍ତି ।ଆଜି

ଅଧିନାୟକଙ୍କ ନାମ ଘୋଷଣା କଲା ସନରାଇଜର୍ସ ହାଇଦ୍ରାବାଦ

ସନରାଇଜର୍ସ ହାଇଦ୍ରାବାଦ ଏହାର ନୂତନ ଅଧିନାୟକଙ୍କ ନାମ ଘୋଷଣା କରିଛି। ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ଆଡେନ ମାର୍କ୍ରାମଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ମାର୍କ୍ରାମ ଦକ୍ଷିଣ ଆଫ୍ରିକାରେ ନିକଟରେ ଶେଷ ହୋଇଥିବା ଟି -୨୦ ଫ୍ରାଞ୍ଚାଇଜ୍ ଲିଗ୍ (SA20) ରେ ସନରାଇଜର୍ସ ଫ୍ରାଞ୍ଚାଇଜ୍ ଦଳର

ଜଙ୍ଗଲରୁ ଉଦ୍ଧାର ହେଲା ୨ ମୃତଦେହ

ଅଠଗଡ ମାଣିଆବନ୍ଧ ଜଙ୍ଗଲ ରୁ ଦୁଇଟି ମୃତ ଦେହ ମିଳିଛି । ଏହି ମୃତ ଦେହ ୨ଟି କୁ ଚିହ୍ନଟ କରାଯାଇ ପାରି ନାହିଁ । ୨ ମୃତକଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଗୁରୁଡି ଛାଟିଆ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଲାଇଛି ।

ବିଧାନସଭାରେ ନୂଆ ଜିଲ୍ଲା ଗଠନ ନେଇ ରାଜସ୍ବ ମନ୍ତ୍ରୀଙ୍କ ଘୋଷଣା

ରାଜ୍ୟରେ ନୂଆ ଜିଲ୍ଲା ଗଠନ ସଂପର୍କରେ ରାଜ୍ୟ ସରକାର ଠିକ୍ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ପ୍ରମିଳା ମଲ୍ଲିକ । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ