Odia News Portal
Browsing Tag

latest odia news

ଆମେରିକା-ବ୍ରିଟେନ ପରେ ଏବେ କାନାଡାରେ ଟିକଟକ ଉପରେ ଲାଗିଲା ପ୍ରତିବନ୍ଧକ, କର୍ମଚାରୀ କରିପାରିବେ ନାହିଁ ବ୍ୟବହାର

କାନାଡା ସରକାର ସର୍ଟ-ଫର୍ମ ଭିଡିଓ ଆପ ଟିକଟକକୁ ବ୍ୟାନ କରିଦେଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

୬୮ ଫେରାର ଡାକ୍ତରଙ୍କୁ ଖୋଜୁଛି ସରକାର

ରାଜ୍ୟରେ ବିଗୁଡୁଛି ସ୍ବାସ୍ଥ୍ୟ ସେବା। କାମରେ ଅବହେଳା କରୁଛନ୍ତି ସରକାରୀ ଡାକ୍ତର। ଛୁଟି ନ ନେଇ ନିଜ ଘର କାମରେ ବ୍ୟସ୍ତ ରହୁଛନ୍ତି। ଏପଟେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଡାକ୍ତରଖାନାରୁ ନିରାଶ ହୋଇ ଫେରୁଛନ୍ତି। ଆଉ ରାଜ୍ୟରେ ଡାକ୍ତର ଅଭାବ ଓ ଡାକ୍ତରଙ୍କ ଶୃଙ୍ଖଳା ବାବଦରେ ଆଜି ବଡ

ଓଡ଼ିଶାରେ ଅଲିଭ ରିଡଲେ କଇଁଛ ଅଣ୍ଡାଦାନରେ ରେକର୍ଡ

ଚଳିତ ବର୍ଷ ଓଡ଼ିଶାରେ ଅଲିଭ ରିଡଲେ କଇଁଛ ଅଣ୍ଡାଦାନରେ ରେକର୍ଡ ହୋଇଛି । ଆଜି ସକାଳ ସୁଦ୍ଧା ୫ ଲକ୍ଷ ୫୭ ହଜାର ଅଣ୍ଡାଦାନ ହୋଇଥିବା ରେକର୍ଡ ହୋଇଛି । ଯାହା ଗତବର୍ଷ ତୁଳନାରେ ଖୁବ୍ ଅଧିକ । ଗତବର୍ଷ ୫ ଲକ୍ଷ ୫୦ ହଜାର ପାଖାପାଖି ଅଣ୍ଡା ଦେଇଥିଲେ ଅଲିଭ ରିଡଲେ କଇଁଛ । ଚଉଡା ସମୁଦ୍ର କୁଳରେ

୫ ଦିନିଆ ସିବିଆଇ ରିମାଣ୍ଡରେ ମନିଷ ସିସୋଦିଆ

ରବିବାର ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ପାଖାପାଖି ୮ ଘଣ୍ଟା ପଚରାଉଚରା ପରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ

ଓଡ଼ିଶାରେ ପୁଞ୍ଜି ନିବେଶ କରିବ ରିଲାଏନ୍ସ; ନବୀନଙ୍କୁ ପ୍ରତିଶ୍ରୁତି ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଜଣାଶୁଣା ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଓଡ଼ିଶାରେ ରିଲାଏନ୍ସ ଗ୍ରୁପର ଭବିଷ୍ୟତ ନିବେଶ ଯୋଜନା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ

ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଜଣାଶୁଣା ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଓଡ଼ିଶାରେ ରିଲାଏନ୍ସ ଗ୍ରୁପର ଭବିଷ୍ୟତ ନିବେଶ ଯୋଜନା

ପୋଷ୍ଟ ଅଫିସରେ ସିବିଆଇ ରେଡ୍‌

ରାଉରକେଲା ସେକ୍ଟର-୨୧ ମୁଖ୍ୟ ପୋଷ୍ଟ ଅଫିସରେ ସିବିଆଇ ଚଢାଉ । ଅତିରିକ୍ତ ପୋଷ୍‌ଟ ମାଷ୍‌ଟର ଲାଂଚ ମାଗୁଥିବା ଅଭିଯୋଗ ପରେ ରେଡ୍ । ଜଣେ ମହିଳାଙ୍କ ଫିକ୍ସ ଡପୋଜିଟ ଟଙ୍କା ଉଠାଇବାକୁ ଲାଞ୍ଚ ମାଗିଥିଲେ । ଲାଞ୍ଚ ମାଗିବା ଅଭିଯୋଗରେ ଅତିରିକ୍ତ ପୋଷ୍ଟ ମାଷ୍ଟର ସମେତ ୨ ଅଟକ ।

ଇପିଏଫଓ ଗ୍ରାହକଙ୍କ ପାଇଁ ଖୁସି ଖବର, ବର୍ଦ୍ଧିତ ପେନସନ ଆବେଦନ ପାଇଁ ବଢିଲା ସମୟ ସୀମା

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ବର୍ଦ୍ଧିତ ପେନସନ ରାଶି ପାଇବା ପାଇଁ ଇଚ୍ଛୁକ ଇପିଏଫଓ ଗ୍ରାହକମାନେ ଆସନ୍ତା ମେ ୩ ସୁଦ୍ଧା ନିଜ ନିଯୁକ୍ତିଦାତାଙ୍କ ସହ ମିଳିତ ଭାବେ ଆବେଦନ କରିପାରିବେ । ଏଥିପାଇଁ

କାଲି ବିଧାନସଭା ଘେରିବ ବିଜେପି

ଆସନ୍ତାକାଲି ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା । ନବ ଦାସ ହତ୍ୟା ମାମଲାରେ ଜବାବ ମାଗିବାକୁ ଘେରିବ ବିଜେପି ।  ପ୍ରତ୍ୟେକ ଜିଲ୍‌ଲାରୁ ଯୁବକ ଏକାଠି ହୋଇ ଘେରାଉ କରିବେ ବୋଲି ଜଣାପଡିଛି । ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ସୂଚନା ।

ନବଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୁ ମିଳିଛି ଥରେ ପଦୋନ୍ନତି , ବିଧାନସଭାରେ ଉତ୍ତର ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ 

ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କୁ ଚାକିରି କାଳରେ ମିଳିଛି ଥରେ ପଦୋନ୍ନତି ଓ ଅନେକ ପୁରସ୍କାର । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ସୁନ୍ଦରଗଡ ବିଧାୟକ କୁସୁସ ଟେଟେ ଗୋପାଳ ଦାସଙ୍କୁ ନେଇ ଗୃହରେ ପ୍ରଶ୍ନ କରିଥିଲେ