Odia News Portal
Browsing Tag

latest odia news

ପଶ୍ଚିମବଙ୍ଗର କେନ୍ଦ୍ରମନ୍ତ୍ରୀ ନୀଶୀଥଙ୍କ ଉପରେ ଆକ୍ରମଣ

ପଶ୍ଚିମବଙ୍ଗର କୁଚ ବିହାରରେ କେନ୍ଦ୍ରମନ୍ତ୍ରୀ ନୀଶୀଥ ପ୍ରାମାଣିକଙ୍କ କନଭୟ ଉପରେ ଆକ୍ରମଣ ହୋଇଛି। ଟିଏମ୍‌ସି ସମର୍ଥିତ ଗୁଣ୍ଡାଙ୍କ ଦ୍ବାରା ଏହି ଆକ୍ରମଣ ହୋଇଛି ବୋଲି ବିଜେପି କହିଛି। କେନ୍ଦ୍ର ଗୃହ ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପ୍ରାମାଣିକ କୁଚ ବିଚାରର ଦିନହାଟରେ ଦଳୀୟ

ରାଜନୀତିରୁ ସନ୍ନ୍ୟାସ ନେବେ ସୋନିଆ ଗାନ୍ଧୀ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଜନୀତିରୁ ସନ୍ନ୍ୟାସ ନେବାକୁ ଆଜି ସଙ୍କେତ ଦେଇଛନ୍ତି। ଛତିଶଗଡ଼ର ରାୟପୁରରେ କଂଗ୍ରେସର ୮୫ତମ ମହାଅଧିବେଶନର ଦ୍ବିତୀୟ ଦିନରେ ଉଦ୍‌ବୋଧନ ଦେଇ ସୋନିଆ କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା‌ ସହ ମୋର ଇନିଂସ ‌ଶେଷ ହୋଇପାରେ। ୨୦୦୪ ଏବଂ ୨୦୦୯ରେ

ଦେଶରେ ଅସୁରକ୍ଷିତ ମହାବଳ ବାଘ, ୫୦ ଦିନରେ ୩୦ ମୃତ୍ୟୁ

୫୦ ଦିନରେ ୩୦ ମହାବଳ ବାଘଙ୍କ ମୃତ୍ୟୁ ହୋଇଛି। ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ଦେଶରେ ଏଭଳି ଘଟିଛି। ୨୦୨୩ ଜାନୁଆରି ପହିଲାରୁ ଫେବ୍ରୁଆରି ୧୯ ମଧ୍ୟରେ ଏତେ ସଂଖ୍ୟକ ମହାବଳଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନ୍‌ଟିସିଏ) ତଥ୍ୟରୁ

ଚିତା ପ୍ରକଳ୍ପ ସଫଳ ହେଲେ ସ୍ଥାନାନ୍ତରଣ କରାଯିବ ୪ ରାଜ୍ୟକୁ, ତାଲିକାରେ ନାହିଁ ଓଡିଶା

ମଧ୍ୟପ୍ରଦେଶ କୁନୋରେ ଚିତା ପ୍ରକଳ୍ପ ସଫଳ ହେଲେ ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଜଙ୍ଗଲରେ ଚିତାବାଘଗୁଡ଼ିକୁ ସ୍ଥାନାନ୍ତର କରାଯିବ। ତେବେ ଏହି ତାଲିକାରେ ଓଡ଼ିଶା ସ୍ଥାନ ପାଇନାହିଁ। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଚିତା ପ୍ରକଳ୍ପର ଭବିଷ୍ୟତ ଉପରେ ବର୍ତ୍ତମାନ

ମୋବାଇଲ ଫୋନ ଚୋରି ହୋଇଗଲେ କିପରି ନିଷ୍କ୍ରିୟ କରିବେ ଅନଲାଇନ ପେମେଣ୍ଟ?

ଆଜିର ସମୟରେ ମୋବାଇଲ୍ ଫୋନ୍ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି | କଥା ହେବା ସହ, ମନୋରଞ୍ଜନ ଓ ଅନ୍ୟକୁ ଟଙ୍କା ପଠାଇବା ଭଳି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମୋବାଇଲ ଦ୍ୱାରା ହିଁ ସମ୍ଭବ ହୋଇପାରୁଛି | ତେବେ ଆଜିକାଲି ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଆମ ସମସ୍ତ ଜୀବନର

ଆପକୁ ଲାଗିଲା ଶକ୍ତ ଧକ୍କା, ଷ୍ଟାଣ୍ଡିଂ କମିଟି ପୁନଃ ନିର୍ବାଚନରେ ରୋକ ଲଗାଇଲା ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ମହାନଗର ନିଗମ ( ଏମସିଡି)ର ଷ୍ଟାଣ୍ଡିଂ କମିଟିରେ ପୁନଃ ନିର୍ବାଚନ କରିବାକୁ ମେୟର ସେଲି ଓବରୟଙ୍କ ନିଷ୍ପତ୍ତି ଉପରେ ଦିଲ୍ଲୀ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଏହାସହିତ ହାଇକୋର୍ଟ ଉପରାଜ୍ୟପାଳ, ମେୟର ଓ ମହାନଗର ନିଗମକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ।

ଆହ୍ଲାବାଦ ପରେ ପରିବର୍ତ୍ତନ ହେବ ଏହି ଦୁଇଟି ସହରର ନାମ..

ଉତ୍ତର ପ୍ରଦେଶରେ ଆହ୍ଲାବାଦର ନାମକୁ ପରିବର୍ତ୍ତନ କରି ଏହାର ପୁରୁଣାନାମ ଅନୁସାରେ ପ୍ରୟାଗରାଜ ରଖାଯାଇଥିଲା । ଏବେ ମହାରାଷ୍ଟ୍ରର ଦୁଇଟି ସହର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି । ମହାରାଷ୍ଟ୍ରର ମରାଠଓ୍ୱାଡାରେ ଥିବା ଔରଙ୍ଗାବାଦ ଏବଂ ଉସମାନାବାଦର ନାମ

ଟ୍ରାଇଥଲନ ପ୍ରତିଯୋଗୀଙ୍କ ମୃତ୍ୟୁ

ଟ୍ରାଇଥଲନ ପ୍ରତିଯୋଗିତାବେଳେ ପ୍ରତିଯୋଗୀଙ୍କ ମୃତ୍ୟୁ। ମୃତକ ରାଜସ୍ଥାନ ଯୋଦ୍ଧପୁରର ଏବଂ ସେ ରାମଚଣ୍ଡିରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆସିଥିଲେ। ପ୍ରତିଯୋଗିତାରେ ଅସୁସ୍ଥ ହେବାରୁ ତାଙ୍କୁ ପୁରୀ ମେଡ଼ିକାଲକୁ ଅଣାଯାଇଥିଲା। ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ

ପାକିସ୍ତାନକୁ ତଥ୍ୟ ଲିକ୍ ମାମଲା; ୪ଦିନିଆ ରିମାଣ୍ଡରେ ଗଲେ ବାବୁରାମ

ପାକିସ୍ତାନକୁ ତଥ୍ୟ ଲିକ୍‌ ଅଭିଯୋଗରେ ଗିରଫ ମାମଲାରେ ଗତକାଲି ଗିରଫ ହୋଇଥିବା ଚାନ୍ଦିପୁରସ୍ଥିତ ଆଇଟିଆର୍‌ର ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେ’ଙ୍କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଛି। ବାବୁରାମ ଦେ’ଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ

ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ନୀତୀଶ କୁମାରଙ୍କୁ ବଦଳାଇଦେଇଛି; ଅମିତ ଶାହା

ବିହାରରେ ଗୋଟିଏ ପଟେ ମହାଗଠବନ୍ଧନ(ଆରଜେଡି, କଂଗ୍ରେସ, ଜେଡିୟୁ) ପୂର୍ଣ୍ଣିଆରେ ଆଜି ଏକ ମହାସମାବେଶ କରି ବିଜେପି ମୁକ୍ତ ଭାରତ ବାବଦରେ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟ ପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବଗହାରେ ପହଞ୍ଚି ଜେଡିୟୁ-ଆରଜେଡି ମିଳିତ ମଞ୍ଚକୁ ଜଳ ଏବଂ ତେଲର