Odia News Portal
Browsing Tag

latest odia news

ଦେଓମାଳିର ଶିଖର ହେବ ‘ୱେଡିଂ ଡେଷ୍ଟିନେସନ୍’

ରାଜ୍ୟ ପର୍ଯ୍ୟଟନର ପ୍ରମୁଖ ଆକର୍ଷଣ ‘ଦେଓମାଳି ପର୍ବତ ଶିଖର’କୁ ଓଡ଼ିଶାର ‘ୱେଡିଂ ଡେଷ୍ଟିନେସନ୍‌’ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଡେଷ୍ଟିନେସନ୍‌ ୱେଡିଂ ଏବେ ଓଡ଼ିଶାବାସୀଙ୍କ ପାଇଁ ଆଉ ସ୍ବପ୍ନ ‌‌ହୋଇରହିବ ନାହିଁ। ଯୋଧପୁର, ଜୟପୁର, ଗୋଆ ବା କେରଳ ଭଳି

ନୱାଜୁଦ୍ଦିନ ସିଦ୍ଦିକିଙ୍କ ନାମରେ ପତ୍ନୀ ଆଲିଆ ଆଣିଲେ ଦୁଷ୍କର୍ମ ଅଭିଯୋଗ

ବଲିଉଡ ଜଗତରେ ଦମଦାର ଅଭିନୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକି ଏବେ ନିଜ ବୈବାହିକ ଜୀବନକୁ ନେଇ ବିବାଦରେ ଅଛନ୍ତି। ତାଙ୍କ ବିରୋଧରେ ପତ୍ନୀ ଆଲିଆ ଘରୋଇ ହିଂସାର ଅଭିଯୋଗ ଆଣିଥିବା ବେଳେ ଏବେ ଆଉ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି। ଆଲିଆ ଏବେ

ଅକ୍ଷୟଙ୍କ ବଡ ନିଷ୍ପତି, ଛାଡିବେ କାନାଡାର ନାଗରିକତ୍ୱ

ପରଷ୍ଟାର ଅକ୍ଷୟ କୁମାର ତାଙ୍କର ଅଭିନୟ ଯାଦୁରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ରସ୍ଥାନ ପାଇଛନ୍ତି। ସେ ଏବେ ତାଙ୍କ ଆଗାମୀ ସିନେମା ‘ସେଲଫି’ର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି। ଏହି ପ୍ରମୋସନ ସମୟରେ ଏକ ସାକ୍ଷାତକାରରେ ଅକ୍ଷୟ କହିଛନ୍ତି, ଭାରତ ମୋ ପାଇଁ ସବୁକିଛି। ଯାହାବି ରୋଜଗାର କରିଛି

ଖସୁଛି ଏଲଆଇସିର ସେୟାର ମୂଲ୍ୟ

ହିଣ୍ଡେନବର୍ଗ ରିପୋର୍ଟ ମାଡ଼ରେ ଏକଦା ବିଶ୍ବର ଏକ ନମ୍ବର ଧନୀ ଥିବା ଗୌତମ ଆଦାନୀ ଧରାଶାୟୀ ହୋଇପଡ଼ିଥିବା ବେଳେ, ଏହାର ପ୍ରଭାବରେ ତାଙ୍କ କମ୍ପାନିରେ ଟଙ୍କା ଲଗାଇଥିବା ଦେଶର ସର୍ବବୃହତ ଇନସ୍ୟୁରାନ୍ସ କମ୍ପାନି ଭାରତୀୟ ଜୀବନବୀମା ନିଗମ (ଏଲଆଇସି) ପ୍ରଭୂତ କ୍ଷତି ସହିଛି। ଜାତୀୟ ଗଣମାଧ୍ୟମର

ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାଗତରେ ପ୍ରାୟ ୨ କିମି ପର୍ଯ୍ୟନ୍ତ ବିଛା ହେଲା ଗୋଲାପ ପାଖୁଡା

ଛତିଶଗଡ଼ର ରାଜଧାନୀ ନୂଆ ରାୟପୁର ସହରରେ ଚାଲିଥିବା କଂଗ୍ରେସର ୮୫ତମ ଜାତୀୟ ଅଧିବେଶନରେ ଯୋଗ ଦେବା ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଶନିବାର ରାୟପୁରରେ ପହଞ୍ଚିଥିଲେ । ତେବେ ତାଙ୍କୁ ସ୍ବାଗତ କରିବାକୁ ଯେପରି ଆୟୋଜନ କରାଯାଇଥିଲା ତାହାକୁ ନେଇ ଚର୍ଚ୍ଚା ହେଉଛି । ପ୍ରିୟଙ୍କା

ନିଆରା ଢଙ୍ଗରେ ବିଭାଘରରେ ବରକୁ ସ୍ୱାଗତ କଲେ ଶ୍ୱଶୁର ଘର

ସାଧାରଣତଃ ବର ବରଯାତ୍ରୀ ନେଇ କନିଆଁ ଦୁଆରେ ପହଞ୍ଚିବା ପରେ ବାଟବରଣ ହୁଏ। ଏହାପରେ ଫୁଲ ଚନ୍ଦନ ଓ କୁଙ୍କୁମ ଦେଇ କନିଆଁ ଘର ଲୋକେ ବରକୁ ସ୍ୱାଗତ କରନ୍ତି। କିନ୍ତୁ ଏଠି କଥା ପୂରା ଓଲଟା। ବରକୁ ନିଆରା ଢ଼ଙ୍ଗରେ ସ୍ୱାଗତ କରିଛନ୍ତି ଶାଶୁ ଶ୍ୱଶୂର। ନିଜ ଜ୍ୱାଇଁ ମୁହଁରେ ମିଠା ଦେବା ବଦଳରେ

ମହିଳା ବିଶ୍ୱକପ ଟି-୨୦; ୬ ରନରେ ହାରିଲା ଇଂଲଣ୍ଡ, ଫାଇନାଲରେ ଦକ୍ଷିଣଆଫ୍ରିକା-ଅଷ୍ଟ୍ରେଲିଆ

ଗ୍ରୁପ୍‌-୨ରେ ଅପରାଜେୟ ଇଂଲଣ୍ଡ ଏବଂ ଗ୍ରୁପ୍‌-୧ରେ ୨ ଲେଖାଏ ବିଜୟ ଓ ପରାଜୟ ସହ ଦ୍ବିତୀୟ ସ୍ଥାନ ପାଇଥିବା ଦକ୍ଷିଣ ଆଫ୍ରିକା ମଧ୍ୟରେ ଶୁକ୍ରବାର ଖେଳାଯାଇଥିଲା ଚଳିତ ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌। ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ ୬ ରନ୍‌ରେ ପରାସ୍ତ କରି

‘ଭାରତ ଯୋଡ଼ୋ ଯାତ୍ରା’ ସହିତ ମୋ ‘ଇନିଙ୍ଗସ୍‌’ର ପରିସମାପ୍ତି ଘଟିପାରେ; ସୋନିଆ ଗାନ୍ଧୀ

‘ଭାରତ ଯୋଡ଼ୋ ଯାତ୍ରା’ ସହିତ ମୋ ‘ଇନିଙ୍ଗସ୍‌’ର ପରିସମାପ୍ତି ଘଟିପାରେ ବୋଲି ରାଜନୀତିରୁ ଅବସର ଗ୍ରହଣ କରିବା ଆଭାସ ଦେଇ ଆଜି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କହିଛନ୍ତି। ଛତିଶଗଡ଼ର ରାଜଧାନୀ ରାୟପୁରରେ ଚାଲିଥିବା କଂଗ୍ରେସର ୩ଦିନିଆ ମାନସମନ୍ଥନ କନ୍‌କ୍ଲେଭ୍‌ରେ ଉପସ୍ଥିତ ୧୫,୦୦୦

ସମ୍ପୂର୍ଣ୍ଣ ନୂଆ ରୂପରେ ଓ ରଙ୍ଗରେ ସଜ୍ଜିତ ହେଉଛି ଗୌରବମୟ ଡାକୋଟା ବିମାନ

ଇତିହାସ ବର୍ଣ୍ଣିତ ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶକୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମ୍ନାରେ ରଖାଯାଇଛି। ଦୁଇଟି ଚକ ସହ ବିଜୁ ବାବୁଙ୍କ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ ଅବସ୍ଥାପିତ କରାଯାଇଛି। ଆସନ୍ତା ସୋମବାର ଭିତରେ ଫ୍ୟୁଜ ଲେସ

ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା: ସରକାରୀ ସ୍କୁଲ ପିଲାଙ୍କୁ ବି ମିଳିବ ନୋଟବୁକ

ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟବୁକ ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୋଟବୁକରେ ପିଲାଙ୍କୁ ହୋମ ୱାର୍କ ଓ ଶିକ୍ଷକମାନେ କଣ ପାଠ ପଢାଉଛନ୍ତି, ତାହା ଉଲ୍ଲେଖ ରହିବ, ଯାହାଫଳରେ ଅଭିଭାବକମାନେ