ତୁର୍କୀ ସିରିଆ ଭୂମିକମ୍ପ; ବଢୁଛି ମୃତ୍ୟୁ ସଂଖ୍ୟା
ତୁର୍କୀ ଓ ସିରିଆରେ ବିନାଶକାରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫୦ ହଜାର ଅତିକ୍ରମ କରିଛି। ତୁର୍କୀରେ ୪୪,୨୧୮ ଓ ସିରିଆରେ ୫,୯୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ତୁର୍କୀରେ ପ୍ରାୟ ୨ ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଛି। ଏହାସହ ଦେଢ ଲକ୍ଷ ଲୋକେ ବାସହରା!-->…
