Odia News Portal
Browsing Tag

latest odia news

ଓଡିଆ ପ୍ରଥା ପରମ୍ପରାକୁ ନେଇ ନିର୍ମାଣ ଚାଲିଛି ଚଳଚ୍ଚିତ୍ର ‘ପ୍ରଥା’

ନିକଟରେ ବହୁ ସଫଳତା ପାଇଥିବା ଚଳଚ୍ଚିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦୁଇଟି ଆଖିଦୃଶିଆ ଉଦାହରଣ। ସେମିତି ଏକ ମୌଳିକ ଓଡ଼ିଆ କାହାଣୀକୁ ନେଇ ନିର୍ମାଣ ହେଉଛି ସାନଲିଶା ସିଗ୍ନେଚର ପ୍ରଡକ୍ସନ୍ ହାଉସ୍‌ର ନୂଆ ଚଳଚ୍ଚିତ୍ର ‘ପ୍ରଥା’। ଚଳିତ ସପ୍ତାହରେ ଭୁବନେଶ୍ବରର ଏକ

ଯୁଦ୍ଧ ପାଇଁ ସଙ୍କଟରେ ରୁଷ ଅର୍ଥନୀତି

ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣକୁ ଆଉ କିଛିଦିନ ପରେ ବର୍ଷେ ପୂରିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୟୁ‌କ୍ରେନ ଉପରେ ଆକ୍ରମଣ କରିବା ଫଳରେ ରୁଷ ଅର୍ଥନୀତିକୁ କ୍ଷତି ସହିବାକୁ ପଡ଼ୁଛି। ଏକଦା ବିଶ୍ବର ୫ଟି ବଡ଼ ଅର୍ଥନୀତି ମଧ୍ୟରେ ରୁଷ୍‌କୁ ରଖିବାକୁ ପୁଟିନ ଯୋଜନା କରିଥିଲେ। କିନ୍ତୁ

ମହାଜାଗର ଉତ୍ସବରେ ୧୮ ଲକ୍ଷ ଦୀପ ଜାଳି ଗିନିଜ୍ ୱାଲ୍ଡ ରେକର୍ଡ ସୃଷ୍ଟି କରିଛି ଉଜ୍ଜୟନୀ

ଶନିବାର ଦିନ ମହା ଶିବରାତ୍ରୀ ଅବସରରେ ମଧ୍ୟପ୍ରଦେଶର ଉଜ୍ଜୟିନୀ ୧୮.୮୨ ଲକ୍ଷ ମାଟିଦୀପ ଜାଳି ନୂଆ ‘ଗିନିଜ୍‌’ ବିଶ୍ବ ରେକର୍ଡ ସୃଷ୍ଟି କରିଛି। ଏହାପୂର୍ବରୁ, ଗତବର୍ଷ ଦୀପାବଳିରେ ସର୍ବାଧିକ ଦୀପ ପ୍ରଜ୍ଜ୍ବଳନ କରି ଉତ୍ତର ପ୍ରଦେଶର ଅଯୋଧ୍ୟା ‘ଗିନିଜ୍‌’ ରେକର୍ଡ କରିଥିଲା। ସେଦିନ

ପୁଣି ଥରେ ଫେରିବେ ‘ହେରାଫେରି’ ଟ୍ରିଓ, କିଛି ନୂଆ ଅନ୍ଦାଜରେ

‘ହେରାଫେରି’ ଫିଲ୍ମରେ ଅଭିନୟ କରିଥିବା ଅକ୍ଷୟ କୁମାର, ପରେଶ ରାୱଲ୍‌ ଓ ସୁନୀଲ ସେଟ୍ଟୀଙ୍କୁ ଏକତ୍ର ଭାବି ଦେଲେ ବି ଦର୍ଶକଙ୍କ ମୁହଁରେ ହସ ଫୁଟିଯାଏ। ଏହି ୩ ଜଣଙ୍କ କେମେଷ୍ଟ୍ରି ସେ ସମୟରେ ଫିଲ୍ମଟିକୁ ପ୍ରତ୍ୟେକଙ୍କ ପ୍ରିୟ ବନାଇବାରେ ସମର୍ଥ ହୋଇଥିଲା। ଦର୍ଶକଙ୍କର ଆଶା ଥିଲା ଯେ ପୁଣି ଥରେ

ହ୍ରାସ ପାଇଲା ବିଦେଶୀ ମୁଦ୍ରା ଭଣ୍ଡାର

ଫେବୃୟାରୀ ୧୦ ତାରିଖ ସୁଦ୍ଧା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୫୬୬.୯୪ ବିଲିଅନ ଡଲାର ରହିଛି। ପୂର୍ବ ସପ୍ତାହ ତୁଳନାରେ ଏଥିରେ ୮.୩୧ ବିଲିଅନ ଡଲାର ହ୍ରାସ ଘଟିଛି। ଗତ ୧୧ ମାସ ମଧ୍ୟରେ ପୂର୍ବରୁ କୌଣସି ସପ୍ତାହରେ ଏତେ ମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇ ନଥିଲା। ଫେବୃୟାରୀ ୩ ତାରିଖ ସୁଦ୍ଧା

ହ୍ରାସ ପାଇଲା ସୁନା ଦର

ଅଳଙ୍କାର ପ୍ରେମୀଙ୍କ ପାଇଁ ଖୁସି ଖବର। ସୁନା ଦର ଏହି ସପ୍ତାହ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଏବେ ସୁନା ଦର ୧୦ ଗ୍ରାମ୍‌ ପିଛା ପ୍ରାୟ ୫୬ ହଜାର ଟଙ୍କା ରହିଛି। ସପ୍ତାହ ସାରା ସୁନା ଦର କମ୍‌, ବେଶୀ ହେଉଥିବା ବେଳେ ପୂର୍ବରୁ ୧୦ ଗ୍ରାମ୍‌ ପିଛା ୫୭ ହଜାର ଟଙ୍କା ଥିବା ସୁନାର ଦର ହ୍ରାସ

ଦିଲ୍ଲୀରେ ଖୋଲିଲା ଆଲେନର ଶାଖା, ଶିରିଫୋର୍ଟ ସଭାଗାରରେ ଆୟୋଜିତ ହେଲା ଶୁଭାରମ୍ଭ କାର୍ଯ୍ୟକ୍ରମ

ମେଡିକାଲ ଓ ଇଂଜିନିୟରିଂ କୋଚିଂ ପାଇଁ ଏଣିକି ରାଜଧାନୀ ଦିଲ୍ଲୀ ଏବଂ ଏନ୍‌ସିଆର ଅଂଚଳ (ଗାଜିଆବାଦ, ଫରିଦାବାଦ,ନୋଏଡା,ଗ୍ରେଟେର ନୋଏଡା,ଗୁରୁଗ୍ରାମ)ର ଛାତ୍ରଛାତ୍ରୀମାନଙ୍କୁ ରାଜସ୍ଥାନର କୋଟା ଯିବାକୁ ପଡ଼ିବ ନାହିଁ। ଦେଶ ବିଦେଶରେ ମେଡିକାଲ ଏବଂ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାର

ଭାରତରେ ନେଟଫ୍ଲିକ୍ସର ଅଭିବୃଦ୍ଧି ବିଶ୍ବରେ ସର୍ବାଧିକ

ଆମେରିକୀୟ ଷ୍ଟ୍ରିମିଂ ସେବା ପ୍ରଦାନକାରୀ କମ୍ପାନି ନେଟ୍‌ଫ୍ଲିକ୍ସର ବ୍ୟାବସାୟିକ ଅଗ୍ରଗତି ଭଲ ରହିଛି ବୋଲି ଏହାର କୋ-ସିଇଓ ଟେଡ୍ ସାରାନଡୋସ୍‌ କହିଛନ୍ତି। ନିକଟରେ ଭାରତ ଗସ୍ତରେ ଆସିଥିବା ସାରାନଡୋସ୍ କହିଛନ୍ତି ୨୦୨୨ରେ ଭାରତରେ ନେଟଫ୍ଲିକ୍ସର ଅଭିବୃଦ୍ଧି ବିଶ୍ବରେ ସର୍ବାଧିକ ରହିଥିଲା।

୫ ବର୍ଷର ପୂର୍ଣ୍ଣ ଜିଏସଟି କ୍ଷତିପୂରଣ ରାଜ୍ୟମାନଙ୍କୁ ଦିଆଯିବ; ନିର୍ମଳା ସୀତାରମଣ

ଦ୍ରବ୍ୟ ଏବଂ ସେବା କର ବା ଜିଏସଟିର ୪୯ତମ ବୈଠକରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆପିଲେଟ ଟ୍ରିବ୍ୟୁନାଲ ଗଠନ ବ୍ୟତୀତ କିଛି ସାମଗ୍ରୀ ଉପରେ ଟିକସ ହାର କମାଇବା ନେଇ ମଧ୍ୟ ଆଲୋଚନା

ଆଇସିସି ଟି-୨୦ ମହିଳା ବିଶ୍ୱକପ: ୧୧ ରନରେ ହାରିଲା ଭାରତ

ଚଳିତ ଆଇସିସି ମହିଳା‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଶନିବାର ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ନିକଟରୁ ଭାରତ ୧୧ ରନ୍‌ରେ ହାରିଯାଇଛି। ଫଳରେ ସେମିଫାଇନାଲ୍ ପ୍ରବେଶ ସୁଯୋଗ ବିଳମ୍ବିତ ହୋଇଛି। ରେଣୁକା ସିଂହ ଠାକୁରଙ୍କ ୫ ୱିକେଟ୍ ସଫଳତା ସତ୍ତ୍ବେ ଇଂଲଣ୍ଡ ୭ ୱିକେଟ୍ ହରାଇ ୧୫୧ ରନ୍‌ର