ଡବ୍ଲୁପିଏଲର ଦାୟିତ୍ୱଭାର ଗ୍ରହଣ କରିବା ପାଇଁ ଉତ୍ସାହିତ ସାନିଆ
ଟେନିସ୍ରୁ ଅବସର ନେବା ପରେ ସାନିଆ ମିର୍ଜା ମୁମ୍ବାଇରେ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ପାଇଁ ଅଧିକ ଉତ୍ସାହିତ ଅଛନ୍ତି। ଡବ୍ଲୁପିଏଲ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ମେଣ୍ଟର ଭାବେ ସାନିଆ ନିଯୁକ୍ତି ପାଇଛନ୍ତି। ଏହି ନୂଆ ଦାୟିତ୍ବ!-->…
