ବିଜେପିରେ ଯୋଗ ଦେଲେ ‘ଆମ୍ ଆଦ୍ମୀ ପାର୍ଟି’ର ପବନ ସେରାୱତ୍
ଆଜି ‘ଆମ୍ ଆଦ୍ମୀ ପାର୍ଟି’ର ବାୱନା ୱାର୍ଡର କାଉନ୍ସିଲର୍ ପବନ ସେରାୱତ୍ ‘ଭାରତୀୟ ଜନତା ପାର୍ଟି’ରେ ଯୋଗ ଦେଇଛନ୍ତି।
‘ଷ୍ଟାଣ୍ଡିଙ୍ଗ୍ କମିଟି’ ନିର୍ବାଚନର କିଛି କ୍ଷଣ ପୂର୍ବରୁ ଉପରୋକ୍ତ କଥା ଘୋଷଣା କରାଯାଇଛି। ‘ବିଜେପି’ରେ ଯୋଗ ଦେବା ପରେ, ସେରାୱତ୍ ଅଭିଯୋଗ କରିଛନ୍ତି ଯେ,!-->!-->!-->…
