Odia News Portal
Browsing Tag

latest odia news

କମିଶନରେଟ୍‌ ପୋଲିସ ପରେ ଏବେ ଫିଟ୍ ହେବେ ଭିଜିଲାନ୍‌ସ କର୍ମଚାରୀ

କମିଶନରେଟ୍‌ ପୋଲିସ ପରେ ଭିଜିଲାନ୍‌ସ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା। ଭିଜିଲାନ୍ସ ମୁଖ୍ୟାଳୟ ଓ ସମସ୍ତ ଜିଲ୍ଲାରେ କାର୍ଯ୍ୟରତ ୩୫ ବର୍ଷରୁ ଅଧିକ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବା ପରେ

ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ୭ଟି ଡାଏଲିସିସ୍ ମେସିନ୍ ପ୍ରଦାନ

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା ଲକ୍ଷ୍ୟରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ଗୁରୁବାର ୭ଟି ଡାଏଲିସିସ୍ ମେସିନ ଗୁରୁବାର ପ୍ରଦାନ କରାଯାଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ

କ୍ଷମା ଓ ଇସ୍ତଫା ଦାବିରେ ଜୟ ନାରାୟଣଙ୍କ ଘର ଘେରିଲେ କିନ୍ନର

କ୍ଷମା ଓ ଇସ୍ତଫା ଦାବିରେ ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ଘର ଘେରିଲେ କିନ୍ନର। ବହୁ ସଂଖ୍ୟାରେ କିନ୍ନର ଭୁବନେଶ୍ୱର ସ୍ଥିତ ତାଙ୍କ କ୍ୱାର୍ଟର ସାମ୍ନାରେ ଘେରାଉ କରିବା ଜୟ ନାରାୟଣଙ୍କ ବିରୋଧରେ ନରବାଜି କରିଥିଲେ। ସମ୍ପୃକ୍ତ ମହିଳା ଆଇଆଇସିଙ୍କୁ କ୍ଷମା ମାଗିବା ସହ ବିରୋଧୀ ଦଳ ନେତା ପଦରୁ

ବାହା ବେଦିରୁ ପ୍ରେମିକ ସହ ଫେରାର ହେଲା କନ୍ୟା

ବିବାହ ପାଇଁ ବର ଆସିଥିଲେ , ଥାଟବାଟ ସହ କନିଆଁ ଘରେ ପହଞ୍ଚିଲେ ବର। ହାତଗଣ୍ଠି ପଡ଼ିଲା। ହୋମ ନିଆଁକୁ ସାକ୍ଷୀ ରଖି କନିଆ ସିନ୍ଥିରେ ସିନ୍ଦୂର ଦେଲେ, ହେଲେ କନ୍ୟା ବିନା ଏକୁଟିଆ ଫେରିଗଲେ ବର। ହୋମ ନିଆଁ ଲିଭିବା ପୂର୍ବରୁ ପ୍ରେମିକ ସହ ଚମ୍ପଟ ମାରିଲେ କନିଆଁ। ଏପରି ଅଭିଯୋଗ ଆସିଛି

ସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍‌

ଝାରପଡ଼ା ଜେଲ୍‌ର ସ୍ଥାନାନ୍ତର ହେବ । ସ୍ମାର୍ଟ ହେବ ଜେଲ୍‌ । ଜାମୁଝରୀରେ ହେବ ଏହି ସ୍ୱତନ୍ତ୍ର ଜେଲ୍‌ । ୫୦ ଏକର ପରିମିତ ଜାଗାରେ ନିର୍ମାଣ ହେବ । ୨୫ଶହ କଏଦୀଙ୍କ ପାଇଁ ହେବ ଜେଲ । ଏହା ହେବ ଦେଶର ସବୁଠାରୁ ବଡ଼ କାରାଗାର । ବିଦେଶର ଜେଲ ଢାଞ୍ଚାରେ ନିର୍ମାଣ ହେବ । ଏଠାରେ ରହିବ

ଜାଗର ତଥା ମହା ଶିବରାତ୍ରି ପାଇଁ ଚଳଚଞ୍ଚଳ ସମସ୍ତ ଶୈବପୀଠ ଓ ଉତ୍ସବମୁଖର ଭକ୍ତଗଣ

ରାତି ପାହିଲେ ମହାଦେବଙ୍କ ଜାଗର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଶୈବପୀଠ। ଭୁବନେଶ୍ବରର ଶ୍ରୀଲିଙ୍ଗରାଜ, ପୁରୀର ଶ୍ରୀଲୋକନାଥ ଓ ଭଦ୍ରକ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି, ଯାହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଓଡିଶାକୁ ମିଳିବନି ସ୍ୱତନ୍ତ୍ର ପାହ୍ୟା: ନିର୍ମଳା ସୀତାରମଣ

ଓଡିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା । ପ୍ରେସମିଟରେ ସ୍ପଷ୍ଟ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗାମୀ ଦିନରେ ଆଉ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମିଳିବନି । ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିସ କରିଛନ୍ତି । ଆନ୍ଧ୍ର ବିଭାଜନ ଆଧାରରେ

ସୁନ୍ଦର ତ୍ୱାଚା ପାଇଁ ଏହିପରି କରନ୍ତୁ……

ସୁନ୍ଦର ଓ ଚିକ୍କଣ ତ୍ୱାଚା କାହାକୁ ବା ନପସନ୍ଦ । କିନ୍ତୁ ବର୍ତ୍ତମାନ ରାସାୟନିକ ସାର ମିଶା ଖାଦ୍ୟ ତଥା କେମିକାଲ ମିଶ୍ରିତ ବିଭିନ୍ନ ପଦାର୍ଥ ଓ ବାହାରର ବାୟୁ ପ୍ରଦୂଷଣ ଆମ ଚେହେରାକୁ ଖରାପ କରିବା ସହ, ମୁହଁରେ ବୟସର ମାତ୍ରା ମଧ୍ୟ ଅଧିକ ଦେଖାଉଛି । ଯାହାଦ୍ୱାରା ତ୍ୱାଚାର ପ୍ରାକୃତିକ ଚମକ

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ । କିରଣ୍ଡଲରୁ ବିଶାଖାପାଟଣା ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । କୋରାପୁଟ ଷ୍ଟେସନର ୬ କିମି ଦୂର ସୁକୁ ନିକଟରେ ଲାଇନଚ୍ୟୁତ ହୋଇଛି । ଉଭୟ ପଟୁ ବିଶାଖାପାଟଣା- ଜଗଦଲପୁର ଟ୍ରେନ ବାତିଲ ।

ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁବୃତ୍ତ

ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଧନୁପାଲୀ ଥାନା ତୂରୀପଡାରେ ଯୁବକଙ୍କୁ ହାଣି ପକାଇଲେ ଦୁବୃତ୍ତ । ଯୁବକଙ୍କ ବେକରେ ଗଭୀର କ୍ଷତ ହୋଇଥିବା ସୂଚନା । ସେଥିପାଇଁ ବୁର୍ଲା ମେଡିକାଲରେ ଯୁବକଙ୍କୁ ସ୍ଥାନାନ୍ତର କରାଯାଇଛି । କିଏ ଓ କାହିଁକି ଯୁବକଙ୍କୁ ଆକ୍ରମଣ କଲେ ତାହା ଏବେ ଯାଏଁ