ଗୋପାଳପୁର-ସମ୍ବଲପୁର ରେଳପଥ: କାମ ଆଗେଇଲା
ବହୁ ପ୍ରତୀକ୍ଷିତ ଗୋପାଳପୁର-ସମ୍ବଲପୁର ରେଳପଥ କାମ ଶେଷରେ ଆଗେଇଛି। ଓରିଡିଏଲ୍ (ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍) ତରଫରୁ ଚୂଡ଼ାନ୍ତ ଲୋକେସନ୍ ସର୍ଭେ ବା ସ୍ଥଳ ସର୍ବେକ୍ଷଣ କାମ ଆରମ୍ଭ ହୋଇଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଗୋପାଳପୁର ବନ୍ଦରଠାରୁ ଜଗନ୍ନାଥପୁର!-->…
