Odia News Portal
Browsing Tag

latest odia news

କ୍ଷମତାକୁ ଆସିଲେ ତାଜମହଲ ପରି ଦିଶୁଥିବା ସଚିବାଳୟର ଗମ୍ବୁଜ ଭାଙ୍ଗିଦେବୁ: ବଂଦୀ ସଞ୍ଜୟ କୁମାର

ନିର୍ବାଚିତ ହୋଇ କ୍ଷମତାକୁ ଆସିଲେ ତାଙ୍କ ଦଳ ରାଜ୍ୟର ନୂଆ ସଚିବାଳୟ ଅଟ୍ଟାଳିକା ଉପରେ ଥିବା ଗମ୍ବୁଜଗୁଡ଼ିକୁ ଧ୍ବଂସ କରି ସେଥିରେ ଦେଶ ଓ ତେଲେଙ୍ଗାନାର ସଂସ୍କୃତିକୁ ପ୍ରତିଫଳନ କରିବା ଭଳି ପରିବର୍ତ୍ତନ କରିବ ବୋଲି ତେଲେଙ୍ଗାନା ‘ବିଜେପି’ ସଭାପତି ବଂଦୀ ସଞ୍ଜୟ କୁମାର କହିଛନ୍ତି।‘ଜନତାଙ୍କ

ଚାଉଳ ଉତ୍ପାଦନ ଭାରତ ଅର୍ଥନୀତିକୁ ସମୃଦ୍ଧ କରିଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଚାଉଳ ଜୀବନର ଶସ୍ୟ। ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କଣ ସମସ୍ତଙ୍କୁ ଜଣା। ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି। ଭାରତ ସର୍ବାଧିକ ଚାଉଳ ରପ୍ତାନି କରି ଅନ୍ୟ ଦେଶକୁ ମଧ୍ୟ ଖାଦ୍ୟ ଯୋଗାଉଛି । ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦ୍ଘାଟନ

ତୁର୍କୀ ଭୂକମ୍ପ : ଭାରତୀୟ ଉଦ୍ଧାକାରୀ ଦଳରେ ସାମିଲ ହୋଇ ରକ୍ଷାକର୍ତ୍ତା ସାଜିଛନ୍ତି ୪ ସନ୍ଧାନୀ କୁକୁର

ଭୂମିକମ୍ପ ବିଧ୍ବସ୍ତ ତୁର୍କୀରେ ଉଦ୍ଧାର କାର୍ୟ୍ୟ ଚଳାଇଥିବା ଭାରତର ‘ନ୍ୟାସ୍ନାଲ୍ ଡିଜାଷ୍ଟର୍ ରେସ୍ପନ୍ସ୍ ଫୋର୍ସ’ (ଏନ୍ଡିଆର୍ଏଫ୍) କର୍ମଚାରୀଙ୍କ ସହିତ ଚାରିଟିକିଆ ‘ସନ୍ଧାନୀ କୁକୁର ସ୍କ୍ବାଡ୍’ ମଧ୍ୟ ସାମିଲ ହୋଇଛି।‘ସନ୍ଧାନୀ କୁକୁର ସ୍କ୍ବାଡ୍’ରେ ଅଛନ୍ତି ଜୁଲି, ରୋମିଓ, ହନି ଓ

ମୋ ବାପାଙ୍କର ଦେଖାଶୁଣା କରିବ: ଟୁଇଟ୍‌ରେ ହୃଦୟସ୍ପର୍ଶୀ ନିବେଦନ କଲେ ଲାଲୁ ଯାଦବଙ୍କ ଝିଅ

ସୁସ୍ଥ କରାଇ ବାପାଙ୍କୁ ଆପଣମାନଙ୍କ ଗହଣକୁ ପଠାଉଛି। ଏଥର ଆପଣମାନେ ମୋ ବାପାଙ୍କର ଦେଖାଶୁଣା କରିବେ ବୋଲି ‘ଆର୍ଜେଡି’ ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ଝିଅ ରୋହିଣୀ ନିବେଦନ କରି କହିଛନ୍ତି।ସ୍ମରଣଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରେ ସିଙ୍ଗାପୁରରେ କିଡ୍‌ନି

ସଙ୍କଟରେ ପାକିସ୍ତାନ ଅର୍ଥନୀତି : ଚୀନ୍ ଓ ସାଉଦି ଆରବକୁ ମଧ୍ୟ ମାଗୁଛି ପାଣ୍ଠି

ପାକିସ୍ତାନ ଅର୍ଥନୀତି ଦୁର୍ଦ୍ଦିନ ଦେଇ ଗତି କରୁଛି। ଚାରିଆଡ଼ୁ ସଙ୍କଟ ମାଡ଼ି ଆସିଛି। ସେଠାରେ ଶ୍ରୀଲଙ୍କା ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସେହି ସଙ୍କଟକୁ ଏଡ଼ାଇବା ଲାଗି ପାକିସ୍ତାନ ସରକାର ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ସଙ୍କଟରୁ ଉଦ୍ଧାର କରିବା ଲାଗି ସେଠାକାର

ମୋବାଇଲ ଆପ ଦ୍ୱାରା ଜାଣିପାରିବେ ସମୁଦ୍ର ପାଣିର ମାନ

ସମୁଦ୍ର ପାଣିର ମାନ ବିଷୟରେ ସୂଚନା ଦେବା ଲାଗି ନ୍ୟାସନାଲ୍ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚ (ଏନ୍ସିସିଆର୍) ପକ୍ଷରୁ ଏକ ମୋବାଇଲ୍ ଆପ୍ ବିକାଶ କରାଯାଇଛି। ପାଣିର ମାନକୁ ବାସ୍ତବ ସମୟରେ ଯାଞ୍ଚ କରିବା ଲାଗି ଏକ ପ୍ରକାର ଭାସମାନ ବସ୍ତୁ ବଏକୁ ବେଳାଭୂମିଠାରୁ ୪ କିମି ମଧ୍ୟରେ ତିନି ମିଟର

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାହାରିଛନ୍ତି। ସେ ସକାଳ ୯ଟା ୮ ମିନିଟ ସମୟରେ ରାଜଭବନରୁ ବାହାରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ। ଖାଲି ପାଦରେ ବିନ୍ଦୁସାଗର ନିକଟରୁ ଚାଲିଚାଲି ଯାଇଥିଲେ ରାଷ୍ଟ୍ରପତି।

ଜାତୀୟ ରାଜଧାନୀରେ ମଦ ଦୁର୍ନୀତି: ‘ୱାଇଏସ୍ଆର୍ସିପି’ ସାଂସଦଙ୍କ ପୁତ୍ର ଗିରଫ

ଗତ କାଲି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦିଲ୍ଲୀ ମଦ ଦୁର୍ନୀତିରେ ଜଡ଼ିତ ଥିବା ‘ୱାଇଏସ୍ଆର୍ସିପି’ ସାଂସଦ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁତ୍ର ମଙ୍ଗୁଟା ରାଘବଙ୍କୁ ଗିରଫ କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।ଜାତୀୟ ରାଜଧାନୀରେ ମଦ ବ୍ୟବସାୟ ସଂକ୍ରାନ୍ତରେ ଦିଲ୍ଲୀର

ହ୍ୱାଟସ୍ଅପ ଷ୍ଟାଟସ୍ ବଞ୍ଚାଇଲା ତୁର୍କୀ ଭୂକମ୍ପ ପୀଡିତଙ୍କ ଜୀବନ

ତୁର୍କୀରେ ଭୂକମ୍ପଜନିତ ମହାବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୨୧,୦୫୧ରେ ପହଞ୍ଚିଛି । ହଜାର ହଜାର ଭୂମିହୀନ ଲୋକ ଏବେ ବି ଭୋକ ଓ ଶୀତ ଭିତରେ ସେମାନଙ୍କ ସଂଘର୍ଷ ଜାରି ରଖିଛନ୍ତି। ୧୯୯୯ ମସିହାରେ ଉତ୍ତର-ପଶ୍ଚିମ ତୁର୍କୀରେ ଏହି ଧରଣର ଏକ ଭୂକମ୍ପ ଘଟି ୧୭ ହଜାର ଲୋକଙ୍କର ମୃତ୍ୟୁ ଘଟିଥିବା

୨୦% ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ୟାହୁ

ଏହି ସୂଚନା, ୟାହୁର ବିଜ୍ଞାପନ ଟେକ୍ କର୍ମଚାରୀଙ୍କ, ୧୬୦୦ ରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିବ।ଗୁଗୁଲ, ମାଇକ୍ରୋସଫ୍ଟ, ଫେସବୁକ୍, ଟ୍ବିଟର ପରେ ଏବେ କର୍ମଚାରୀଙ୍କ ଛଟେଇ କରିବ ‘ୟାହୁ’। ପ୍ରାରମ୍ଭିକ ଇଣ୍ଟରନେଟ୍ ଯୁଗର ଅଗ୍ରଦୂତମାନଙ୍କ ମଧ୍ୟରୁ ‘ୟାହୁ’ ହେଉଛି ଅନ୍ୟତମ ବୈଷୟିକ କମ୍ପାନି।