Odia News Portal
Browsing Tag

latest odia news

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦ୍ମପୁର ଗସ୍ତ

ପଦ୍ମପୁରରୁ ମିଶନ ପଶ୍ଚିମ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦ୍ମପୁର ଗସ୍ତ। ୨୦୨୪ ପାଇଁ ପଦ୍ମପୁରରୁ ପଶ୍ଚିମଦ୍ୱାର ଖୋଲିବେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ୩ ମାସ ଭିତରେ ଏହା ଦ୍ୱିତୀୟ ପଦ୍ମପୁର ଗସ୍ତ। ଆଜିର ଗସ୍ତରେ ବଡ଼ ଘୋଷଣା ହୋଇପାରେ ବୋଲି ଆଶାବାନ୍ଧି ବସିଛନ୍ତି ପଦ୍ମପୁରବାସୀ।…

‘ପୁଷ୍ପା-୨’ର ଆଇଟମ ସଂଗ୍କୁ କ’ଣ ମନା କରିଛନ୍ତି ସମନ୍ଥା ?

୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ‘ପୁଷ୍ପା’ ଚଳଚ୍ଚିତ୍ରର ‘ଉଃ ଅଣ୍ଟବା’ ଗୀତରେ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ଅଙ୍ଗଭଙ୍ଗୀ ଦର୍ଶକଙ୍କ ମନରେ ଯେଉଁ ଶିହରଣ ଖେଳାଇଥିଲା ତାହା ବିରଳ ଶ୍ରେଣୀର ବୋଲି କୁହାଯାଇପାରେ। ନିଜର ପ୍ରଥମ ଆଇଟମ୍‌ ଗୀତରେ ସମନ୍ଥା ଦୀର୍ଘସ୍ଥାୟୀ ଛାପ ଛାଡ଼ିବାରେ ସମର୍ଥ…

ପୁରସ୍କାର ନେବା ବେଳେ ଅଭିନେତା ଶାହନୱାଜ ପ୍ରଧାନଙ୍କର ମୃତ୍ୟୁ

ଆଖି ବୁଜିଲେ ବଲିଉଡର ଆଉ ଜଣେ କଳାକାର। ‘ମିର୍ଜାପୁର’ ଫେମ୍‌ ଅଭିନେତା ଶାହନୱାଜ ପ୍ରଧାନଙ୍କର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା। ଶାହନୱାଜ ମୀର୍ଜାପୁର ସହ ଅନେକ ଲୋକପ୍ରିୟ ସିନେମା, ଟିଭି ସିରିଏଲ୍ ଏବଂ ଓ୍ୱେବ ସିରିଜ୍‌ରେ କାମ କରିଛନ୍ତି । ଏକ…

‘କପିଲ ଶର୍ମା ଶୋ’ ଫିଲ୍ମ ପାଇଁ ଅଶୁଭ; କେ.ଆର.କେ

ବଲିଉଡ ଖିଲାଡି କୁମାର ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ସେଲଫି’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମ ଥର ପାଇଁ ଇମ୍ରାନ ହାଶମୀଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର କରିବାକୁ ଯାଉଛନ୍ତି ଅକ୍ଷୟ କୁମାର। ଏବେ ସେ ‘ସେଲଫି’ର ପ୍ରଚାର ପାଇଁ ବାହାରକୁ ଯାଉଥିବା ବେଳେ ‘ଦି କପିଲ ଶର୍ମା ସୋ’କୁ…

ଚୀନରେ ଆଉ ଜଣେ ମହାଧନୀ ବ୍ୟକ୍ତି ନିଖୋଜ

ଚୀନ୍‌ରେ ସରକାରଙ୍କୁ ବିରୋଧ କରୁଥିବା ବ୍ୟକ୍ତି ନିଖୋଜ ହୋଇଯିବା କିଛି ନୂଆ ଘଟଣା ନୁହେଁ। ପୂର୍ବରୁ ଏପରି ଅନେକ ଥର ଘଟିଛି । ଚୀନ୍‌ର ସବୁଠାରୁ ଧନୀ ବ୍ୟକ୍ତି ଜାକ୍‌ ମା କିଛି ଦିନ ତଳେ ନିଖୋଜ ହୋଇଥିଲେ । ସରକାରଙ୍କ କିଛି ନୀତିକୁ ବିରୋଧ ପରେ ସେ ନିଖୋଜ ହୋଇଥିବା ସୂଚନା ମିଳିଥିଲା । ପରେ…

ପାକିସ୍ତାନ ଉପରେ ଆତଙ୍କୀ ଆକ୍ରମଣ

ପୁଣି ଥରେ ପାକିସ୍ତାନ ଉପରେ ହୋଇଛି ଆତଙ୍କୀ ହାମଲା । ପାକିସ୍ତାନର ଜନବହୁଳ ସହର କରାଚିରେ ଗତକାଲି କିଛି ଅଜଣା ସଶସ୍ତ୍ର ଆତଙ୍କବାଦୀ ପୁଲିସ ମୁଖ୍ୟାଳୟ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଗୁଳି ବିନିମୟରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୫…

୫୦୦ ବିମାନ କିଣିବାକୁ ଅର୍ଡର ଦେଲା ଇଣ୍ଡିଗୋ

ଏୟାର ଇଣ୍ଡିଆ ପରେ ଇଣ୍ଡିଗୋ ବହୁସଂଖ୍ୟାରେ ବିମାନ କିଣିବ। ୫୦୦ ବିମାନ କିଣିବା ଲାଗି ଅର୍ଡର ଦିଆଯାଇଛି ବୋଲି ଇଣ୍ଡିଗୋର ଇଣ୍ଟରନ୍ୟାସନାଲ ସେଲ୍ସ ମୁଖ୍ୟ ବିନୟ ମାଲହୋତ୍ରା ସୂଚନା ଦେଇଛନ୍ତି। କମ୍ପାନି ତୁର୍କୀସ ଏୟାରଲାଇନ୍ସ ସହଯୋଗରେ ୟୁରୋପର ବିଭିନ୍ନ ସ୍ଥାନକୁ ବିମାଡ଼ ଉଡ଼ାଣ କରିବ। ଉଭୟ…

୪୫୩ କର୍ମଚାରୀଙ୍କୁ ଛଟେଇ ଦେଲା ଗୁଗଲ୍

ବିଶ୍ବର ବଡ଼ ଇଣ୍ଟ‌ରନେଟ୍‌ କଂପାନି ଗୁଗଲ୍ ପକ୍ଷରୁ ଭାରତରେ ୪୫୩ କର୍ମଚାରୀଙ୍କୁ ବିଦା କରାଯାଇଛି। ବିଶ୍ବବ୍ୟାପୀ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି କଂପାନିର ସିଇଓ ସୁନ୍ଦର ପିଚ୍ଚାଇ ଘୋଷଣା କରିଥିଲେ। କଂପାନି ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକାର କର୍ମଚାରୀଙ୍କୁ ଛଟେଇ…

ଆୟକର ବିଭାଗର ବଡ ଅଭିଯୋଗ; ଟିକସ ପୈଠ କରିନି ବିବିସି

ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟ ଉପରେ ତିନିଦିନ ଧରି ସର୍ଭେ ଗତକାଲି ଶେଷ ହେବା ପରେ ଆୟକର ବିଭାଗ ପକ୍ଷରୁ ଆଜି ଏହା ବିରୋଧରେ ବଡ଼ ଅଭିଯୋଗ ଅଣାଯାଇଛି। ଭାରତରେ ବିବିସିର ପରିଚାଳନା ଯେଉଁ ସ୍ତରରେ ରହିଛି ସେହି ଅନୁପାତରେ ଆୟ କିମ୍ବା ଲାଭ ଏହି ସଂସ୍ଥା ଦର୍ଶାଉନାହିଁ। ଇଂରାଜୀ…

ଯାଜପୁର ଜିଲ୍ଲା ପାଣି ସମସ୍ୟା, ପର୍ଯ୍ୟାପ୍ତ ନୁହେଁ ବୈତରଣୀ ଜଳ

କେନ୍ଦୁଝରର ଗୋନାସିକାରୁ ବାହାରିଥିବା ବୈତରଣୀ କେନ୍ଦୁଝର, ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ପ୍ରବାହିତ ହେଉଛି। ଏହି ନଦୀର ଜଳ କୃଷି ବଦଳରେ ସିଂହଭାଗ ଶିଳ୍ପ ପାଇଁ ବ୍ୟବହାର ହେଉଥିବା ଅଭିଯୋଗ ହୋଇଆସୁଛି। ଏବେ ବୈତରଣୀ ନଦୀଜଳକୁ ଭଦ୍ରକ ଜିଲ୍ଲାର ଶିଳ୍ପକୁ ଦେବାକୁ ସରକାର ଅନୁମତି ଦେଇଛନ୍ତି।…