Odia News Portal
Browsing Tag

latest odia news

ତୁର୍କୀ ବିପର୍ଯ୍ୟୟ : ୫ଦିନ ପରେ ଭଗ୍ନାବଶେଷ ତଳୁ ଉଦ୍ଧାର ହେଲା ୨ ମାସର ଶିଶୁ

ତୁର୍କୀ ଓ ସିରିଆରେ ଫେବୃୟାରୀ ୬ରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁଁ ଭୟଙ୍କର ବିନାଶ ଘଟିଛି। କ୍ରମାଗତ ଭାବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି ଜ୍ଝ ଏହି ସମୟରେ ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ୟ୍ୟ ଚାଲିଛି। ଧ୍ବଂସସ୍ତୂପ ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଅର୍ଥାତ ଦିଲ୍ଲୀ-ଦଉସା-ଲାଲସୋଟ ଭାଗ ଉଦଘାଟନ କରିଛନ୍ତି। ଏହା ସହ ରାଜସ୍ଥାନର ଦଉସାଠାରେ ୧୮,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା

ଖୋଲାଚାଲିଛି ସୁକନ୍ୟା ସମୃଦ୍ଧି ଖାତା:୨ଦିନରେ ୧୦ ଲକ୍ଷ

ଭାରତୀୟ ଡାକ ବିଭାଗ ଦ୍ୱାରା ଦୁଇ ଦିନ ମଧ୍ୟରେ ଦେଶରେ ୧୦ ଲକ୍ଷ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲାଯାଇଛି। ସାଧାରଣତଃ ପ୍ରତିବର୍ଷ ଡାକ ବିଭାଗ ଦ୍ୱାରା ହାରାହାରି ୩୩ ଲକ୍ଷ ସୁକନ୍ୟା ସଂମୃଦ୍ଧି ଖାତା ଖୋଲାଯାଇଥାଏ। ବିଗତ ଆଠ ବର୍ଷ ମଧ୍ୟରେ ସମୁଦାୟ ୨.୭ କୋଟି ସୁକନ୍ୟା ସମୃଦ୍ଧି ଖାତା

କର୍ଣ୍ଣାଟକର ପ୍ରଥମ ଏମବିଏ ଟ୍ରାନ୍ସଜେଣ୍ଡରଙ୍କ ନିବେଶରେ ଚାଲିଛି ନାଇଟ୍ ଫୁଡ୍ ଷ୍ଟଲ

କର୍ଣ୍ଣାଟକର ତିନିଜଣ ଟ୍ରାନ୍ସଜେଣ୍ଡର ମିଶି ଏକ ଖାଦ୍ୟ ଷ୍ଟଲ୍ ଖୋଲିଛନ୍ତି, ଯାହା କର୍ଣ୍ଣାଟକର ଉଦୁପିରେ ବିଳମ୍ବିତ ରାତି ଯାଏ ଚାଲିଥାଏ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି। ସହରରେ ଏହା ହେଉଛି ପ୍ରଥମ ଖାଦ୍ୟ ଷ୍ଟଲ୍ ଯାହା ସାଧାରଣତଃ, ଦେଶର ସମସ୍ତ ପର୍ଯ୍ୟଟକଙ୍କୁ ବେଶି

ଓଏଚଆରସି ପଦରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାସ 

ଓଡିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଜଷ୍ଟିସ୍ ରଘୁବୀର ଦାଶ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି ।ଇସ୍ତଫା ସମ୍ପର୍କରେ ରଘୁବୀର ଦାସ କହିଛନ୍ତି, ଓଏଚଆରସିର ନୂଆ ଅଧ୍ୟକ୍ଷ ଭାବେ ଯାହାଙ୍କୁ

ଓଡିଆ ଛୁଙ୍କ ନେଇ ଆସୁଛି ଓଡିଆ ଚଳଚ୍ଚିତ୍ର “ପ୍ରଥା”

ବର୍ତ୍ତମାନ ପରିସ୍ଥିତିରେ ଯେଉଁଠି ଓଡିଆ ଚଳଚ୍ଚିତ୍ରର ଚାହିଦା କମିବାକୁ ଲାଗିଛିି ସେଠି ନିର୍ଦ୍ଦେଶକ ଓ ଓଡିଆ ସିନେତାରକା ଭରପୂର ଚେଷ୍ଟା ଚଲେଇଛନ୍ତି କିପରି ପୁଣି ଓଡିଆ ଦର୍ଶକଙ୍କ ମନ ମୋହିବେ। ତେବେ ଆମ ରାଜ୍ୟର ପରମ୍ପରା ଓ ରୀତିନୀତିକୁ ନେଇ ହେଉଥିବା କାହାଣୀ ଏବେ ପରଦାକୁ ଆଣୁଛନ୍ତି

୪ ରାଜ୍ୟର ହାଇକୋର୍ଟରେ ନିଯୁକ୍ତ ହେଲେ ନୂତନ ମୁଖ୍ୟ ବିଚାରପତି

ଦେଶର ୪ ରାଜ୍ୟର ହାଇକୋର୍ଟରେ ନିଯୁକ୍ତ ହୋଇଛନ୍ତି ନୂଆ ମୁଖ୍ୟ ବିଚାରପତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ ରବିବାର ଟ୍ବିଟ୍ କରି ଏନେଇ ସୂଚନା ଦେଇଛନ୍ତି। ରିଜିଜୁଙ୍କ ସୂଚନା ମୁତାବକ, ରାଜସ୍ଥାନ ହାଇକୋର୍ଟର ବିଚାରପତି ସନ୍ଦୀପ ମେହେଟ୍ଟାଙ୍କୁ ଗୌହାଟୀ ହାଇକୋର୍ଟର ମୁଖ୍ୟ

ଦେଶରେ ନୂତନ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୨୪

ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪୩ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା

କୁନୋ ଜାତୀୟ ଉଦ୍ୟାନକୁ ୧୮ରେ ଆସିବେ ୧୨ ଚିତାବାଘ

ଆସିବେ ନୂତନ ଚିତାବାଘ, ପ୍ରଥମ ଯୋଜନା ସୂଚାରୁ ରୂପେ ସଫଳ ହେବା ପରେ କାର୍ଯ୍ୟକାରୀ ହେବ ଦ୍ୱିତୀୟ ଯୋଜାନ । ତେବେ ଆସନ୍ତା ୧୮ରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଦ୍ବିତୀୟ ଦଫାରେ ପୁଣି ଆଉ ୧୨ଟି ଚିତାବାଘ ଆଣିବାକୁ ଯୋଜନା ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜଙ୍ଗଲ ବିଭାଗର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପାଳିତ ହେଲା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଜନ୍ମ ବାର୍ଷିକୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀ ପାଳନ ସମାରୋହକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପୂଜା ଓ ଯଜ୍ଞ କରିଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ, ଅର୍ଜୁନ