Odia News Portal
Browsing Tag

latest odia news

ପୋଲିସକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟ

ପୋଲିସକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକରି ମରାଗଲା, କେହି ତ କ୍ଷମା ମାଗିଲେନି ଗୃହ ବିଭାଗ ମୁଖ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାରେ କ୍ଷମା ମାଗିଲେନି । ଧନୁପାଲି ଆଇଆଇସି ମୋତେ ମାରିଲେ ତାହାଲେ ମୁଁ କଣ ପାଇଁ କ୍ଷମା ମାଗିବି । ଆନ୍ଦୋଳନ…

ଆଜି ସିନେ ପରଦାରେ ଆସିବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର ‘ମାମା ୱେଡ୍ସ ପାପା’

ଆଜି ପରଦାକୁ ଆସୁଛି ନୂଆ ଓଡ଼ିଆ ଛବି, ଯାହାର ଶୀର୍ଷକ ହେଲା ‘ମାମା ୱେଡ୍ସ ପାପା’। ଏଥିରେ ଦୁଇ ନାୟିକାଙ୍କ ସହ ଓଡ଼ିଆ ସିନେ ଜଗତର ଜଣାଶୁଣା ନାୟକ ଅଭିଷେକଙ୍କୁ ଦେଖିବାକୁ ମିଳିବ। ହଁ, ଏହି ଫିଲ୍ମରେ ଅଭିଷେକଙ୍କ ସହ ପ୍ରିୟଙ୍କା ଓ ରିଷିତାଙ୍କୁ ନାୟିକା ଭୂମିକାରେ ନଜର ଆସିବେ। ଉଭୟ ନାୟିକାଙ୍କ…

ୟୁଟ୍ୟୁବର ନୂଆ ସିଇଓ ହେବେ ନିଲ୍ ମୋହନ

ଗୁଗୁଲ୍‌ର ଅନ୍‌ଲାଇନ୍‌ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍‌ର ସିଇଓ ପଦରୁ ସୁସାନ ୱଜସିକି ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ କଂପାନିର ନୂଆ ସିଇଓ ଭ‌ାବେ ପ୍ରବାସୀ ଭାରତୀୟ ନିଲ୍ ମୋହନଙ୍କୁ ନିଯୁକ୍ତ କରାଯିବ। ଷ୍ଟାନ୍‌‌ଫୋର୍ଡ ବିଶ୍ବବିଦ୍ୟାଳୟରୁ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିଥିବା ନିଲ୍…

ସୁନା ଦର ଶସ୍ତା ହେବା ବେଳେ ବୃଦ୍ଧି ପାଇଲା ରୂପା ଦର

ଭାରତୀୟ ସର୍ରାଫା ବଜାରରେ ଆଜି ଅର୍ଥାତ ୨୦୨୩ ମସିହା ଫେବୃଆରି ୧୬ ତାରିଖରେ ରୁପା ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ସୁନା ଦର ହ୍ରାସ ହୋଇଥିବା ଖବର ମିଳିଛି। ସୁନା ଦର ପ୍ରତି ୧୦ଗ୍ରାମ ପିଛା ୫୬ହଜାର ଟଙ୍କା ରହିଥିବା କୁହାଯାଉଛି। ସେହିପରି ରୁପା ଦର ପ୍ରତି କିଲୋ ପିଛା ୬୫ହଜାରରୁ ଅଧିକ ଟଙ୍କା…

୨୦ ହାଇକୋର୍ଟ ବିଚାରପତିଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ନାମ ସୁପାରିସ କଲା କଲେଜିୟମ

ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟ କଲେଜିୟମ ଆଜି ୨୦ ଜଣ ଅତିରିକ୍ତ ହାଇକୋର୍ଟ ବିଚାରପତିଙ୍କୁ ସ୍ଥାୟୀ ବିଚାରପତି ନିଯୁକ୍ତ କରିବାପାଇଁ କେନ୍ଦ୍ର ସରକାରଙ୍କୁ ନାମ ସୁପାରିସ କରିଛନ୍ତି। ଆହ୍ଲାବାଦ , ବମ୍ବେ, ମାଡ୍ରାସ ଏବଂ ଦିଲ୍ଲୀ ହାଇକୋର୍ଟରେ ସ୍ଥାୟୀ…

ଭୁବନେଶ୍ଵରରେ ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ ଅଭିଭାଷଣ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଅମୃତକାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ। ଭୁବନେଶ୍ଵରରେ ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ବଜେଟ ଅମୃତକାଳର ପ୍ରଥମ ବଜେଟ। ଏଥିରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପାଇଁ ୧୦ ଲକ୍ଷ…

ପ୍ରଧାନମନ୍ତ୍ରୀ ହେବାର ମୋର କୌଣସି ଇଚ୍ଛା ନାହିଁ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

୨୦୨୪ରେ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ସଂକ୍ରାନ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବାର ମୋର କୌଣସି ଇଚ୍ଛା ନାହିଁ। ମହାମେଣ୍ଟର ନେତାମାନେ ନୀତୀଶ ପ୍ରଧାନମନ୍ତ୍ରୀ ହେବା ନେଇ ସ୍ଲୋଗାନ ଦେଉଥିବାରୁ ଏନେଇ…

କାନରେ ଫୁଲଖୋସି ବିଧାନସଭା ଆସିଲେ କର୍ଣ୍ଣାଟକ କଂଗ୍ରେସ ନେତା

ଆଜି କର୍ଣ୍ଣାଟକ ବଜେଟ ଉପସ୍ଥାପନା ବେଳେ ଶାସକ ‘ବିଜେପି’ ବିରୋଧରେ ବିରୋଧୀ ଦଳ ନେତା ସିଦ୍ଧରମୈୟା ଏବଂ ଅନ୍ୟ କଂଗ୍ରେସ ନେତାମାନେ କାନରେ ଫୁଲ ଖୋସି ବିଧାନସଭାକୁ ଆସିଛନ୍ତି। ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ବଜେଟ୍‌ରେ ଏବଂ ୨୦୧୮ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି…

ବିଦେଶୀ ବ୍ୟାଙ୍କରୁ ଅର୍ଥ ସିଫ୍ଟର ତଥ୍ୟ ଦାଖଲ କରିବ ଏସବିଆଇ, ନିର୍ଦ୍ଦେଶନାମା ଜାରି କଲା ଆରବିଆଇ

ବିଦେଶରୁ ଆସୁଥିବା ପାଣ୍ଠିର ତଥ୍ୟ ସଂଗ୍ରହକୁ ସରକାର କଡ଼ାକଡ଼ି କରିଛନ୍ତି। ଷ୍ଟେଟ ବ୍ୟାଙ୍କକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବିଦେଶରୁ ଭାରତୀୟମାନଙ୍କ ନିକଟକୁ ଅର୍ଥ ପଠାଉଥିବା ବ୍ୟକ୍ତିର ଉଦ୍ଦେଶ୍ୟ ସମେତ ଅନ୍ୟାନ୍ୟ ତଥ୍ୟ ଷ୍ଟେଟ ବ୍ୟାଙ୍କ ପ୍ରଦାନ କରିବ।…

ଅଶୋକ ମହାନ୍ତିଙ୍କ ଅର୍ଥତତ୍ତ୍ବ ଚିଟଫଣ୍ଡ ଦୁର୍ନୀତି ମାମଲା, ଟ୍ରାଏଲ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ

ଓଡ଼ିଶାର ପୂର୍ବତନ ଆଡଭୋକେଟ ଜେନେରାଲ (ଏଜି) ଅଶୋକ ମହାନ୍ତିଙ୍କ ବିରୋଧରେ ଅର୍ଥତତ୍ତ୍ବ ଚିଟଫଣ୍ଡ ଦୁର୍ନୀତି ସମ୍ବନ୍ଧିତ ମାମଲାରେ ଟ୍ରାଏଲ କୋର୍ଟଙ୍କ ପରବର୍ତ୍ତୀ ପ୍ରୋସିଡିଂ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ.ଏସ୍‌ ବୋପାନ୍ନା ଓ ବିଚାରପତି…