ଉଚ୍ଚ ରକ୍ତ ଚାପ କମାଇବାରେ ସହାୟକ ହୁଏ ଗୁଜୁରାତି
ଗୁଜୁରାତି, କାହାକୁ ବା ଅଜଣା ଖାଦ୍ୟ ଠାରୁ ଆରମ୍ଭ କରି ଉପଚାର କରିବା ପର୍ଯ୍ୟନ୍ତ ନିତିଦିନିଆ ବ୍ୟବହାର୍ଯ୍ୟରେ ଆମ କାର୍ଯ୍ୟରେ ଆସିଥାଏ । ଆହୁରି ମଧ୍ୟ ଗୁଜୁରାତି ବିଭିନ୍ନ ପ୍ରକାର ଖାଦ୍ୟ ଓ ମିଠା ପ୍ରସ୍ତୁତିରେ ବ୍ୟବହାର କରାଯାଏ । ପୂର୍ବରୁ ଲୋକେ ପ୍ରାୟତଃ ଏହାର ଅଧିକ ସେବନ କରୁଥିଲେ ।!-->…
