କରୋନାରେ ବେସାହାରା ହୋଇଥିବା ପିଲାଙ୍କୁ ମିଳିବ ସରକାରୀ ଚାକିରୀ
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୨୦୨୨-୨୩ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜନତାଙ୍କୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ କି ଚଳିତ ଥର ବଜେଟ ୨୦୨୩-୨୪ ମହିଳା ଓ ଯୁବକଙ୍କ ଉପରେ ବିଶେଷ ଭାବେ କେନ୍ଦ୍ରିତ ହେବ। ଯାହା ଜନତାଙ୍କ ଆଶାକୁ ପୁରା କରିବ ବୋଲି!-->…
