Odia News Portal
Browsing Tag

liqur

ବାଇକରେ ମଦ ଚୋରା ଚାଲାଣ କରୁଥିବା ବେଳେ ୨ଜଣଙ୍କୁ ଧରିଲା ପୋଲିସ

ଯାଜପୁର : ଲକଡାଉନରେ ମାତିଛନ୍ତି ମଦ ମାଫିଆ । ଦୋକାନ ବନ୍ଦ ଥିବାରୁ ଚୋରାରେ ବେପାର କରୁଥିଲେ । ବାଇକରେ ମଦ ନେଇ ଯାଉଥିଲେ ବେପାର କରିବା ଲାଗି । କୌଣସି ସୂତ୍ରରୁ ପୋଲିସ ଖବର ପାଇ ମାଡ଼ି ବସିଥିଲା । ଯାଜପୁର ଜିଲ୍ଲା ବରୁଣିଆ ପଞ୍ଚାୟତ ଅଫିସ ସମ୍ମୁଖରେ ଦୁଇଜଣଙ୍କୁ ଧରିବାରେ ସଫଳ ହୋଇଛି…

ଗିରଫ ହେଲା ମଦ ବେପାରୀ ଅଖାଡ଼ୁ

ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ଲକଡାଉନର ଫାଇଦା ଉଠାଇ ଚୋରା କାରବାର ବୃଦ୍ଧି ପାଇଚି । ମଦ ଚୋରା କାରବାର ଚଳାଇ ଆସୁଥିବା ବେପାରୀକୁ ସାବାଡ କରିବା ପାଇଁ ଏୟାରଫିଲଡ ପୋଲିସ ତନାଘନା ଆରମ୍ଭ କରିଛି। ମଙ୍ଗଳବାର ଅପରାହ୍ନରେ ଜଟଣୀ ବ୍ଲକ ଏୟାରଫିଲଡ ଥାନା…

ବିପୁଳ ବିଦେଶୀ ମଦ ଜବତ

ନୀଳଗିରି: ଲକଡାଉନରେ ମାତିଛନ୍ତି ମଦମାଫିଆ । ଅନଲାଇନରେ ମଦ ମକ୍ଟଳରଥିଲେ ସୁଦ୍ଧା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଚୋରା ମଦ ବେପାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚଢ଼ାଦରରେ ମଦ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାରି ଭିତରେ ଚୋରା ମଦ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି…