Odia News Portal
Browsing Tag

Lockdown

ଖୋଲିପାରେ ଲକଡାଉନ୍‌, ଆଜି ଦିନ ସାଢ଼େ ଗୋଟେରେ ସମ୍ବୋଧନ କରିବେ ମୁଖ୍ୟ ସଚିବ

ଭୁବନେଶ୍ୱର: ଦିଲ୍ଲୀ ପରେ ପଶ୍ଚିମବଙ୍ଗରେ ଖୋଲିଛି ଲକଡାଉନ । ତେବେ ରାଜ୍ୟରେ କେବେ ଖୋଲିବ ତାଲା । ଏନେଇ ସବୁଠି ଚାଲିଛି ବିଚାର ବିମର୍ସ । ଏହାରି ଭିତରେ ଆଜି ଦିନ ସାଢ଼େ ଗୋଟେରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ । ଲକଡାଉନ ଖୋଲିବା ନେଇ ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି…

ପଶ୍ଚିମବଙ୍ଗରେ ଆରମ୍ଭ ହେଲା ଅନଲକ୍ ପ୍ରକ୍ରିୟା

କୋଲକାତା: ଦିଲ୍ଲୀ ପରେ ପଶ୍ଚିମବଙ୍ଗରେ ଖୋଲିଛି ଲକଡାଉନ । ପଶ୍ଚିମବଙ୍ଗରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଏହି ସମୟରେ…

ଦିଲ୍ଲୀରେ ଖୋଲିଲା, ଓଡ଼ିଶାରେ କେବେ?

ଭୁବନେଶ୍ୱର: ଦେଶର ରାଜଧାନୀରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ତେବେ ଓଡ଼ିଶାରେ କେବେ ଲକଡାଉନକ୍ ଖୋଲିବ ତାକୁ ନେଇ ଏବେ ଆରମ୍ଭ ହୋଇଛି । ରାଜ୍ୟରେ ୧୭ ତାରିଖ ଯାଏଁ ଲକଡାଉନ ଜାରି ରଖାଯାଇଛି । ତେବେ ଏହା ଆହୁରି ଲାଗି ରହିବ ନାଁ କୋହଳ କରାଯିବ ତାକୁ ନେଇ ସବୁଠି ହେଉଛି ଆଲୋଚନା । ରାଜ୍ୟରେ…

ଚିନ୍ତାରେ ଆମ୍ବଚାଷୀ

କଲ୍ୟାଣସିଂହପୁର: ଲକ୍ ଡାଉନ ପାଇଁ ବିକ୍ରି ହୋଇ ପାରୁନି ଆମ୍ବ । ଯାହାକୁ ନେଇ ଚିନ୍ତାରେ ଆମ୍ବ ଚାଷୀ । ରାୟଗଡା ଜିଲ୍ଲା କଲ୍ୟାଣ ସିଂପୁର ବ୍ଲକ ସିକରପାଇ ନିକଟରେ ରହିଛି ଶାନ୍ତିବନ । ଯେଉଁଠି ତିନି ଏକର ଜମିରେ ଆମ୍ବ ଚାଷ କରିଛନ୍ତି ସିକରପାଇ ଗାଁର ରହିଦାସ ନାୟକ । ଏବର୍ଷ ଅଧିକା ଆମ୍ବ ଫଳି…

ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କରୋନା ଚେନକୁ ଭାଙ୍ଗିବା ଲାଗି ଲାଗି ରହିଛି ଲକଡାଉନ ଏବଂ ସଟଡାଉନ । ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର କରୁଛନ୍ତି ସଚେତନ । ଏହାରି ଭିତରେ ଜୀବନ ସହ ଜୀବିକାର କଥା ମଧ୍ୟ ଉଠୁଛି । ଲକଡାଉନ ଲାଗି ରହିବା ଫଳରେ ବ୍ୟବସାୟୀଙ୍କ ବେପାରରେ ଅନେକ ସମସ୍ୟା ସବୁ ଉପୁଜଛି ।…

ଦିଲ୍ଲୀ ପରେ ହରିୟାଣାରେ ବଢ଼ିଲା ଲକଡାଉନ୍ ଅବଧି

ହରିୟାଣା: ମେ ୩ ତାରିଖରୁ ହରିୟାଣାରେ ଲକ ଡାଉନ୍ ଘୋଷଣା ହୋଇଥିଲା । ଏହାପରେ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରାଯାଇଥିଲା । ପୁଣି ଥରେ ଏହାକୁ ବୃଦ୍ଧି କରାଯାଇଛି। ମେ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହି ଲକଡାଉନ୍ ଜାରି ରହିବ। ପାନିପଥରେ ସିଏମ ମନୋହର ଲାଲ ଏହି ସୂଚନା…

ଦିଲ୍ଲୀରେ ପୁଣି ଥରେ ଲକଡାଉନ୍ ଅବଧି ବୃଦ୍ଧି ଘୋଷଣା

ଭୁବନେଶ୍ବର: ଦିଲ୍ଲୀରେ ପୁଣି ଥରେ ବଢ଼ିଲା ଲକଡାଉନ୍ ଅବଧି ।ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣିଥରେ ଲକଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଦିଲ୍ଲୀରେ ଆଉ ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି । ଏହି ଲକଡାଉନ୍ ମେ ୨୪ ତାରିଖ ସକାଳ ୫ ଟା…

ରାଜ୍ୟର ୪ଜିଲ୍ଲା ଲକଡାଉନ ଘୋଷଣା

ଭୁବନେଶ୍ୱର()ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସମ୍ମିଳନୀରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ର ମଧ୍ୟରାତ୍ରି ଯାଏଁ ୪ ଜିଲ୍ଳା ଓ ରାଉରକେଲା ଲକଡାଉନ ରହିବ ।…

୧୫ ଜୁଲାଇ ଯାଏଁ ଲକଡାଉନ୍

ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ପାଇଁ ବିଭିନ୍ନ ରାଜ୍ୟ ଲକଡାଉନ ଓ ସଡଡାଉନର ଅବଧି ବଢାଉଛନ୍ତି । ଏହିକ୍ରମରେ ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ରବିବାର କହିଛନ୍ତି ଯେ ତାଙ୍କ ସରକାର ଜାରି ଲକଡାଉନକୁ ଆହୁରି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।…

ବଢିବ ଲକଡାଉନ ଅବଧି !

ନୂଆଦିଲ୍ଲୀ() କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ଜାରି ରହିଥିବା ଲକଡାଉନ୍-୪ ଆସନ୍ତା ୩୧ ତାରିଖରେ ଶେଷ ହେବାକୁ ଯାଉଛି । କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ବଢ଼ାଇବାକୁ ଯୋଜନା କରିଥିବାର ଖବର ମିଳିଛି । ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ରେଡିଓ…