Odia News Portal
Browsing Tag

Lockdown

ପୁଣି ଚିନରେ କରୋନା ଆତଙ୍କ

ପୁଣି ଡରାଇଲାଣି କରୋନା ଭାଇରସ । ଗତ ୨୪ ଘଣ୍ଟାରେ ଦେଶରେ ୧୩ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେଣି । ୩୫୭୯ ଲୋକଙ୍କ ମୃତ୍ୟୁ ହୋଇଛି । ବିଶେଷକରି ଚୀନରେ ଏବେ ପୁଣି ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ଦିନକରେ ୩୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବଢୁଥିବା…

ଚୀନ ରେ ଲକ୍ ଡାଉନ

ଚୀନରେ ପୁଣି ଥରେ ବ୍ୟାପିଛି ସଂକ୍ରମଣ । କୋରନାର ନୂଆ ଲହରକୁ ରୋକିବା ପାଇଁ ଲକ୍ ଡାଉନ ଘୋଷଣା କରିଛନ୍ତି ଚୀନ ସରକାର । ଆବଶ୍ୟକ ନପଡିଲେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ସରକାର । ପ୍ରତି ଦିନେ ଛଡା ଦିନେ ଘରର କେବଳ ଜଣେ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଘରୁ…

ଓମିକ୍ରନ ପାଇଁ ନେଦରଲ୍ୟାଣ୍ଡରେ ଲକ୍ ଡାଉନ ଘୋଷଣା

ୟୁରୋପରେ ଓମିକ୍ରନର ପ୍ରକୋପ ଚିନ୍ତା ବଢାଇଛି। ସ୍ଥିତି ଅଣାୟତ୍ତ ଆଡ଼କୁ ଗତି କରୁଥିବାରୁ ବିଭିନ୍ନ ଦେଶରେ କଠିନରୁ କଠିନ କଟକଣା ଲାଗୁ କରାଯାଉଛି। ଓମିକ୍ରନର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ନେଦରଲାଣ୍ଡ ସରକାର ପୁଣି ଥରେ ଦେଶବ୍ୟାପୀ ଲକ୍ ଡାଉନ ଘୋଷଣା କରିଛନ୍ତି। ଜାନୁଆରୀ ପର୍ୟ୍ୟନ୍ତ…

ଋଷରେ ପୁଣି ଫେରିଲା ଲକଡାଉନ୍

ନୂଆଦିଲ୍ଲୀ: କମୁନି କରୋନା କାୟା । ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ବଢ଼ିବାରେ ଲାଗିଛି । ବେକାବୁ ହେବାରୁ ତୃତୀୟ ଲହର ଆରମ୍ଭରୁ ଋଷରେ ପୁଣିଥରେ ଲକଡାଉନ ଆରମ୍ଭ ହୋଇଛି । ୧୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ପୁଟିନ୍ ସରକାର । ଆଜି ଠାରୁ କଟକଣା ଆରମ୍ଭ ହୋଇଥିବା ବେଳେ ଋଷର ସ୍କୁଲ, କଲେଜ,…

ନ୍ୟୁଜିଲାଣ୍ଡରେ ପୁଣି ଫେରିଲା ଲକଡାଉନ

ନୂଆଦିଲ୍ଲୀ: ତିନି ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ନ୍ୟୁଜିଲାଣ୍ଡ। ଫେବୃଆରୀ ପରଠାରୁ ପ୍ରଥମ ଥର ପାଇଁ କରୋନା ମାମଲା ଚିହ୍ନଟ ହେବା ପରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ତିନି ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି।ମଙ୍ଗଳବାର ୱେଲିଙ୍ଗଟନ୍ରେ ଏକ ସାମ୍ବାଦିକ ସମ୍ମିଳନୀରେ…

ନିୟମ ନମାନିଲେ ପୁଣି ଲକଡାଉନ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସମ୍ପୂର୍ଣ୍ଣ ଭାବେ କମି ନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କରୋନା କଟକଣାକୁ ମାନି ଚଳିବା ସହ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତାକୁ ମାନି ଚଳିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । କୋଭିଡ…

ଖୋଲିଲାନି ଲକଡାଉନ୍‌

ଭୁବନେଶ୍ୱର: ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରୁଛନ୍ତି ମୁଖ୍ୟ ଶାସନ ସଚିବ । ନୂଆ ଗାଇଡ୍ ଲାଇନ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ପୁଣିଥରେ ଲାଗି ରହିବ କରୋନା କଟକଣା । ଆଂଶିକ ଲକଡାଉନ ଲାଗି ରହିବ । ଆସନ୍ତା ଅଗଷ୍ଟ ୧ ତାରିଖ ଯାଏଁ ଲକଡାଉନ କଣ୍ଟିନୁୟ ଚାଲୁ ରହିବ । ପୂର୍ବଭଳି…

ଆଜି ଦିନ ସାଢ଼େ ୨ଟାରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର:ଆଜି ଦିନ ସାଢ଼େ ୨ଟାରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ । ଆସନ୍ତାକାଲି ସକାଳକୁ ଶେଷ ହେଉଛି ଗାଇଡ ଲାଇନ୍ । କୋଭିଡ ପରିଚାଳନା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇପାରନ୍ତି । ତେବେ କଣ ସବୁ ନୂଆ ଗାଇଡ ଲାଇନ ଆସିବ ତାଉପରେ ରହିଛି ସମସ୍ତଙ୍କ ନଜର । ବସ ଚଳାଚଳ ଏବଂ ବାକି…

ଖୋଲିପାରେ ଲକଡାଉନ୍‌, ଆଜି ଅପରାହ୍ନ ୨ଟାରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲକଡାଉନ ଓ ସପ୍ତହାହନ୍ତ ସଟଡାଉନ । ଯେଉଁ କାରଣରୁ ଲୋକେ ନାନା ଅସୁବିଧା ଦେଇ ଗତି କରୁଛନ୍ତି । କାମ ହରାଇ ଲୋକେ ଘରେ ବସି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଲକଡାଉନ କେବେ ଖୋଲିବ ତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ସେପଟେ ଯଦି ଲକଡାଉନ ଖୋଲେ…

ରାଜ୍ୟରେ ଜାରି ହେଲା ନୂଆ ଗାଇଡ୍ ଲାଇନ୍‌

ଭୁବନେଶ୍ୱର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାରେ କଟକଣା କୋହଳ । ସକାଳ ୭ଟାରୁ ୫ଟା ଯାଏଁ ଖୋଲିବ ଦୋକାନ । ଉପକୂଳ ଓଡ଼ିଶାର ୧୩ଟି ଜିଲ୍ଲାରେ ବଢ଼ିଲା କଟକଣା । ଉପକୂଳ ଜିଲ୍ଲା ଗୁଡ଼ିକରେ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ଖୋଲା ରହିବ ଦୋକାନ ବଜାର । ସ୍କୁଲ,ସପିଙ୍ଗ ମଲ, ଜିମ ଓ ସପିଙ୍ଗ ମଲ…