Odia News Portal
Browsing Tag

mamita mistry

ଗୋବିନ୍ଦ ସାହୁର ସ୍ୱାକ୍ଷର ପରୀକ୍ଷା ଆବେଦନ ଶୁଣାଣି ଘୁଞ୍ଚିଲା

ବଲାଙ୍ଗୀର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସ୍ୱାକ୍ଷର ପରୀକ୍ଷା ଆବେଦନ ଶୁଣାଣି ତାରିଖ ଘୁଞ୍ଚିଥିବା ଜଣାଯାଇଛି। ଗତକାଲି ପୁଲିସ ପକ୍ଷରୁ ଗୋବିନ୍ଦ ସାହୁର ଦସ୍ତଖତ ପରୀକ୍ଷା ଲାଗି ବଙ୍ଗୋମୁଣ୍ଡା…

ନ୍ୟାୟ ଦାବିରେ ଓଡିଶା ହାଇକୋର୍ଟରେ ପହଁଞ୍ଚିଲେ ମମିତାଙ୍କ ପରିବାର

ଭୁବନେଶ୍ୱର: ନ୍ୟାୟ ଦାବିରେ ଓଡିଶା ହାଇକୋର୍ଟରେ ପହଁଞ୍ଚିଛନ୍ତି ମମିତାଙ୍କ ପିତା ମାତା । କାଲାହାଣ୍ଡି ମହଲିଙ୍ଗ ସନସାଇନ୍ ବିଦ୍ୟାଳୟର ଶିକ୍ଷକ ମମିତା ମେହେରଙ୍କୁ ନ୍ୟାୟ ପାଇଁ ଏହି ନିଷ୍ପତି ନେଇଛନ୍ତି ମମିତାଙ୍କ ପରିବାର । ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାଙ୍କ ସମ୍ବେଦନଶୀଳ ହତ୍ୟା…

କୋର୍ଟରେ ହାଜର ହେଲା ଗୋବିନ୍ଦ

କଣ୍ଟାବାଞ୍ଜି : ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ହତ୍ୟାକାରୀ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ କୋର୍ଟରେ ହାଜର । ଭିଡିଓ କନଫରେନ୍ସ ଜରିଆରେ ବଙ୍ଗୋମୁଣ୍ଡା JMFCରେ ହଜାର କରାଯାଇଛି ।  ସୁରକ୍ଷା ବ୍ୟବସ୍ଥା…

୬ରେ ଗଜପତି ବନ୍ଦ ଡାକରା ଦେଲା ବିଜେପି

ଭୁବନେଶ୍ୱର: ମହାଲିଙ୍ଗ ମିଷ୍ଟ୍ରିକୁ ନେଇ ରାଜ୍ୟରେ ଚାଲିଛି ବିକ୍ଷୋଭ । ମମିତା ମେହେରଙ୍କ ହତ୍ୟାରେ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ସାରା ରାଜ୍ୟରେ ବିରୋଧୀମାନେ ସ୍ୱର ଉଠାଇଛନ୍ତି । ମମିତାଙ୍କୁ ନ୍ୟାୟ ଦେବା ସହ ମନ୍ତ୍ରୀଙ୍କ ଇସ୍ତଫା ଲାଗି ଅଡ଼ି ବସିଛନ୍ତି ବିରୋଧୀ । ଘନଘନ ପ୍ରେସମିଟ୍…

ଆଜି ୮ ଘଣ୍ଟିଆ ବରଗଡ଼ ବନ୍ଦ

ବରଗଡ଼: ଆଜି ୮ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦେଇଛି ବିଜେପି । ବହଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ବନ୍ଦ ଡାକରା ଦିଆଯାଇଛି । ମନ୍ତ୍ରୀଙ୍କ ଇସ୍ତଫା ସହ ଘଟଣାର ତଦନ୍ତ ଠିକଭାବେ କରିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେପି କର୍ମୀ । ଆଜି ସକାଳୁ ବିଜେପି ଜିଲ୍ଲା…

ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର: ମମିତା ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର । ପ୍ରେସ ବିବୃତି ଜରିଆରେ ପ୍ରଥମ ଥର ମନ୍ତ୍ରୀ ମୁହଁ ଖୋଲିଛନ୍ତି । ‘ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ମର୍ମାହତ । ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ଆଇନ ଅନୁଯାୟୀ,…

ଦରକାର ପଡ଼ିଲେ ପୁଣିଥରେ କଳା କୋଟ ପିନ୍ଧିବି, ଜାଣନ୍ତୁ କାହିଁକି ଏମିତି କହିଲେ ନରସିଂହ

ବଲାଙ୍ଗୀର: ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି କି ଦରକାର ପଡ଼ିଲେ ପୁଣିଥରେ କଳା କୋଟ ପିନ୍ଧିବ । ଆଜି ଝରଣୀ ଗାଁକୁ ଯାଇ ମମିତାଙ୍କୁ ଭେଟିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ମମିତାଙ୍କ ମାଆ ମୋତେ ଲଢିବା ପାଇଁ…

ମନୀଷ ହତ୍ୟା ମାମଲା: କନଷ୍ଟେବଲ ଗିରଫ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ହତ୍ୟା ମାମଲାର ତଦନ୍ତ ବେଳେ ପଦାକୁ ଆସିଥିଲା କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ କାରନାମା। ଯେଉଁଥି ପାଇଁ ତାଙ୍କୁ ପ୍ରଥମେ ନିଲମ୍ବନ କରାଯାଇଥିଲା। ଆଉ ଏବେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ସହିତ ସାଉଥ୍ ସିଟି…

ମମିତା ହତ୍ୟାକାଣ୍ଡର ‘ଡେମୋ’ ଦେଖାଇଲା ଗୋବିନ୍ଦ

ବଲାଙ୍ଗୀର: ମମିତାଙ୍କୁ ଯେଭଳି ଭାବେ ହତ୍ୟା କରିଥିଲେ ତା’ର ‘ଡେମୋ’ ଗତ ରାତି ପାହାନ୍ତା ପ୍ରାୟ ୪ଟା ବେଳେ ଗୋବିନ୍ଦ ସାହୁ ମହାଲିଙ୍ଗ ଷ୍ଟାଡିୟମ୍‌ରେ ପୁଲିସ ଆଗରେ ପ୍ରଦର୍ଶନ କରିଥିଲେ। ଅପରାଧ ସ୍ଥଳରେ ଅପରାଧିକ ଘଟଣାର ପୁନଃସଂରଚନା ନିମନ୍ତେ ପୁଲିସ ତାଙ୍କୁ ମହାଲିଙ୍ଗ ଷ୍ଟାଡିୟମ୍‌କୁ…

ରାଧେ ଘରୁ ମିଳିଲା ମହିଳା ଡ୍ରେସ୍ ଓ ମୋବାଇଲ୍

ବଲାଙ୍ଗିର : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଏହି ପରିପ୍ରେକ୍ଷୀରେ ଆଜି ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେ ଘରୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି । ଯାହାର ଏହି ମାମଲା ସହିତ ସିଧାସଳଖ ଲିଙ୍କ ଥିବା…