Odia News Portal
Browsing Tag

Mihir das

ପଞ୍ଚଭୂତରେ ବିଲୀନ ହେଲା ମିହିର ଦାସଙ୍କ ପାର୍ଥୀବ ଶରୀର

ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ଅଭିନେତା ଦାସଙ୍କ ପାର୍ଥିବ ଶରୀର। କଟକ ସ୍ଥିତି ସତୀଚଉରାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ବାସଭବନରୁ ପାର୍ଥିବ ଶରୀର ବାହାରି କଟକ ରାମଗଡ଼ରେ ଥିବା ଆଉ ଏକ ଘରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା।…

ମିହିର ଦାସଙ୍କୁ ଦିଆଯିବ ଗାର୍ଡ ଅଫ ଅନର

ଆସନ୍ତାକାଲି ହେବ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ସଂପନ୍ନ । ରାଜ୍ୟ ସରକାରଙ୍କ ପକ୍ଷରୁ ମିହିରଙ୍କୁ ଦିଆଯିବ ଗାର୍ଡ ଅଫ ଅନର । ଗାର୍ଡ ଅଫ ଅନର ଦିଆଯିବା ନେଇ କୁନା ତ୍ରିପାଠୀ ସୂଚନା ଦେଇଛନ୍ତି । ମିହିରଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । କେବଳ ବଲିଉଡ ନୁହେଁ ତାଙ୍କୁ ଭଲ…

ଅଭିନେତା ମିହିରି ଦାସଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ

ଆଉ ନାହାନ୍ତି ବର୍ଷିଆନ ଅଭିନେତା ମିହିର ଦାସ । ୬୩ ବର୍ଷରେ ବୟସରେ ମିହିର ଦାସଙ୍କ ପରଲୋକ ହୋଇଛି । ପ୍ରାୟ ମାସେରୁ ଅଧିକ ସମୟ ହେବ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ କିଛି ଦିନ ହେବ ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ…

ବର୍ଷିୟାନ ଅଭିନେତା ମିହିର ଦାସଙ୍କ ପରଲୋକ

ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ । କିଛି ଦିନ ଧରି ଅସୁସ୍ଥତା କାରଣରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ମଙ୍ଗଳବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନାହିଁ । ମୃତ୍ୟୁ…

ଅଭିନେତା ମିହିରି ଦାସଙ୍କ ସ୍ୱାସ୍ଥବସ୍ଥାରେ ଆସୁଛି ସୁଧାର

ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ, ଏହି ଖବର ଏବେ ଓଡିଆ ଫିଲ୍ମ ଜଗତରେ ସବୁଠି ଆଲୋଚନାର ବିଷୟ ପାଲଟିଛି। କିଡ୍ନୀ ରୋଗରେ ପୀଡ଼ିତ ହୋଇ ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।…

ଭେଣ୍ଟିଲେଟରରେ ମିହିର ଦାସ ; ସଙ୍କଟାପନ୍ନ ରହିଛି ସ୍ୱାସ୍ଥ୍ୟବସ୍ଥା

କଟକ : ସିନେ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତକାଲି ରାତିରେ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ ସ୍ଥିତ ଅଶ୍ୱନି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କୁ ଏବେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ବର୍ତ୍ତମାନ ମିହିରଙ୍କର ଏକାଧିକ…

ମହାନଦୀରୁ ଅଭିନେତା ମିହିର ଦାସଙ୍କ ବୋହୂ ଉଦ୍ଧାର

କଟକ() କଟକ ମହାନଦୀରୁ ଓଲିଉଡ ଅଭିନେତା ଅମ୍ଳାନଙ୍କ ପତ୍ନୀ ତଥା ମିହିର ଦାସଙ୍କ ବୋହୂଙ୍କୁ ଉଦ୍ଧାର କରାଯାଇଛି । ମଧୁସୂଦନ ସେତୁ ନିକଟରୁ ସ୍ଥାନୀୟ ଲୋକ ଓ ପୋଲିସ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇଛି । ତେବେ ନଦୀରେ ପୂଜା ସାମଗ୍ରୀ ବିସର୍ଜନ ବେଳେ ଖସିପଡିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।…