Odia News Portal
Browsing Tag

mohan-majhi

ମୋହନ ମାଝୀଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର: ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ହୋଇଥିଲା ବୋମା ମାଡ । ଏ ନେଇ ଗତକାଲି ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜକୁ ଜାରି କରାଯାଇ ପୁରସ୍କାର ଘୋଷଣା ହୋଇଥିଲା । ସବିଶେଷ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ଚିହ୍ନଟ ହୋଇଥିବା ନେଇ ରାଉରକେଲା ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା…

କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ଼

କେନ୍ଦୁଝର: କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡି ଉପରକୁ ବୋମା ମାଡ଼ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ବିଧାୟକ ମୋହନ ମାଝୀ ରବିବାର ମଣ୍ଡୁଆ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳକୁ ମଣ୍ଡୁଆ ପୋଲ ନିକଟରେ…

ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଦେଲେ ମୋହନ ମାଝି

ଭୁବନେଶ୍ୱର() ବିଧାନସଭାରେ ‘ପରୀ’ ତାତି ଜୋରସୋରରେ ବଢିବାରେ ଲାଗିଛି । ଏନେଇ ବିଜେପି ଓ କଂଗ୍ରେସ ସଦସ୍ୟ ଜୋରଦାର ହଙ୍ଗାମା କରୁଛନ୍ତି । ଏହାରି ମଧ୍ୟରେ ବିଧାନସଭାରେ ବାଚସ୍ପତିଙ୍କ ମାଇକ ଛିଡାଇଛନ୍ତି ବିଜେପି ବିଧାୟକ ମୋହନ ମାଝି । ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢି ମାଇକ ଛିଡାଇ ଆଣିଛନ୍ତି…

ବୈଠକ ଅଧାରୁ ଉଠି ପଳାଇଲେ ବିରୋଧୀଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର () ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ରେଳବାଇ ସଂପର୍କିତ ଗୃହ କମିଟିର ଆଲୋଚନା ଚାଲିଥିବାବେଳେ ସମସ୍ତଙ୍କୁ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବୈଠକ ଅଧାରୁ ଉଠି ପଳାଇଆସିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏନେଇ ମୋହନ ମାଝୀ ପ୍ରତିକି୍ରୟା ଦେଇ କହିଛନ୍ତି, ସରକାରୀ…

ବିଧାନସଭାରେ ଋଷିଗଲେ ବିଧାୟକ ମୋହନ

ଭୁବନେଶ୍ବର() ବିଧାନସଭାରେ ଆଲୋଚନା ପାଇଁ ଯଥେଷ୍ଟ ସମୟ ନମିଳିବାରୁ ରୁଷିଗଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମୁଲତବୀ ନୋଟିସ୍ ଆଲୋଚନା ବେଳେ ଉପବାଚସ୍ପତି ତାଙ୍କୁ ସଂକ୍ଷେପରେ କହିବାକୁ କହିବାରୁ ସେ ରୁଷିଥିଲେ। ପରେ ଉପବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ସେ ତାଙ୍କ ବକ୍ତବ୍ୟ ରଖି…