Odia News Portal
Browsing Tag

Mukesh ambani

ସୋମନାଥ ମନ୍ଦିର ଟ୍ରଷ୍ଟକୁ ୧.୫୧ କୋଟି ଦାନ କଲେ ମୁକେଶ ଅମ୍ବାନୀ

ଶନିବାର ମହାଶିବରାତ୍ରିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବଂ ତାଙ୍କ ପୁଅ ତଥା ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି ଗୁଜରାଟର ସୋମନାଥ ମନ୍ଦିର ଗସ୍ତ କରିଥିଲେ। ମନ୍ଦିର ଟ୍ରଷ୍ଟକୁ ଏହି ଅବସରରେ ମୁକେଶ ୧.୫୧ କୋଟି ଟଙ୍କା ଦାନ କରିଛନ୍ତି। ସେଠାରେ…

ଅମ୍ବାନିଙ୍କୁ ଟପିଲେ ଆଦାନୀ

ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଗୌତମ ଅଦାନୀ । ମୁକେଶ ଅମ୍ବାନୀଙ୍କୁ ଧନୀ ତାଲିକାରେ ପଛରେ ପକାଇଦେଇଛନ୍ତି ଅଦାନୀ । ଫୋର୍ବସ ରିୟଲ ଟାଇମ ବିଲେନିୟର୍ସ ତାଲିକା ଅନୁସାରେ ଗୌତମ ଅଦାନୀ ୯୦ ବିଲିୟନ ଡଲାର ସହ ବିଶ୍ୱର ୧୦ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ୧୦ମ ସ୍ଥାନରେ ରହିଛନ୍ତି । ସେହିପରି…

ମୁକେଶ ଅମ୍ବାନୀଙ୍କ ଉପରେ ବିପଦ

ଭାରତର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍ ଅଫ୍ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କ ଉପରେ ଘନୁଛି ବିପଦ । ଦକ୍ଷିଣ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନ ‘ଆଣ୍ଟିଲିଆ’ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି । ଜଣେ ଟ୍ୟାକ୍ସି ଚାଳକ ଏନେଇ ପୋଲିସକୁ ସୂଚନା ଦେବା ପରେ…

ଭାରତର ସବୁଠୁ ଧନୀ ବ୍ୟକ୍ତି ରେସରେ ଗୌତମ ଆଦାନୀ

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ଏସିଆର ସବୁଠାରୁ ଧନୀ ବ୍ୟକ୍ତିର ମୁକୁଟ ବର୍ତ୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ମୁଣ୍ଡରେ ଅଛି | କିନ୍ତୁ ଏହା ଯେକୌଣସି ସମୟରେ ମୁକେଶ ଅମ୍ବାନୀଙ୍କ ହାତରୁ ଚାଲି ଯାଇପାରେ। କାରଣ ଏହି ମୁକୁଟ ହାସିଲ ଦିଗରେ ଅଦାନୀ କମ୍ପାନୀର…

ଟ୍ରାଫିକ୍ ସିଗନାଲରେ ନିତାଙ୍କୁ ପ୍ରପୋଜ୍ କରିଥିଲେ ମୁକେଶ

ମୁମ୍ବାଇ () ଭାରତୀୟ ମହିଳା ବ୍ୟବସାୟୀ ତଥା ରିଲାଏନ୍ସ ଫାଉଣ୍ଡେସନର ସଂସ୍ଥାପକ ନିତା ଅମ୍ବାନୀଙ୍କର ଆଜି ୫୭ତମ ଜନ୍ମଦିନ। ଇଣ୍ଡଷ୍ଟ୍ରିଆଲିଷ୍ଟ ତଥା ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ ଇନ୍ଟରନ୍ୟାଶନାଲ୍ ସ୍କୁଲର ସଂସ୍ଥାପକ ଓ ଆଇପିଏଲ ଟିମ ମୁମ୍ବାଇ…

ବଜାରକୁ ଆସିବ ୪ ହଜାର ଟଙ୍କିଆ ସ୍ମାର୍ଟଫୋନ

ମୁମ୍ବାଇ() ଦେଶର ଏକ ନମ୍ବର ଧନୀ  ବ୍ୟକ୍ତି  ମୁକେଶ ଅମ୍ବାନୀ ସ୍ମାର୍ଟଫୋନ ବଜାରରେ ବଡ଼ ଧରଣର ବିପ୍ଳବ ଆଣିବା ଉପରେ କାର୍ୟ୍ୟ କରୁଛନ୍ତି  । ଗୁଗୁଲ ସହିତ ତାଙ୍କ ଟେଲିକମ ସଂସ୍ଥା ଜିଓ ବୁଝାମଣା କରିଛି । ସୁଲଭ ମୂଲ୍ୟରେ ଫୋନ ବିକଶିତ କରିବା ଉପରେ ମୁକେଶ କାର୍ୟ୍ୟ କରୁଛନ୍ତି । ଗୁଗଲ…