Odia News Portal
Browsing Tag

News

ଧରା ପଡ଼ିଲା ଜିଏସଟି ଠକ

ଭୁବନେଶ୍ୱର: ପ୍ରାୟ ୧୦ କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଆଇରନ ସ୍କ୍ରାପ୍ ବ୍ୟବସାୟୀ ସ୍ମୃତିରଞ୍ଜନ ସାହୁଙ୍କୁ ଶେଷରେ ବନ୍ଧା ହୋଇଛନ୍ତି । ୭ଟି ଜାଲ୍ ଫାର୍ମ କରି ବର୍ଷ ବର୍ଷ ଧରି ସେ ଜିଏସଟି ଠକେଇ କରି ଆସୁଥିଲେ । ଭୁବନେଶ୍ୱର ବାପୁଜୀନଗର ସ୍ଥିତ…

ଶହେ ଟଙ୍କା ଲାଗି ସମ୍ବଲପୁର ବିଶ୍ୱବିଦ୍ୟାୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ଝାରସୁଗୁଡ଼ା: ମାତ୍ର ଶହେ ଟଙ୍କା ଲାଗି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା କଲା ଦୁର୍ବୁତ୍ତ । ମୃତକଙ୍କ ଭାଇଙ୍କ କହିବା ହେଲା ସାହିର ଜଣେ ବ୍ୟକ୍ତି ହଠାତ୍ ଘର ଭିତରକୁ ପଶିଆସି ଡକ୍ଟର ଧୃବରାଜ ନାଏକଙ୍କ ସ୍ତ୍ରୀ ଓ ଝିଅଙ୍କୁ ଶହେ ଟଙ୍କା ମାଗିଥିଲା । ସେମାନେ ପଇସା…

ଓଡ଼ିଶା ହେବ ବସ୍ତି ମୁକ୍ତ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରାଯିବ ଉନ୍ନତିକରଣ

ଭୁବନେଶ୍ୱର: ବସ୍ତି ବାସିନ୍ଦା ଲାଗି ଖୁସି ଖବର । ଓଡ଼ିଶା ହେବ ବସ୍ତି ମୁକ୍ତ । ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା । ବସ୍ତି ବାସିନ୍ଦାଙ୍କ ନିକଟରେ ସରକାର ପହଞ୍ଚାଇବେ ସମସ୍ତ ପ୍ରକାରର ସୁବିଧା । ୨୯୯୨ ବସ୍ତିର ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା। ଅନ୍ୟ ଜନବସତି ଭଳି ବସ୍ତି…

ସୋନୁଙ୍କୁ ପ୍ରେମିକା ଲାଗି ଆଇଫୋନ ମାଗିଲେ ଯୁବକ

ମୁମ୍ବାଇ: ଅଜବ ପ୍ରେମିକ । ପ୍ରେମିକାକୁ ଆଇଫୋନ ଦେବା ଲାଗି ସୋନୁ ସୁଦଙ୍କୁ ମାଗିଲା ସହାୟତା । ନିଜ ଟ୍ୱିଟର ଆକାଉଣ୍ଟରେ ସୋନୁଙ୍କୁ ଟ୍ୱିଟ୍ କରିଛନ୍ତିି ଜଣେ ଯୁବକ । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଇଞ୍ଜିନିୟର ଲଡକା ନାମକ ଜଣେ ୟୁଜର୍ସ ସୋନୁଙ୍କ ଲେଖିଛନ୍ତି…

ନିର୍ଭୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଆଜି ୧୦ଟା ୪୩ ମିନିଟରେ ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ ହୋଇଛି । ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର । ଏହା ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପରମାଣୁ ୱାରହେଡ଼ ନେଇପାରିବ ଓ…

ନକଲି ଔଷଧ ମାମଲାରେ ୩ଜଣଙ୍କୁ ଗିରଫ କଲା ଏସଟିଏଫ୍‌

କଟକ: ନକଲି ଔଷଧ ଜବତ । ୩ଜଣଙ୍କୁ ଗିରଫ କଲା ଏସଟିଏଫ । ତେବେ କମ୍ପାନୀ ମୁଖ୍ୟ ଶିବ ଜେନା ଫେରାର । ଔଷଧ ବିତରଣ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ସମେତ ୩ ଗିରଫ । ମୁମ୍ବାଇରେ ଏସଟିଏଫର ଏକ ଟିମ୍ ରହିଥିବା ସୂଚନା ମିଳିଛି । ହିମାଚଳର ଏକ କମ୍ପାନୀରୁ ମେଡିସିନ କିଣାଯାଉଥିବା ସୂଚନା ମିଳିଛି ।…

କ୍ଳିନିକ ଭିତରେ ପଶି ଯୁବତୀଙ୍କୁ ପିଟିଲା ଯୁବକ

ଭୁବନେଶ୍ୱର: କ୍ଲିନିକ ଭିତରେ ପଶିଲା । ନିର୍ଦ୍ଧୁମ ଛେଚିଲା । ସମସ୍ତଙ୍କ ସାମନାରେ ଯୁବତୀଙ୍କୁ ମାଡ଼ ମାରିଲା ଯୁବକ । ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପୋଲିସ ଅଭିଯୁକ୍ତ ମାନସ କୁମାର ସାହୁକୁ ଅଟକ ରଖି ପଚରା ଉଚରା କରୁଛି । ତେବେ ମାଡ଼ ମାରିଥିବା ଘଟଣା…

ଆରମ୍ଭ ହେଲା ଅନଲାଇନ୍ ପାଠପଢ଼ା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲାଇନ ପାଠପଢ଼ା । ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମିଂ ଦ୍ୱାରା ଛାତ୍ର ଛାତ୍ରୀମାନେ ପାଠ ପଢ଼ିଛନ୍ତି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ପାଠ ପଢ଼ିଥିବା ନଜରକୁ ଆସିଛି । ପ୍ରାଥମିକ ଅର୍ଥାତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ…

ରାଜ୍ୟରେ ନୂଆ ଯାନବାହାନ ପଞ୍ଜିକରଣକୁ ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶାରେ ନୂଆ ଯାନବାହନ ପଞ୍ଜିକରଣ ପାଇଁ ଅନୁମତି ମିଳିଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କୋଭିଡ-୧୯ର ଦ୍ୱିତୀୟ ଲହର ଜନିତ ତାଲାବନ୍ଦ ଘୋଷଣା ହେବାପରେ ସରକାରଙ୍କ ପକ୍ଷରୁ ରାଜ୍ୟରେ ନୂଆ ଯାନବାହନ ପଞ୍ଜିକରଣକୁ ବନ୍ଦ…

୫ ଦିନ ପରେ ମିଳିଲା ନୟାଗଡ଼ର ନିଖୋଜ ଝିଅର ମୃତଦେହ, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ

ନୟାଗଡ଼: ନୟାଗଡ଼ର କୁନି ଝିଅ ପରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଆଲେଡନ ସୃଷ୍ଟି ହୋଇଥିଲା । ଏହି ଘଟଣାର ତାତି ଧିରେ ଧିରେ କମିଥିବା ବେଳେ ପୁଣିଥରେ ନୟାଗଡ଼ ଜିଲ୍ଲାରୁ ଆସିଛି ଆଉ ଏକ ଶିଶୁ ନିଖୋଜ ଘଟଣା । ତେବେ ନିଖୋଜ ହୋଇଥିବା ନାବାଳିକାର ଆଜି ମୃତଦେହ ଉଦ୍ଧାର ହୋଇଛି । ଏକ ପରିତ୍ୟକ୍ତ…