Odia News Portal
Browsing Tag

News

ଯୋଗାଣ ବିଭାଗ ଯୋଗାଉନି ସଚେତନତା ଅର୍ଥ, ଛଟପଟ ଯୋଗାଣ ବାବୁ

ଭୁବନେଶ୍ୱର : ସରକାରଙ୍କ ଯୋଜନା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ଜିଲ୍ଲା ସ୍ତରର ଯୋଗାଣ ଅଧିକାରୀମାନେ ପଛଘୁଞ୍ଚା ଦେଲେଣି । କାରଣ ହେଉଛି ସଚେତନତା କାର୍ଯ୍ୟକ୍ରମ ପାଇଁ ସେମାନଙ୍କୁ ଯେଉଁ ପରିମାଣର ନିର୍ଦ୍ଦେଶ ଦିଆଯାଉଛି ସେହି ଅନୁଯାୟୀ ଅର୍ଥ ଦିଆଯାଉ ନାହିଁ । ବର୍ଷ ବର୍ଷ ଧରି…

ସକାଳୁ ସକାଳୁ ନଜର ପକାନ୍ତୁ ଆଜିର ମୁଖ୍ଯ ଖବର ଉପରେ

୧-ଭାରତ ପାଇଁ ଅଲିମ୍ପିକ୍ସରେ ଆହୁରି ମଜବୁତ ହେଲା ପଦକ ଆଶା । ବକ୍ସିଂ ଓ ବ୍ୟାଡମିଣ୍ଟନରେ ସେମି-ଫାଇନାଲକୁ ଗଲେ ଲଭ୍ଲିନା ଓ ସିନ୍ଧୁ । ହକିରେ କ୍ୱାର୍ଟରରେ ଭାରତ । ୨-ପୁରୁଷ ହକି ହକି କ୍ବାର୍ଟରଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ଭେଟିବ ଭାରତ । ୩-ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ UGC…

ଟୁଇନସିଟିରେ ୨ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଟ୍ୱିନ ସିଟିର କିଛି ଅଂଚଳରେ ୭ରୁ ୧୧ ସେମି ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଦୁଇ ଦିନ ଧରି ଆକାଶ ମେଘାଚ୍ଛନ୍ନ ସହ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି । ତଳିଆ ଅଂଚଳ ଓ…

ଜାଣନ୍ତୁ ମହାପ୍ରଭୁ ବର୍ଷରେ କେତେଥର ସୁନାବେଶରେ ଦର୍ଶନ ଦିଅନ୍ତି

ପୁରୀ: ଶ୍ରୀଜିଉମାନଙ୍କର ବର୍ଷକୁ ୬ ଥର ସୁନାବେଶ ନୀତି ଅନୁଷ୍ଠିତ ହୋଇଥାଏ। ଏଥିରୁ ଗୋଟିଏ ରଥ ଉପରେ ଥରେ ସୁନାବେଶ ହେବାର ପଂରାପରା ରହିଛି। ଏହା ବାହୁଡ଼ା ଯାତ୍ରାର ପରଦିନ ଅର୍ଥାତ ଆଶାଢ଼ ଶୁକ୍ଲ ପକ୍ଷ ଏକାଦଶୀ ତିଥିରେ ଶ୍ରୀଜିଉମାନଙ୍କୁ ରଥ ଉପରେ ସୁନା ବେଶ କରାଯାଇଥାଏ। ଏତଦ୍ ବ୍ୟତୀତ…

ବିବାଦର ଅନ୍ୟନାମ କଣ ବିଦ୍ୟା?

ଭୁବନେଶ୍ୱର: ବିବାଦରେ ବିଦ୍ୟା । ଏହି ନାମଟି ସବୁବେଳେ ବିବାଦ ଘେରରେ ରହି ଆସୁଛି । ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ବିବାଦରେ ରହିଥିଲେ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ । ଆଉ ଏବେ ଏସିଏଫ ସୌମ୍ୟଙ୍କ ମୃତ୍ୟୁକୁ ନେଇ ପତ୍ନୀ ବିଦ୍ୟାଭାରତୀଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠିଛି ।…

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଅପରାହ୍ନ ୫ଟା ୩୦ରେ ଏହି ବୈଠକ ଅନୁଷ୍ଠିତ ହେବ। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହେବ। କ୍ୟାବିନେଟରେ ପାଖାପାଖି ୧୩ଟି ଏଜେଣ୍ଡା ଆସିବ ବୋଲି କୁହାଯାଉଥିବା ବେଳେ ଏଜେଣ୍ଡା…

ବଢ଼ିଲା ବର୍ଷା ଅନୁଭବ ବିବାଦ, ଫ୍ୟାମିଲକୋର୍ଟରେ ହାଜର ହେଲେ ଉଭୟ

କଟକ: ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି ଷ୍ଟାର କପୁଲ ବର୍ଷା ଏବଂ ଅନୁଭବ । ମଧ୍ୟସ୍ଥତା ଗୃହରେ ଉଭୟ ଆଜି ହାଜର ହୋଇଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତା ୧୪ ତାରିଖରେ ଘଟଣାର ବିଚାର ହେବା ନେଇ ସୂଚନା ମିଳିଛି । ତେବେ ଉଭୟଙ୍କ ବିବାଦକୁ ଦୀର୍ଘଦିନ ହୋଇଥିଲେ ସୁଦ୍ଧା କୌଣସି ନିସ୍କର୍ସ…

ସୁସ୍ଥହେଲେ ମହାପ୍ରଭୁ

ପୁରୀ: ସୁସ୍ଥ ହେଲେ ମହାପ୍ରଭୁ ଜଗନ୍ନାଥ। ଦ୍ୱାଦଶ ତିଥିରେ ରାଜ ପ୍ରାସାଦରେ ପହଞ୍ଚିଥିଲା ମହାପ୍ରଭୁଙ୍କ ସୁସ୍ଥତାର ଖବର। ମହା ପ୍ରଭୁଙ୍କ ସୁସ୍ଥତାର ଖବର ନେଇ ରାଜ ପ୍ରାସାଦରେ ପହଞ୍ଚିଲେ ଦଇତା ପତି ମହାପାତ୍ର ସେବାୟତ । ସାଥିରେ ମହାପ୍ରଭୁଙ୍କ କରାଳ ଚନ୍ଦନ , ପାଟବସ୍ତ୍ର ଧରି ରାଜପ୍ରାସାଦରେ…

ଆସନ୍ତା ୨୪ ଘଣ୍ଟାରେ ୧୮ ଜିଲ୍ଲାରେ ଘଡ଼ଘଡ଼ି ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଘଡ଼ଘଡି ସହ ବର୍ଷା ସମ୍ଭାବନା । କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ଝରସୁଗୁଡ଼ା, ବରଗଡ଼,ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ,ବାଲେଶ୍ବର, ଭଦ୍ରକ , ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ…

ଡରାଇଲାଣି ତେଳ ଦର

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ତେଳ ଦର । ସେ ପେଟ୍ରୋଲ ଡିଜେଲ ହେଉ ବା ଖାଇବା ତେଲ । ସବୁଦର ଏବେ ମହଙ୍ଗା ହେବାରେ ଲାଗିଛି । ଯାହାକି ସିଧା ସଳଖ ମଧ୍ୟବିତ୍ତଙ୍କ ମୁଣ୍ଡରେ ଚଢ଼କ ପଡିଛି । ପେଟ୍ରୋଲ ଦର ରାଜ୍ୟରେ ୧୦୦ ପାର କରି ସାରିଲାଣି । ଲକଡାଉନ ସମୟରେ ଲୋକେ କାମ ଧନ୍ଦା ନପାଇ…