Odia News Portal
Browsing Tag

niraj chopra

ନୀରଜଙ୍କୁ କୋଟିଏ ଟଙ୍କା ଦେଲା ସିଏସକେ

ନୂଆଦିଲ୍ଲୀ: ସୁନାପୁଅ ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତବା ପରଠାରୁ ନୀରଜଙ୍କୁ ବିଭିନ୍ନ ସଂସ୍ଥା ପକ୍ଷରୁ ପୁରଷ୍କାର ଘୋଷଣା କରାଯାଉଛି । ତେବେ ପୂର୍ବରୁ ୧ କୋଟି ଦେବା ଲାଗି ଘୋଷଣା କରିଥିବା ଆଇପିଏଲ ଟିମ୍ ଚେନ୍ନାଇ ସୁପରକିଙ୍ଗସ ଆଜି ନୀରଜଙ୍କୁ ପୁରସ୍କାର ରାଶି…

ଭାଇରାଲ ହେଉଛି ନୀରଜ ଚୋପ୍ରାଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ବିଜ୍ଞାପନ, ମ୍ୟାଗେଜିନ୍, ଟିଭି ଶୋ ଭଳି ସବୁ ଜାଗାରେ ନୀରଜଙ୍କ ଚର୍ଚ୍ଚା ହେଉଛି । ନିକଟରେ ନୀରଜ ଇଣ୍ଡିଆ ଟୁଡେ ମ୍ୟାଗେଜିନ ପାଇଁ ଏକ ଫଟୋସୁଟ କରିଛନ୍ତି । ଏବେ…

ବାପା ମା’ଙ୍କୁ ବିମାନରେ ବସାଇ ପିଲାଦିନର ସ୍ୱପ୍ନ ପୂରଣ କଲେ ନୀରଜ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଆଉ ଏକ ସ୍ୱପ୍ନ ପୂରଣ ହୋଇଛି । ପିଲାଟି ଦିନରୁ ସେ ଦେଖିଥିବା ସ୍ୱପ୍ନକୁ ପୂରଣ କରିଛନ୍ତି । ପିତାମାତାଙ୍କ ସହ ଫଟୋ ସେୟାର କରି ଚୋପ୍ରା ଟ୍ୱିଟ୍ କରି କହିଛନ୍ତି 'ଆଜି ମୋର ଏକ ଛୋଟ ସ୍ୱପ୍ନ ସାକାର ହେଲା,…

ବିଶ୍ୱ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ନୀରଜ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ଜିତିବା ପରେ ଭାରତୀୟ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ୧୪ ଟି ସ୍ଥାନରେ ଲମ୍ଫ ଦେଇ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ନୀରଜ ଭାରତ ପାଇଁ ଅଲମ୍ପିକ୍ ଟ୍ରାକ ଆଣ୍ଡ ଫିଲ୍ଡରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଭାରର ପାଇଁ ଇତିହାସ ରଚିଛନ୍ତି ।…

ନୀରଜଙ୍କ ସହ ପୁରୁଣା ଫଟୋକୁ ସେୟାର କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ଆଥଲେଟ ନୀରଜ ଚୋପ୍ରା । ଜାଭେଲିନରେ ସ୍ୱର୍ଣ୍ଣ ପଦକ ହାସଲ କରି ସେ ଇତିହାସ ସୃଷ୍ଟି କରିଛନ୍ତି । ସ୍ୱାଧିନ ଭାରତର ପ୍ରଥମ ଆଥଲେଟ ଭାବେ ସେ ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ…

ସ୍ୱର୍ଣ୍ଣ ପଦକ ଜିତଲେ ନୀରଜ

ଟୋକିଓ: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ନିରଜ ଚୋପ୍ରା । ଟ୍ରାକ ଆଣ୍ଡ ଫିଲ୍ଡରେ ପ୍ରଥମ ଭାରତୀୟ ଭାବେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସ୍ୱାଧିନ ଭାରତର ପ୍ରଥମ ଆଥଲେଟ ଭାବେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନିରଜଙ୍କ ସ୍ୱର୍ଣ୍ଣ ପଦକ ମିଶାଇ ଭାରତକୁ ମିଳିଲା ୭…