Odia News Portal
Browsing Tag

odisha govt

ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଭୁବନେଶ୍ବର: ରାଜ୍ୟରେ ଶତାଧିକ ସରକାରୀ ସ୍କୁଲକୁ ବନ୍ଦ କରିବା ଓ ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ । ହାଇକୋର୍ଟରେ ଏନେଇ ଆପତ୍ତି କରିଥିଲେ ଅଭିଭାବକ । ସୂଚନା ଅନୁସାରେ ୨୦ରୁ କମ୍ ପିଲା ଥିବା ସ୍କୁଲ ନିକଟ ବିଦ୍ୟାଳୟ ସହ…

ପଶ୍ଚିମ ଓଡ଼ିଶା ଦାୟିତ୍ୱରେ ୧୨ ବରିଷ୍ଠ ଓଏଏସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୨ ଓଏଏସଙ୍କୁ ପଠାଗଲା ପଶ୍ଚିମ ଓଡ଼ିଶା | ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେଥିପାଇଁ ୧୨ ଓଏଏସ୍ କରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶା ପଠା ଯାଇଛି। ତୁରନ୍ତ ସଂପୃକ୍ତ…

କାଲିଠାରୁ ସରକାରୀ ସ୍କୁଲରେ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ପ୍ରକ୍ରିୟା । ଏନେଇ ସମସ୍ତ ଡିଇଓ, ବିଇଓ ଓ ଡିପିସିଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି ।ଚିଠିରେ ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବାକୁ…

5-ଟି ପ୍ରୟୋଗରେ ଆର୍ଥିକ କାର୍ଯ୍ୟଦକ୍ଷତା କ୍ଷମତା ବୃଦ୍ଧି ପାଇଛି

ଭୁବନେଶ୍ୱର: ଆର୍ଥିକ ପରିଚାଳନାରେ 5-ଟି ନୀତିର ପ୍ରୟୋଗର ଫଳାଫଳ ଭାବରେ, ରାଜ୍ୟ ଗତ ବର୍ଷ ତୁଳନାରେ ଏହାର ଆର୍ଥିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିଛି | ଅନଲାଇନ୍ ମୋଡ୍ ଏବଂ ‘ଇ-ରସିଦ’ ମାଧ୍ୟମରେ ‘ଟିକସ ଦେୟର ସହଜତା’ ମଧ୍ୟ ବହୁ ପରିମାଣରେ ସହାୟକ ହୋଇଛି ଯେତେବେଳେ ରାଜସ୍ୱ ପ୍ରସଙ୍ଗରେ…

କରୋନା ନେଇ ସରକାରଙ୍କ ସତର୍କତା,ଗାଇଡଲାଇନ ଜାରି

ଭୁବନେଶ୍ବର: ସାରାଦେଶରେ ଯେଉଁଭଳି କରୋନାର ସଂକ୍ରମଣ ବଢି ଚାଲିଛି, ଏହାକୁ ନେଇ ସତର୍କ ହେବାର ବେଳ ଆସିଛି । ଯଦିଓ ଆମ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ତଥାପି ସତର୍କ ନହେଲେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ…

କୋଟିଆ ମାମଲା: ଆନ୍ଧ୍ରକୁ ଜବାବ୍ ତଲବ ନୋଟିସ

କୋରାପୁଟ: ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି | କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଓଡ଼ିଶାର ଆବେଦନ ଉପରେ ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ ନୋଟିସ ହୋଇଛି ।ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ…

ସ୍କଚ୍‌ ଆଓ୍ୱାର୍ଡର ସେମିଫାଇନାଲରେ ସୁନ୍ଦରଗଡ଼

ଭୁବନେଶ୍ୱର: ସ୍କଚ୍‌ ଆଓ୍ୱାର୍ଡ ୨୦୨୦ରେ ସୁନ୍ଦରଗଡ଼ | ସ୍କଚ୍‌ ଆଓ୍ୱାର୍ଡ ୨୦୨୦ରେ ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ ସୁନ୍ଦରଗଡ଼ ସ୍ଥାନ ପାଇଛି । ଜିଲ୍ଲାର ବିକାଶ କ୍ଷେତ୍ରରେ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଲାଗୁ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ…