Odia News Portal
Browsing Tag

odisha news

ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଦକ୍ଷିଣ ଓଡ଼ିଶା

ଓଡ଼ିଶାରେ ପୁଣି ଏକ ଲଘୁଚାପ ବର୍ଷା ଆଣିବାର ସମ୍ଭାବନା ଦେଖାଦେଇଛି। ଉତ୍ତର ଥାଇଲାଣ୍ଡ ଉପରେ ଆଜି ସକାଳେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ଆସନ୍ତା ୧୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର…

ମହିଳାଙ୍କ ପାଇଁ ଖୁସି ଖବର, ଏପ୍ରିଲ୍ ୧ରୁ ଖୋଲିବ ସୁଭଦ୍ରା ପୋର୍ଟାଲ୍‌

ମହିଳାଙ୍କ ପାଇଁ ଖୁସିଖବର । ନୂଆ ହିତାଧିକାରୀଙ୍କ ପାଇଁ ପୁଣି ଏପ୍ରିଲ ମାସରେ ଖୋଲିବ ସୁଭଦ୍ରା ପୋର୍ଟାଲ । ପଞ୍ଜୀକୃତ କରିପାରିବେ ନୂଆ ଆବେଦନକାରୀ । ୨୧ ବର୍ଷ ହୋଇଥିଲେ ୨୦୨୭ ଏପ୍ରିଲରୁ ଆବେଦନ କରି ହେବ । ଏପ୍ରିଲ୍ ପହିଲାରୁ ୩୦ ଯାଏ ଖୋଲି ରହିବା ପୋର୍ଟାଲ । ଏ ନେଇ ଉପମୁଖ୍ଯମନ୍ତ୍ରୀ…

ବିଶ୍ୱକର୍ମା ପୂଜାକୁ ନେଇ ଜୋରଦାର ପ୍ରସ୍ତୁତି

ଗୁରୁବାର ପୂଜାପାଇବେ ଦେବଶିଳ୍ପୀ ବିଶ୍ୱକର୍ମା । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ । ଦେଢ ଫୁଟରୁ ଆରମ୍ଭକରି ୭ ଫୁଟ ଉଚ୍ଚର ମୂର୍ତ୍ତି ବଜାରରେ ଆସ୍ଥାନ ଜମେଇଛନ୍ତି । କିଏ ଘର ଗ୍ୟାରେଜର ପୂଜା ପାଇଁ ଛୋଟ ମୂର୍ତ୍ତି ନେଉଛନ୍ତି ତ କିଏ କାର୍ଯ୍ୟାଳୟ ପାଇଁ ନେଉଛନ୍ତି । ସେଥିପାଇଁ ବଜାରରେ…

ପତାକା ହଲାଇଲେ ପ୍ରଭାତି, ଟ୍ରେନ ବାହାରିଲା ବାରଣାସୀ

ବାବା ଲିଙ୍ଗରାଜଙ୍କ କ୍ଷେତ୍ର ଭୁବନେଶ୍ୱରରୁ ବାବା ବିଶ୍ୱନାଥ ଙ୍କ ପୀଠ ବାରଣାସୀ ଅଭିମୁଖେ ବାହାରିଲେ ୩୦ ଯୁବକ। ବାବା ଲିଙ୍ଗରାଜଙ୍କ କ୍ଷେତ୍ର ଭୁବନେଶ୍ୱରରୁ ବାବା ବିଶ୍ୱନାଥ ଙ୍କ ପୀଠ ବାରଣାସୀ ଅଭିମୁଖେ ବାହାରିଲେ ୩୦ ଯୁବକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସକୁ ସ୍ମରଣୀୟ…

ଶୁଭଲଗ୍ନରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ

ସମ୍ବଲପୁରରେ ନୂଆଁଖାଇର ମହାପର୍ବ। ପୂର୍ବ ନିର୍ଦ୍ଧାରିତ ଶୁଭଲଗ୍ନରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ। ନୂଆଁଖାଇ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ହୋଇଥିଲା ସ୍ୱତନ୍ତ୍ର ପ୍ରସ୍ତୁତି। ମଙ୍ଗଳବାର ସକାଳ ୯ଟା ୪୦ ମିନିଟ୍‌ରୁ…

ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ନୂଆଖାଇ ପାଇଁ ଉତ୍ସବମୁଖର ହୋଇଉଠିଛି ସାରା ପଶ୍ଚିମ ଓଡ଼ିଶା। ସୁନ୍ଦରଗଡ଼ରୁ ସମ୍ବଲପୁର, ବଲାଙ୍ଗିରରୁ ବରଗଡ଼, କଳାହାଣ୍ଡିରୁ ଦେବଗଡ଼—ସବୁଠି ଦେଖିବାକୁ ମିଳୁଛି ନୂଆଖାଇର ରଙ୍ଗ ଓ ଉତ୍ସାହ। ଘଣ୍ଟଘଣ୍ଟା, ପଞ୍ଚବାଦ୍ୟ ଓ ପାରମ୍ପରିକ ଲୋକବାଦ୍ୟରେ କମ୍ପୁଛି…

ରିଲିଜ୍ ହେଲା ଓଡିଆ ଚଳଚ୍ଚିତ୍ର ‘ଦଣ୍ଡକାଳୀ’, ପ୍ରଥମ ଦିନରୁ ହାଉସଫୁଲ

ଦର୍ଶକଙ୍କ ଉତ୍କଣ୍ଠାର ଅନ୍ତ ଘଟାଇ ପରଦାକୁ ଆସିଛି ଓଡ଼ିଆ ଚଳଚ୍ଚିତ୍ର ‘ଦଣ୍ଡକାଳୀ’। ଓଡ଼ିଶାର ମାଟିର ବାସ୍ନା ଏବଂ ପରମ୍ପରା କୁ ନେଇ ଗତିଶୀଳ ଏହି କାହାଣୀରେ କଳାକାରମାନଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ଓଡ଼ିଶାର ଲୋକପରମ୍ପରା, ଭକ୍ତି ଓ ଦଣ୍ଡଯାତ୍ରାର ମହିମାକୁ ନେଇ ‘ଦଣ୍ଡକାଳୀ…

ମୋଷ୍ଟ ୱାଣ୍ଟେଡ ଟୁନା ହରିଜନ ସହିତ ୮ ଜଣ ଗିରଫ

କୋରାପୁଟ ପୋଲିସକୁ ବଡ଼ ସଫଳତା । ଦୀର୍ଘଦିନ ଧରି ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଅପରାଧୀ ଟୁନା ହରିଜନକୁ ଗିରଫ କରିବାରେ ସଫଳ ହୋଇଛି ବୋରିଗୁମ୍ମା ପୋଲିସ । ଟୁନା ହରିଜନ ସହିତ 8 ଜଣ କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି ବୋରିଗୁମ୍ମା ପୋଲିସ । ଅଭିଯୁକ୍ତ ଟୁନା…

ଦୁବାଇରେ ଓଡ଼ିଆ ପ୍ରବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଦୁବାଇରେ ଓଡ଼ିଆ ପ୍ରବାସୀମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ । ଏହି ବିଶେଷ ସମାବେଶରେ ୮୦୦ରୁ ଅଧିକ ଓଡ଼ିଆ ସମୁଦାୟର ସଦସ୍ୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ଓ ପାରମ୍ପରିକ ଲୋକନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ…

ଭାରତରେ ପହଞ୍ଚିଲେ ଚୀନ୍ ରାଷ୍ଟ୍ରପତି

ଭାରତର ଅଧ୍ୟକ୍ଷତାରେ ଆଜିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଉଛନ୍ତି। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍…