Odia News Portal
Browsing Tag

odisha news

ନାବାଳିକା ଅପହରଣ : ବେଶ ବଦଳାଇ ବୁଲୁଥିଲା ଗଞ୍ଜଡିଆ ଅପହରଣକାରୀ, ମାଡିବସିଲା ପୋଲିସ୍

କଟକ ରେଳ ଷ୍ଟେସନରୁ ନିଖୋଜ ହୋଇଥିବା ୭ ବର୍ଷର ନାବାଳିକାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି କମିଶନରେଟ୍ ପୋଲିସ । ଏହା ସହ ନାବାଳିକାକୁ ଅପହରଣ କରିଥିବା ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି । ଗତ ଅଗଷ୍ଟ ୨୯ ତାରିଖ ଦିନ ପ୍ରାୟ ୨:୩୦ ମିନିଟ୍ ସମୟରେ ଅନୁଗୁଳରୁ ଜଣେ ମହିଳା ତାଙ୍କ ୭ ବର୍ଷର…

ଭାସିଗଲେ ବାପା ମା, ଭଉଣୀକୁ କାନ୍ଧରେ ଧରି ଖୋଜୁଛି ଭାଇ

ନେପାଳ ପ୍ରଳୟଙ୍କରୀ ବନ୍ୟା ରୁ ଆସିଛି ଛାତି ଥରା ଦୃଶ୍ୟ, ଛାଡିଯାଇଛି ବନ୍ୟା ଦେଇଯାଇଛି ଦୁଃଖ, କିଏ ପଥର ତଳେ ଚାପି ହୋଇ ରହିଛି ତ କିଏ ଭାସି ଯାଇଛି, ନିଜ ଆତ୍ମୀୟ ମାନଙ୍କୁ ଖୋଜୁଛି ହେଲେ କିଏ ମିଳୁଛି ତ ଆଉ କିଏ ମିଳୁନି, ଶବ ଭିତରେ ନିଜ ଆତ୍ମୀୟ ଙ୍କୁ ଖୋଜୁଛନ୍ତି, ଏହାରି ଭିତରେ ଆସିଛି ଏକ…

ଭାରତୀୟ ନୌସେନାର ଶକ୍ତି ବଢ଼ାଇଲା INS ନିପୁଣ

ଭାରତୀୟ ନୌସେନାର ରଣନୈତିକ ଏବଂ ସାମରିକ କ୍ଷମତାରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ନିସ୍ତାର-କ୍ଲାସ୍‌ର ଦ୍ୱିତୀୟ ଡାଇଭିଂ ସପୋର୍ଟ ଭେସେଲ୍‌ ବା DSV ‘ଆଇଏନଏସ ନିପୁଣ’କୁ ମୁମ୍ବାଇ ନୌସେନା ଡକୟାର୍ଡରେ ଆୟୋଜିତ ଏକ ବିଶେଷ କମିସନିଂ ସମାରୋହରେ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହି…

ସରକାରୀ କର୍ମଚାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ଭରଣପୋଷଣ ଖର୍ଚ୍ଚ ନଦେଲେ ଦରମା କାଟ୍

କୋର୍ଟର ନିର୍ଦ୍ଦେଶ ସତ୍ୱେ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଉ ନଥିବା ମହିଳା ଏବଂ ସନ୍ତାନସନ୍ତତିଙ୍କ ଚିନ୍ତା ଦୂର ହୋଇଛି । ଏଭଳି ପୁରୁଷ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଅନେକ…

କଲେଜକୁ ମନା ବରା, ଆଳୁଚପ, ପକୁଡ଼ି

ଏଣିକି କଲେଜକୁ ମନା ପୁରୀ ବରା । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ କମିବ ଖାଇବା ତେଲର ବ୍ୟବହାର । ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯିବ । ଖାଦ୍ୟରେ ବ୍ୟବହାର ହେଉଥିବା ତେଲର ପରିମାଣକୁ ଯଥା ସମ୍ଭବ ହ୍ରାସ କରାଯିବ । ପୁରୀ, ବରା, ଆଳୁଚପ୍‌ ଭଳି…

ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ ପିୟୂଷ

ଯାତ୍ରା ମଞ୍ଚ ରେ ଅଘଟଣ। ମଞ୍ଚରେ ମୁଣ୍ଡବୁଲାଇବାରୁ ପଡ଼ିଲେ ଯାତ୍ରାଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ ଦେବଗଡ଼ଜିଲ୍ଲା ବାରକୋଟ ବ୍ଲକର ବାସୁପାଲି ଗ୍ରାମରେ ସିଂହବାହିନୀ ଯାତ୍ରା ପାର୍ଟିର ନାଟକ ପରିବେଷଣ ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ଯାତ୍ରା କଳାକାର ପୀୟୂଷ…

ନେପାଳ ବନ୍ୟା: ପ୍ରଭାବିତ ଓଡ଼ିଆଙ୍କ ପାଇଁ ଖୋଲିଲା ୨୪ ଘଂଟିଆ ହେଲ୍‌ପ ଡେସ୍କ

ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଅନେକ ଭାରତୀୟ ନିଖୋଜ ହୋଇଯାଇଚନ୍ତି । ତା ମଧ୍ୟରେ କିଛି ଓଡ଼ିଆ ଥିବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଲକ୍ଷ୍ୟ କରି ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସଠାରେ ଏକ ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲାଯାଇଛି ।…

ରିପୋର୍ଟ୍ କାର୍ଡରେ ୭ବର୍ଷ କାମର ହିସାବ ଦେଲେ ସାଂସଦ ଅପରାଜିତା

ସାତ ବର୍ଷର ରିପୋର୍ଟ କାର୍ଡ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। । ୬୦ ପୃଷ୍ଠାର ଏହି ରିପୋର୍ଟ କାର୍ଡରେ ନିଜ ସାତ ବର୍ଷର କାର୍ଯ୍ୟର ହିସାବ ଦେଇଛନ୍ତି ସାଂସଦ। ଭୁବନେଶ୍ବରର ବିକାଶ ଓ ସହରର ସମ୍ପ୍ରସାରଣ ହେଉଥିବାବେଳେ ପ୍ରତ୍ୟକ କ୍ଷେତ୍ରରେ କାମ କରାଯାଉଛି ବୋଲି…

ମସ୍କୋରେ ଆମେରିକୀୟ ସାମରିକ ବିମାନ, ବଢ଼ିଲା ରହସ୍ୟ

ମସ୍କୋର ଭ୍ନୁକୋଭୋ ବିମାନବନ୍ଦରରେ ଆମେରିକାର ଏକ ପ୍ରମୁଖ ସାମରିକ ପରିବହନ ବିମାନ ହଠାତ୍ ଅବତରଣ କରିବା ପରେ ଆନ୍ତର୍ଜାତୀୟ ମହଲରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ବୋଇଂ C-17A ଗ୍ଲୋବମାଷ୍ଟର-III ବିମାନଟି ଲାଟଭିଆର ରିଗାରୁ ଉଡ଼ି ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ମସ୍କୋରେ ପହଞ୍ଚିଥିବା…

୩୪ ଲକ୍ଷରୁ ଅଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସୁନିଶ୍ଚିତ କଲା ଓଡ଼ିଶା ପୋଲିସ

ପବିତ୍ର ଶ୍ରାବଣ ମାସ ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତମାନଙ୍କ ସୁରକ୍ଷିତ ଦର୍ଶନ, ସୁଗମ ଯାତାୟାତ ଓ ଶୃଙ୍ଖଳିତ ଭିଡ଼ ପରିଚାଳନା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶ୍ରାବଣ ମାସର ଚାରିଟି ସୋମବାରରେ ୩୫ଟି ପୋଲିସ ଜିଲ୍ଲାର ୪୫୨ଟି ପ୍ରମୁଖ…