Odia News Portal
Browsing Tag

odisha news

୯ଲକ୍ଷ ୮୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ବ୍ରାଉନ ସୁଗର ଜବତ,୧ ଗିରଫ

ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ଚାରିଛକ ମେଡିକାଲ ଛକ ନିକଟରୁ ଅଶୋକ କୁମାର ସେଠି(୨୪)ଙ୍କୁ ଗିରଫ କରି ତାଙ୍କ ଠାରୁ ୯୮ଗ୍ରାମ ହେରୋଇନ(ବ୍ରାଉନ ସୁଗାର) ଜବତ କରିଥିଲେ।ଏ

ନୂଆ ଥାନା ଗଠନ ସରକାର ବିଚାର କରୁଛନ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟରେ ୩୬ଟି ନୂତନ ଥାନା ପ୍ରତିଷ୍ଠା କରାଯାଇଛି ବୋଲି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରେ ‌ସେ କହିଛନ୍ତି, ପୂର୍ବରୁ ୬୪୩ଟି ପୁଲିସ ଥାନା ଥିଲା। ଅନେକ ବିଧାୟକ ନିଜ

ଗୃହରେ ଉଠିଲା ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା

ମମିତା ମେହେର ହତ୍ୟା ମାମଲାରେ ସଂଶ୍ଲିଷ୍ଟ ଗୋବିନ୍ଦ ସାହୁର ରହସ୍ୟଜନକ ମୃତ୍ୟୁର ସତ୍ୟ ଉନ୍ମୋଚନରେ ଓଡ଼ିଶା ପୋଲିସ ବିଫଳ । ଏନେଇ ଗୃହରେ ମୁଲତବୀ ପ୍ରସ୍ତାବ ଆଣିଥିଲେ ବିରୋଧୀ । ଏ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହି ମାମଲାର

ହଟିବ ଲିଜ୍ ମିଳିବ ପଟ୍ଟା

ବିଭିନ୍ନ ଉନ୍ନୟନ କତ୍ତୃପକ୍ଷ ଏବଂ ଓଡିଶା ଗୃହ ନିର୍ମାଣ ସଂସ୍ଥା ଆବାସିକ ପ୍ରକଳ୍ପଗୁଡିକର ହିତାଧିକାରୀମାନଙ୍କ ପାଇଁ ଖୁସି ଖବର । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ଅନୁଯାୟୀ ଆବାସିକ ପ୍ରକଳ୍ପରେ ଲିଜ ଆଧାରରେ ପାଇଥିବା ଜମି ଘରର ମୁକ୍ତ-ମାଲିକାନା ଏଣିକି ଲିଜ୍ଧାରୀଙ୍କୁ

ରାଜଧାନୀର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ଜାଳିଲେ ଗଣିବେ ତଣ୍ଡ

ଆକ୍ସନ ମୋଡରେ ବିଏମସି । ଏଣିକି ରାଜଧାନୀର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ଜାଳିଲେ ଗଣିବେ ତଣ୍ଡ । ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ । ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଓ ତାପମାତ୍ରା ବଢୁଥିବାରୁ ବିଏମସି ଏଭଳି ନିଷ୍ପତ୍ତି ନେଇଛି । ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ

ଥଣ୍ଡା,କାଶ ଥିଲେ କୋଭିଡ ଟେଷ୍ଟ କରାଇନିଅନ୍ତୁ: ଜନ ସ୍ୱାସ୍ଥ୍ୟ ନିର୍ଦେଶକ

ଭାଇରସ ସଂକ୍ରମଣ ଭିତରେ ପୁଣି ଲୋକଙ୍କୁ ଘାରିଛି କୋଭିଡ ଭୟ। ରାଜ୍ୟରେ ଏଚ ୩ ଏନ ୨ ଭାଇରସ ଚିନ୍ତା ବଢ଼ାଇଥିବା ବେଳେ ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସବୁ ଜିଲ୍ଲାର ସିଡିଏମଓ଼ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କୁ ଆଲର୍ଟ

ଓଡିଶାରେ ଅଛନ୍ତି କେତେ ବାଂଲାଦେଶୀ?

ରାଜ୍ୟରେ ଅଛନ୍ତି କେତେ ବାଂଲାଦେଶୀ? କେଉଁ ଜିଲ୍ଲାରେ ବାଂଲାଦେଶୀଙ୍କ ସଂଖ୍ୟା କେତେ? ଏପରିକି ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କ ମଧ୍ୟରେ ଅନୁପ୍ରବେଶକାରୀ କେତେ ଓ ସର୍ବାଧିକ କେଉଁ ଜିଲ୍ଲାରେ ରହୁଛନ୍ତି? ଏନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ ।

୧୦ ବର୍ଷରେ ୫୧ ହାଜତ ମୃତ୍ୟୁ

ଗତ ୧୦ ବର୍ଷ ଭିତରେ ଥାନା ପୁଲିସ ହେପାଜତରେ ୫୧ଜଣ ଅଭିଯୁକ୍ତ ଓ  ୫୪୬ଜଣ କଏଦୀ/ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ରାଷ୍ଟ୍ର ମନ୍ତ୍ରୀଙ୍କ

ପ୍ରଚଣ୍ଡ ଶବ୍ଦରେ ଥରିଲା ୪ ଜିଲ୍ଲା

ପ୍ରଚଣ୍ଡ ଶବ୍ଦରେ ଥରିଲା ବାଲେଶ୍ବର । ବାଲେଶ୍ବର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ମଧ୍ୟ ଶୁଭି ଥିବାର ସୂଚନା ମିଳିଛି । ଆକାଶରେ ପ୍ରଚଣ୍ଡ ଶବ୍ଦ ଯୋଗୁଁ ଲୋକେ ଭୟଭୀତ ହୋଇ ଘର ବାହାରକୁ ମଧ୍ୟ ପଳେଇ ଆସିଥିଲେ । ଏହି ଶବ୍ଦ ମିସାଇଲ ପରୀକ୍ଷଣର ନା ଅନ୍ୟ କିଛି ଅସ୍ପଷ୍ଟ ରହିଛି । ଅନ୍ୟ

ବୁଡ଼ାଜାହାଜରୁ ୨ଟି ‘ଷ୍ଟ୍ରାଟେଜିକ୍‌ କ୍ରୁଜ୍‌ ମିସାଇଲ୍‌’ ଉତ୍‌କ୍ଷେପଣ କଲା ଉତ୍ତର କୋରିଆ

ଆମେରିକା ଓ ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଆରମ୍ଭ କରିବା ଆଗରୁ ଶକ୍ତି ପ୍ରଦର୍ଶନପୂର୍ବକ ଉତ୍ତର କୋରିଆ ଗୋଟାଏ ବୁଡ଼ାଜାହାଜରୁ ଦୁଇଟି ‘‌ଷ୍ଟ୍ରାଟେଜିକ୍‌ କ୍ରୁଜ୍‌ ମିସାଇଲ୍‌’ ପରୀକ୍ଷାମୂଳକ ଉତ୍‌କ୍ଷେପଣ କରିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।‘କେସିଏନ୍‌ଏ’ ନିଉଜ୍‌