ତାଳଚେର ଓଡ଼ିଶାର ସବୁଠୁ ପ୍ରଦୂଷିତ ସହର:ରିପୋର୍ଟ
ସ୍ବିଜରଲାଣ୍ଡର ସଂସ୍ଥା ଆଇକ୍ୟୁଏୟାର ପକ୍ଷରୁ ବର୍ଷ ୨୦୨୨ ପାଇଁ ବିଶ୍ବର ଏୟାର କ୍ବାଲିଟି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଯେ ବିଶ୍ବର ୫୦ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରୁ ଭାରତର ୩୯ଟି ଅଛି । ଏହି ତାଲିକାରେ ଓଡ଼ିଶାର ତାଳଚେର ରହିଛି ।
ତାଳଚେର ସମ୍ପର୍କରେ!-->!-->!-->…
