Odia News Portal

ତହସିଲ ସାମ୍ମାରେ ନିଜକୁ ଜାଳିଲେ

ତହସିଲ ସାମ୍ମାରେ ନିଜକୁ ଜାଳିଲେ ଜଣେ ଜୈନିକ ବ୍ୟାକ୍ତି । ଏହି ବ୍ୟାକ୍ତି ଜଣକ ନୂଆପଡା ର ବୋଲି ଜଣାପଡିଛି । ନିଜ ଦେହରେ ପେଟ୍ରୋଲ ଢାଳି ସେ ଜାଳି ହୋଇଛନ୍ତି ।