Sign in
Sign in
Recover your password.
A password will be e-mailed to you.
Browsing Tag
odisha news
ମେ ୧୮ରୁ ଆରମ୍ଭ +୨ ପରୀକ୍ଷା
ଭୁବନେଶ୍ୱର: ଘୋଷଣା ହେଲା +୨ ପରୀକ୍ଷା ସୂଚୀ | ମେ ୧୮ରୁ ଜୁନ ୧୨ ପର୍ଯ୍ୟନ୍ତ ଚାଲିବ +୨ ପରୀକ୍ଷା | ଏନେଇ ସୂଚନା ପ୍ରଦାନ କରିଛନ୍ତି ସ୍କୁଲ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ |ଚଳିତ ବର୍ଷ କରୋନା ସଂକ୍ରମଣକୁ ନଜରରେ ରଖି ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ହେବ +୨ ପରୀକ୍ଷା | କଳା,!-->…
ଉତ୍ତର ପାଇଲା ପରେ ଜବାବ୍: ଅପରାଜିତା
ରାଜ୍ୟ ସରକାରଙ୍କ ସବୁ ମନ୍ତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବି ...
ଦିବ୍ୟାଙ୍ଗଙ୍କୁ ବିବାହ କଲେ ୨ ଲକ୍ଷ ୫୦ ହଜାର
ଭୁବନେଶ୍ୱର: ଏଣିକି ଦିବ୍ୟାଙ୍ଗଙ୍କୁ ବିବାହ କଲେ ୫୦ ହଜାର ପରିବର୍ତ୍ତେ ମିଳିବ ଅଢେଇ ଲକ୍ଷ ଟଙ୍କା । ପୂର୍ବରୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ଏବେ ଆଉ ୨ ଲକ୍ଷ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ମିଳିବ । ଏ ନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି!-->…
ପିହୁର ମା’ଙ୍କୁ ଉଠାଇନେଲା ପୋଲିସ
କଟକ: ଯାଜପୁର ବହୁଚର୍ଚ୍ଚିତ ଶିଶୁ କନ୍ୟା ପିହୁ ନିଖୋଜ ଘଟଣାରେ ନୂଆ ଟ୍ଵିଷ୍ଟ | ଭୁବନେଶ୍ୱର ଆସୁଥିବା ପିହୁର ମା'ଙ୍କୁ ଉଠାଇନେଲା ପୋଲିସ | ଓଏମପି ଛକରେ ବସ୍ ଅଟକାଇ ପିହୁର ମାଙ୍କୁ କବଜାକୁ ନେଲା ପୋଲିସ |
ତେବେ ପୋଲିସ ତାଙ୍କୁ ଚାଉଳିଆଗଞ୍ଜ ଥାନାକୁ ନେଇ ପଚରାଉଚରା କରୁଛି ବୋଲି!-->!-->!-->!-->!-->…
ସାଂସଦ ଅପରାଜିତାଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ୪ ପ୍ରଶ୍ନ
ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ବାଇ-ଲ ପ୍ରସଙ୍ଗରେ ପୁଣି ଟାର୍ଗେଟରେ ଭୁବନେଶ୍ୱର ସାଂସଦ। ବାଇ-ଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି ଅଶୋକ ପଣ୍ଡା । କହିଛନ୍ତି, ସଂସଦରେ ଏହି ପ୍ରସଙ୍ଗ ଉଠାଇ ପାରିଥାନ୍ତେ ସାଂସଦ । ସଂସଦ ଠାରୁ ବଡ ଫୋରମ ଆଉ କଣ ଅଛି, ସେଠାରେ!-->…
ଟିକା ନନେଲେ ମିଳିବନି ସରକାରୀ ସୁବିଧା !
ଭୁବନେଶ୍ବର: ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ବାଣୀ । ଜାଣିଶୁଣି କରୋନା ଟିକା ନ ନେଲେ ଅସୁବିଧାରେ ପଡ଼ିପାରନ୍ତି କରୋନା ଯୋଦ୍ଧା । ଟିକା ନ ନେଲେ ମିଳିବ ନାହିଁ କୌଣସି ସରକାରୀ ସୁବିଧା,ଏହାସହ ମାଗଣା ଚିକିତ୍ସା କିମ୍ବା ମୃତ୍ୟୁ ପରେ!-->…
ବିଜୁବାବୁଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ସାଇକେଲ ଶୋଭାଯାତ୍ରା
ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ କଟକ ସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ବିମାନବନ୍ଦର ସ୍ଥିତ ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ ଯାତ୍ରାର ଆୟୋଜନ!-->…
ଓଡ଼ିଆ ବିଶ୍ୱବିଦ୍ୟାଳୟ ନକ୍ସା ଚୂଡାନ୍ତ
ଭୁବନେଶ୍ବର: ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ପ୍ରତିଷ୍ଠା କରାଯିବ ଓଡ଼ିଆ ବିଶ୍ୱବିଦ୍ୟାଳୟ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବନ ବିଦ୍ୟାଳୟ ପରିସରରେ ଏହି ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏହାର ମର୍ଯ୍ୟାଦାକୁ ବହୁଗୁଣିତ କରିବ । ଏହି ନୂତନ!-->…
ଚିଣ୍ଟୁ ମୁହଁରେ ହସ ଫୁଟାଇଲେ ବାବୁଶାନ୍
ଫ୍ୟାନ୍ଙ୍କ ଇଛା ପୂରଣ ଓ ସାହାଯ୍ୟ ପାଇଁ ଏସସିବି ପହଞ୍ଚିଲେ ଅଭିନେତା
