Odia News Portal
Browsing Tag

odisha news

ହକିର ଏନ୍ତୁଡ଼ିଶାଳରେ ସର୍ବବୃହତ ଷ୍ଟାଡିୟମ୍

ସୁନ୍ଦରଗଡ଼: ରାଉରକେଲା ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁରୀ ଭାଷାରେ ଉଦବୋଧନ | ଆପଣ ମାନକେ ସବକେ ମୋର ଜୁହାର । ଆଜି ରାଉରକେଲା ଆସି ମୁଁ ବହୁତ ଖୁସି । ହକିର ଏନ୍ତୁଡ଼ିଶାଳରେ ମୁଁ ପହଁଚି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି । ବିକାଶର ମୂଳଦୁଆ ପକାଇଥିଲେ ବିଜୁ ବାବୁ, ତେଣୁ ଯେବେ ରାଉରକେଲା

ବିରାଟ୍ ବାହିନୀର ଚେନ୍ନାଇ ବିଜୟ

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ଦମଦାର୍ ବିଜୟ |ଏହା ସହିତ ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ବୋଲିଂର ସାମ୍ନା କରିନପାରି ୧୬୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୩୧୭ ରନରେ ବିଜୟ ହାସଲ କରିବା ସହ

ସୁନ୍ଦରଗଡ଼ ଜିଲ୍ଲାକୁ ୪୯୧୫ କୋଟିର ଉପହାର

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ଫୋକସ୍ ରେ ସୁନ୍ଦରଗଡ଼ । ସୁନ୍ଦରଗଡ ଜିଲ୍ଲାକୁ ୪୯୧୫ କୋଟି ଟଙ୍କାର ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାର ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ସୁନ୍ଦରଗଡବାସୀଙ୍କୁ ଏହି ବଡ ଭେଟି ଦେଇଛନ୍ତି ନବୀନ । ସୁନ୍ଦରଗଡ଼ ଜିଲ୍ଲାଗସ୍ତ

ଧରା ପୃଷ୍ଠରେ ମା’ ବାଗ୍‌ଦେବୀଙ୍କ ଆରାଧନା…

ଭୁବନେଶ୍ବର: ଚଳିତ ବର୍ଷ ବସନ୍ତପଞ୍ଚମୀ ୧୬ ଫେବୃଆରୀ ୨୦୨୧ରେ ପଡୁଛି। ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ମା ସରସ୍ବତୀଙ୍କ ଦିନ ବୋଲି ମଧ୍ୟ କୁହାଯାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଏହି ଦିନ ଶବ୍ଦର ଶକ୍ତି ମନୁଷ୍ୟଙ୍କର ଜୀବନକୁ ଆସିଥିଲା। * ପୌରାଣିକ ମାନ୍ୟତା:- ପୁରାଣରେ

ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଡବଲ୍ ଡୋଜ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରି ପଶ୍ଚିମ ଓଡିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଯୁବକଯୁବତୀ ମାନଙ୍କ ପାଇଁ

ରଙ୍ଗରୁଟ୍‌ ନେଇଗଲା ୨ ଶିଶୁଙ୍କ ଜୀବନ

ଢେଙ୍କାନାଳ: ଢେଙ୍କାନାଳର ବାଜିଚୌକ ଫ୍ଲାଇଓଭର ନିକଟରେ ଅଭାବନୀୟ ଘଟଣା ଘଟିଛି। ଦୁର୍ଘଟଣାରେ ଚାଲିଯାଇଛି ୨ ନୀରିହ ଶିଶୁଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ମେଡିକାଲରେ ଭତ୍ତି କରାଯାଇଛି। ମୃତ ୨ ନାବାଳିକାଙ୍କ ବୟସ ୫ ଓ ୭ ବର୍ଷ ଥିବା ସୂଚନା ମିଳିଛି।

ହାତୀ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ ପ୍ରକାଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର କର୍ଲାପାଟ ଅଭୟାରଣ୍ୟରେ ଘଟୁଥିବା ହାତୀ ମୃତ୍ୟୁ ସଂପର୍କରେ ସମୀକ୍ଷା କରି ଏହି ଘଟଣାରେ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଶୁସଂପଦ ବିଭାଗ ମିଳିତ ଭାବେ ପଦକ୍ଷେପ

ମହାବଳ ବାଘ ଆକ୍ରମଣରେ ହାତୀଛୁଆ ମୃତ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ ଭିତରେ ମହାବଳ ବାଘ ଆକ୍ରମଣରେ ହାତୀଛୁଆ ମୃତ। ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ ଅନ୍ତର୍ଗତ ଗାର୍ଗାଡିହି ବିଟ୍ ର ଖଡିଆସାହି ନିକଟରେ ଥିବା ଟଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ମୃତ ହାତୀ ଛୁଆକୁ ଠାବ କରିଛନ୍ତି ବନବିଭାଗର କର୍ମଚାରୀ । ହାତୀ ଛୁଆ ଶରୀରରେ ଥିବା

ନେତାଜୀ ଟର୍ମିନାଲ ପାଇଁ ପଥ ପରିଷ୍କାର

କଟକ: କଟକ ଅତ୍ୟାଧୁନିକ ବସ ଟର୍ମିନାଲ ମାମଲାକୁ ଖାରଜ କଲେ ହାଇକୋର୍ଟ । ଖାନନଗରରେ ବସ୍ ଟର୍ମିନାଲ ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଖାରଜ ହୋଇଛି । ଏହା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ହୋଇଥିବାରୁ ଏହା ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ ।

ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ

ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀରେ ନିଖୋଜ ପୋଷ୍ଟର ନେଇ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।ସାଂସଦ ଅପରାଜିତା ନିଜ ପ୍ରତିକ୍ରିୟାରେ କହିଛନ୍ତି, ନିଖୋଜ ପୋଷ୍ଟର ମୁଁ ହ୍ୱାଟ୍ସଆପରେ ପାଇଲି । ପୋଷ୍ଟର ଲଗାଇଥିବା ବନ୍ଧୁମାନଙ୍କୁ ମୋର ଧନ୍ୟବାଦ। ସଂସଦ ଚାଲିଥିବାରୁ