Odia News Portal
Browsing Tag

odisha news

ବୋଲିଂ ପରେ ବ୍ୟାଟିଂରେ ଅଶ୍ୱିନଙ୍କ କମାଲ୍

ଚେନ୍ନାଇ: ବୋଲିଂ ପରେ ବ୍ୟାଟିଂରେ କମାଲ ଦେଖାଇଲେ ଅଶ୍ୱିନ । ଆଜି ଚେନ୍ନାଇ ଟେଷ୍ଟରେ ଦମଦାର ଶତକ ଅର୍ଜନ କରିଛନ୍ତି ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନରେ ଦମଦାର ବ୍ୟାଟିଂ କରି ଅଶ୍ଵିନ ନିଜର ପଞ୍ଚମ ଶତକ ପୂରଣ କରିଛନ୍ତି। ତାଙ୍କର ଏହି ଇନିଂସ ବଳରେ

ଗଳିକନ୍ଦିରେ ଲଗାନ୍ତୁ ପୋଷ୍ଟର : ଅପରାଜିତା

ଭୁବନେଶ୍ୱର: ରାଜଧାନୀରେ ପହଞ୍ଚିଲେ ସାଂସଦ ଅପରାଜିତା | ଆଜି ଦିଲ୍ଲୀରୁ ଭୁବନେଶ୍ୱର ଆସି ପହଞ୍ଚିଛନ୍ତି ସାଂସଦ ଅପରାଜିତା ଷଢଙ୍ଗୀ |ତେବେ ଭୁବନେଶ୍ୱର ପହଞ୍ଚିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କ ନିଖୋଜ ପୋଷ୍ଟର ଲଗାଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି | ବାଇ-ଲ ପ୍ରତ୍ୟାହାର

ବାଇ ଲ’ ପ୍ରତ୍ୟାହାର ଦାବି କଲେ ମୁଖ୍ୟ ସଚିବ

ଭୁବନେଶ୍ୱର: ବାଇ ଲ' ପ୍ରତ୍ୟାହାର ଦାବିରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ଚିଠି | ନ୍ୟାସନାଲ ମନୁମେଣ୍ଟ ଅଥରିଟି ପ୍ରସ୍ତୁତ ବାଇ ଲ' ପ୍ରତ୍ୟାହାର ଲାଗି ଚିଠି ଲେଖିଲେ ରାଜ୍ୟ ସରକାର | ସଂସ୍କୃତି ମନ୍ତ୍ରାଳୟକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଚିଠି ଲେଖିଛନ୍ତି |

ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ପୋଲିସ ଓ ଛାତ୍ର କଂଗ୍ରେସ ଧସ୍ତାଧସ୍ତି | ଲୋକସେବା ଭବନକୁ ଘେରାଉ ପାଇଁ ଯାଉଥିବା ସମୟରେ ପୋଲିସ ଓ ଛାତ୍ର କଂଗ୍ରେସ ଧସ୍ତାଧସ୍ତି । ପୋଲିସ ବ୍ୟାରିକେଡ ସାହାଯ୍ୟରେ ଅଟକାଇବାକୁ ଉଦ୍ୟମ କରିଥିବା ସମୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଛାତ୍ର କଂଗ୍ରେସ

ଖାଉଟିଙ୍କୁ ମହଙ୍ଗା ମାଡ଼: ଏଲ୍‌ପିଜି ଦର ବୃଦ୍ଧି

ଭୁବନେଶ୍ୱର: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ | ତେଲ ଦର ବୃଦ୍ଧି ପରେ ଏବେ ଚିନ୍ତା ବଢ଼ାଇଛି ଏଲ୍‌ପିଜି ଦର ବୃଦ୍ଧି | ପେଟ୍ରୋଲ ଓ ଡିଜେଲ୍‌ ଦରରେ ଅହେତୁକ ବୃଦ୍ଧି ହୋଇଥିବା ସମୟରେ ସରକାରୀ ତେଲ କମ୍ପାନି ପୁଣି ଏଲ୍‌ପିଜି ଦର ବୃଦ୍ଧି କରିଛନ୍ତି । ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ଦର

ରାଜ୍ୟରେ ଆଉ ୮୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୨୬୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ଶ୍ରୀମନ୍ଦିରରେ ସେବାୟତ ମାରପିଟ୍

ପୁରୀ : ଶ୍ରୀମନ୍ଦିରରେ ଦୁଇ ସେବାୟତ ହୋଇଛନ୍ତି ମୁହାଁମୁହିଁ | ପୁରୀ ଶ୍ରୀମନ୍ଦିର ଯାତ୍ରୀ ସହାୟକ ଓ ସୁଆର ସେବାୟତ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଏପରିକି ଯାତ୍ରୀ ସହାୟକ ଦାମୋର ଗୋଚ୍ଛିକାର ଓ ସୁଆର ସେବାୟତଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଛି । ସାମାନ୍ୟ ବଚସାରୁ ଯାତ୍ରୀ

୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ୍‌ ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆଜି କ˚ଗ୍ରେସର ବନ୍ଦ ଡାକରା । ଓଡ଼ିଶା ବନ୍ଦକୁ ନଜରରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ଓଡ଼ିଶା ପୋଲିସ୍ । ରାଜ୍ୟରେ ଯେପରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ମୋଟ ୮୦ ପ୍ଲାଟୁନ୍‌ ପୋଲିସ୍ ଫୋର୍ସ ରାଜ୍ୟରେ

ଓଡିଶା ବନ୍ଦ: ଟ୍ରେନ ଓ ବସ୍ ସେବା ସମ୍ପୂର୍ଣ୍ଣ ଠପ୍

ଭୁବନେଶ୍ୱର: ରାଜଧାନୀରେ ଓଡିଶା ବନ୍ଦର ପ୍ରଭାବ । ମାଷ୍ଟରକ୍ୟାଂଟିନ ଷ୍ଟେସନରେ ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ଜୋରଦାର ପ୍ରତିବାଦ । ଲୋକମାନ୍ୟ ତିଲକ ଟ୍ରେନକୁ ଅଟକାଇଲେ କଂଗ୍ରେସ କର୍ମୀ । ଆରପିଏଫ କଥା ନମାନି ଷ୍ଟେସନରେ ଟ୍ରାକ ଉପରେ ଛିଡା ହୋଇଥିଲେ । ପୋଲିସ୍

୧୩୪ ରନରେ ଅଲଆଉଟ୍ ଇଂଲିସ୍‌ ଟିମ୍‌

ଚେନ୍ନାଇ: ଚେନ୍ନାଇର ଏମ୍‌ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଜାରି ରହିଥିବା ଭାରତ ଏବଂ ଇଂଲଣ୍ଡର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇଂନିସରେ ଭାରତର ୩୨୯ ରନ୍‌ ଜବାବରେ, ମାତ୍ର ୧୩୪ ରନ୍‌ କରି ପାରିଛି ଭ୍ରମଣକାରୀ ଇଂଲଣ୍ଡ ଦଳ । ରବିଚନ୍ଦ୍ରନ ଅଶ୍ଵିନଙ୍କ ଘାତକ ବୋଲିଂ ବଳରେ ଭାରତ ସାମ୍ନାରେ