ତେଲ ଦର ବୃଦ୍ଧିର ଜବାବ ରଖିଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ସଂସଦରେ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଆଲୋଚନା।ତେଲ ଦର ବୃଦ୍ଧି ପ୍ରସଙ୍ଗରେ ଧର୍ମେନ୍ଦ୍ର ରାଜ୍ୟସଭାରେ ଜବାବ ରଖି କହିଛନ୍ତି ଯେ, ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆନ୍ତର୍ଜାତୀୟ ମୂଲ୍ୟ ପ୍ରଣାଳୀରେ ସ୍ଥିରିକୃତ ହେଉଛି। ତେବେ କିଛି ତତ୍ୱ ଏହାକୁ!-->…
