ହାତୀ ମଡ଼କ: ୧୪ ଦିନରେ ୬ ହାତୀ ମୃତ
କଳାହାଣ୍ଡି: କର୍ଲାପାଟ ୧୪ ଦିନ ଭିତରେ ଆଖି ବୁଜିଲେଣି ୬ଟି ହାତୀ | କର୍ଲାପାଟ ଅଭୟାରଣ୍ୟରେ ଆଜି ଆଉ ଏକ ମାଇ ହାତୀର ମୃତ୍ୟୁ ହୋଇଛି । ଆଜି ଆଖି ବୁଜିଥିବା ହାତୀଟି ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏଥିସହିତ ଗତ ୧୪ ଦିନ ଭିତରେ କର୍ଲାପାଟ ଜଙ୍ଗଲରେ!-->…
