Sign in
Sign in
Recover your password.
A password will be e-mailed to you.
Browsing Tag
odisha news
ସେବାୟତଙ୍କୁ ମାଗଣା ଟିକା ଦେବାକୁ ଅନୁରୋଧ
ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ ଟିକା ଦେବାକୁ ଅନୁରୋଧ । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖି ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ତେବେ ଏହି ଚିଠିରେ ଶ୍ରୀମନ୍ଦିର ସେବାୟତ ଓ ତାଙ୍କ ପରିବାରକୁ ଟିକା ଦେବା ପାଇଁ ଅନୁରୋଧ କରାଯାଇଛି। ବିନା କୋଭିଡ୍ ନେଗେଟିଭ୍!-->…
ସୁଶାନ୍ତଙ୍କୁ ଜନ୍ମଦିନରେ ମନେ ପକାଇଲେ ଫ୍ୟାନ୍ସ
ମୁମ୍ବାଇ: ଜାନୁଆରୀ ୨୧ ମାନେ ଆଜି ଏମିତି ଏକ ଫିଲ୍ମ ଷ୍ଟାରର ଜନ୍ମଦିନ , ଯିଏକି ଏବେ ଏହି ଦୁନିଆରେ ଆଉ ନାହାନ୍ତି । ଗତ ବର୍ଷ ଜୁନ୍ ୧୪ରେ ନିଜ ଘରେ ଥିବା ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିଲେ ଏହି ଅଭିନେତା । ଯାହାପରେ ସାରା ବଲିଉଡ଼ରେ ସୃଷ୍ଟି ହୋଇଯାଇଥିଲା ଦୁଃଖର ମାହୋଲ । ସେ!-->…
ସେରମ୍ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ
ପୁଣେ: ମହାରାଷ୍ଟ୍ରର ପୁଣେରେ ଥିବା ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ଟର୍ମିନାଲ ୧ ଗେଟ୍ରେ ଅଗ୍ନିକାଣ୍ଡ। ସେରମ୍ ଇନ୍ଷ୍ଟିଚ୍ୟୁଟ୍ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।!-->…
ମାଟ୍ରିକ ପିଲାଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’ ବହି ଯୋଗାଇଦେବ ଗଣଶିକ୍ଷା ବିଭାଗ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ରାଜ୍ୟର ମୋଟ୍ ୬ ଲକ୍ଷ ୨୦ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କୁ ଏହି ବହି ଯୋଗାଇ ଦିଆଯିବ। ମାଟ୍ରିକ୍ ପରୀକ୍ଷା ପାଇଁ!-->…
ବ୍ରହ୍ମପୁରରେ ଭେଜାଲ ସାମଗ୍ରୀ
ବ୍ରହ୍ମପୁର: କଟକ, ଭୁବନେଶ୍ୱର ଓ ସମ୍ବଲପୁର ପରେ ଏବେ ବ୍ରହ୍ମପୁରରେ ଜବତ ହୋଇଛି ଭେଜାଲ ସାମଗ୍ରୀ । ବ୍ରହ୍ମପୁର ବଡ଼ବଜାର ଥାନା ପାଣ୍ଡବ ନଗରରେ ଗୋଷାଣୀ ନୁଆଗାଁ ପୋଲିସର ଚଢାଉ । ବିପୁଳ ପରିମାଣର ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଛି ।ଏହାସହ କାରଖାନାର ନକଲି ସାମଗ୍ରୀ!-->…
ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ ମୋଦି !
ନୂଆଦିଲ୍ଲୀ: କୋଭିଡ୍ ଟିକା ନେବେ ମୋଦି । ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନେବେ ଟିକା । ଗୁରୁବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବା ଅବସରରେ ଏହି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ଏହି ଟିକାକରଣରେ!-->…
ରେକର୍ଡ ସ୍ତର ପାର କଲା ସେନ୍ସେକ୍ସ
ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ିଲା ସେନ୍ସେକ୍ସ| ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ନୂଆ ଇତିହାସ ସୃଷ୍ଟି କରିଛି ସେନ୍ସେକ୍ସ । ପ୍ରଥମ ଥର ପାଇଁ ସେୟାର ବଜାର ୫୦ ହଜାର ପଏଣ୍ଟ ଉପରେ ଖୋଲିଛି । ଜୋ ବିଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ଏହାର ପ୍ରଭାବ ଦେଖିବାକୁ!-->…
