Odia News Portal
Browsing Tag

odisha news

ଟିଟିଲାଗଡ଼ରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ

ଟିଟିଲାଗଡ଼: ଆହାର କେନ୍ଦ୍ରର କର୍ମକର୍ତ୍ତାଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ | ସୀମା ଡେଇଁଲା ଅମାନବିକତା | କାମାନ୍ଧ ଆଗରେ ବଳି ପଡିଲା ମାନବିକତା | ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆଜି ଟିଟିଲାଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି | ଠିକ ଭାବରେ କଥା କହି ପାରୁନଥିବା ଦିବ୍ୟାଙ୍ଗ

ଓଡ଼ିଆ ଅଫିସର ସେନା ଉପମୁଖ୍ୟ

ନୂଆଦିଲ୍ଲୀ: ଦେଶର ବଡ଼ ଦାୟିତ୍ୱରେ ଓଡିଆ ପୁଅ । ଓଡିଆ ସେନା ଅଫିସରଙ୍କୁ ମିଳିଲା ବଡ ଦାୟିତ୍ୱ । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଭାଇସ ଚିଫ । ସେନା ଉପମୁଖ୍ୟଭାବେ ଏସକେ ସାଇନି ସ୍ଥାନ ନେବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ |ଜାନୁଆରୀ ୩୧ରେ ଅବସର

ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ: ଗଞ୍ଜାମ ବେଗୁନିଆପଡ଼ା ବ୍ଳକର କୁମ୍ଭାରଗାଁ ପଞ୍ଚାୟତରେ ଉପନିର୍ବାଚନ ବିଗୁଲ | ସୋମବାର ଦିନ ନାମାଙ୍କନର ଶେଷ ଦିନ ଥିବା ବେଳେ ନାମାଙ୍କନ ଭରିଥିଲେ ୩ ପ୍ରାର୍ଥୀ । ଆସନ୍ତା ଫେବୃୟାରୀ ୧୧ ରେ ଉକ୍ତ ପଞ୍ଚାୟତ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେଵ । ଏହି ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଖୋର୍ଦ୍ଧା: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ନିରାକାର ପୁର ଥାନା ରାମେଶ୍ୱର ଗ୍ରାମପଞ୍ଚାୟତ ଖଜୁରୀପଡା ଗ୍ରାମର ସାଇରନ ବିବି। କୋଣସି କାର୍ଯ୍ୟରେ ସେ ଘର ବାହାରକୁ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ | ଅନ୍ଧାର ରାତିରେ ହଠାତ

ବିଜେଡ଼ି ବିଜେପି ମୁହାଁ-ମୁହିଁ

ଭୁବନେଶ୍ୱର: ଧାନ ପ୍ରସଙ୍ଗରେ କେନ୍ଦ୍ରର ଚିଠି ଉପରେ ଜବାବ ରଖିଲା ବିଜେଡି । ଧାନ ପ୍ରସଙ୍ଗରେ ପ୍ରେସମିଟ୍ କରି ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ଧାନ ବିକା ବାବଦକୁ ୨୮୫୦ କୋଟି ଦେଇନାହିଁ କେନ୍ଦ୍ର । ଧାନ ଉତ୍ପାଦନରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ

ଭଦ୍ରକ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଭଦ୍ରକ: ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି, ମହିଳା ଓ ଶିଶୁ ଆଜି ଅସୁରକ୍ଷିତ, ରାଜ୍ୟରେ ଏବେ ଶାସକ ଦଳର ଚାଲିଛି ଦମନ ଲୀଳା , ଯେଉଁଠି ରାଜ୍ୟର ପିସିସି ସଭାପତି ଉପରେ ମରଣାନ୍ତକ ଆକ୍ରମଣ ହେଉଛି ସେଠି ସାଧାରଣ ଜନତା କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛି କଂଗ୍ରେସ |