Odia News Portal
Browsing Tag

odisha news

ରାଜ୍ୟରେ ଆଉ ୧୮୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୬ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୨୯୪୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ

ସ୍ଥଳସେନାର ୭୩ ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ: ଆଜି ସ୍ଥଳସେନାର ୭୩ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀର କରିଅପ୍ପା ଗ୍ରାଉଣ୍ଡରେ ଭବ୍ୟ ପରେଡର ଆୟୋଜନ କରାଯାଇଥିଲା । ଏଥିରେ ସ୍ଥଳସେନା ପ୍ରମୁଖ ଏମ୍‌. ଏମ୍‌. ନରଓ୍ଵଣେ ପରଡେର ସଲାମି ନେବା ସହ ସୈନ୍ୟଙ୍କୁ

କଟା ହାତ,ଗଣ୍ଡି ପରେ ମିଳିଲା କଟାମୁଣ୍ଡ

ସୁନ୍ଦରଗଡ: ପ୍ରଥମେ କଟା ହାତ, ଗଣ୍ଡି ପରେ ମିଳିଲା କଟା ମୁଣ୍ଡ ଓ କଟା ଗୋଡ । ସୁନ୍ଦରଗଡ ଟାଉନ ଥାନା କିରେଇ ପଞ୍ଚାୟତର ନିଖୋଜ ଗାଁ ସାଥି ରମେଶ ସିଂଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର । ବୁଧବାର ଠାରୁ ସେ ନିଖୋଜ ଥିଲେ । ତେବେ ପ୍ରଥମେ କଟାହାତ ଗତକାଲି ସନ୍ଧ୍ୟାରେ ଏକ ବିଲରୁ ମିଳିଥିଲା ।

ରାଜ୍ୟରେ ଘନ କୁହୁଡି ସମ୍ଭାବନା

ଭୁବନେଶ୍ବର: ଶୁକ୍ରବାର କନ୍ଧମାଳ, ଅନୁଗୁଳ, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ଦେଖାଦେଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବ ସୂଚନା ପ୍ରଦାନ କରା ଯାଇଥିଲା। ତେବେ ଏହି ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି

ପୂଜାରେ କାହିଁକି ବ୍ୟବହୃତ ହୁଏ ଆମ୍ବଡ଼ାଳ?ଜାଣନ୍ତୁ କାରଣ…….

ଭୁବନେଶ୍ବର: ଆମ ହିନ୍ଦୁ ଧର୍ମ ଅନେକ ରୀତିନୀତି,ସଂସ୍କୃତି,ପରମ୍ପରା ଆଦିରେ ଭରପୂର ।ନାନା ରୀତିନୀତି,ପରମ୍ପରା ମଧ୍ୟରେ ଆମେ ଆଜି ଆପଣକୁ ଜଣାଇବୁ ଏହିଭଳି ଏକ ରୋଚକ କଥା ଯାହା ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଜାଣି ନଥିବେ। ହିନ୍ଦୁ ପରିବାରରେ ଯେକୌଣସି ଶୁଭ କାର୍ଯ୍ୟ ପୂର୍ବରୁ ଘରର ପ୍ରବେଶ

ମା’ ଧାମରାଇଙ୍କ ପୀଠରେ ମକର ପର୍ବ

ଧାମରା: ଭଦ୍ରକ ଜିଲ୍ଲାର ବେଶ ଜଣାଶୁଣା ମାଆ ଧାମରାଇଙ୍କ ମନ୍ଦିର | ପାଖାପାଖି ୩୦୦ ବର୍ଷର ଏହି ପୁରାତନ ମନ୍ଦିରର କାରୁକାର୍ଯ୍ୟ ବେଶ ମନମୁଗ୍ଧକର । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରଥମେ ମାଙ୍କୁ ଛଣ ଛପର ଘରେ ପୂଜା କରା ଯାଉଥିଲା,ପରେ ମାଙ୍କ ପାଇଁ ମନ୍ଦିର ନିର୍ମାଣ କରାଗଲା,ମାଙ୍କ

ମା’ ଧନକର ପୀଠରେ ମକର ଉତ୍ସବ

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ ସ୍ଥିତ କଲେଜ ଛକରେ ଠାରେ ମା' ଧନକର ବିଜେ ପୀଠରେ ବାର୍ଷିକ ମକର ଉତ୍ସବ ପାଳନ । ସର୍ବ ପୁରାତନର ଏହି ଉତ୍ସବକୁ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ଏବଂ ଡା. ଅରୁଣ କୁମାର ବିଶ୍ୱାଳଙ୍କ ତତ୍ୱାବଧାନରେ ସରକାରଙ୍କ କୋଭିଡ କଟକଣା ନିୟମକୁ ମାନି

ଓହରିଲେ ଭୂପିନ୍ଦର ସିଂ ମାନ୍

ନୂଆଦିଲ୍ଲୀ: ନୂଆ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ଦ୍ଵାରା ଗଠିତ ଚାରି ସଦସ୍ୟ ବିଶିଷ୍ଟ କମିଟିରୁ ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ସଭାପତି ତଥା ଅଖିଳ ଭାରତୀୟ କିଷାନ ସମନ୍ଵୟ କମିଟିର ସଭାପତି ଭୂପିନ୍ଦର ସିଂହ ମାନ ନିଜକୁ ବାଦ ଦେଇଛନ୍ତି । କୃଷକ ଆନ୍ଦୋଳନର ସମାଧାନ ପାଇଁ