Odia News Portal
Browsing Tag

odisha news

ରାଜ୍ୟରେ ଆଉ ୨୦୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୬ କରୋନା ସଂକ୍ରମିତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୧୬୦୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

୧୫ଶହରୁ ଅଧିକ ବସ୍ତା ଧାନ ପୋଡି ପାଉଁଶ

ଚାନ୍ଦବାଲି: ଗୋଦାମରେ ନିଆଁ ଲାଗି ଜଳିଗଲା ୧୫ ଶହରୁ ଅଧିକ ବସ୍ତା ଧାନ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜଣେ ଧାନ ବ୍ୟବସାୟୀଙ୍କ ଗୋଦାମରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ ତେବେ ଘଟଣାରେ ସବୁ ଧାନ ପୋଡ଼ି ଯାଇଛି। । ସହରର ଶାସ୍ତ୍ରୀଘାଟ ସ୍ଥିତ ଗୋଦାମରେ ନିଆଁ ଲାଗିଥିବା ବେଳେ ଗୋଦାମରେ ଥିବା

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ |ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି |ପବିତ୍ର ବିନ୍ଦୁସାଗର ପୁଷ୍କରିଣୀ ଜଳକୁ ସ୍ୱଚ୍ଛ ଓ ନିର୍ମଳ କରାଯିବ |ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ

ଶେଷରେ ଆଶ୍ରା ମିଳିଲା ଶର୍ମାଙ୍କୁ

ଭୁବନେଶ୍ୱର: କେତେକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗରେ ପୋଲିସ ଡିଜି ପଦରୁ ନାଟକୀୟ ଭାବରେ ବିଦା ହୋଇ ସଚିବାଳୟରେ ସ୍ଵରାଷ୍ଟ୍ର ବିଭାଗର ଓଏସଡି ଭାବରେ ନିଯୁକ୍ତି ପାଇଥିବା ବହୁ ଚର୍ଚ୍ଚିତ ଆଇପିଏସ୍ ଅଫିସର ବିଜୟ ଶର୍ମାଙ୍କୁ ମିଳିଛି ନୂଆ ନିଯୁକ୍ତି | ଓଏସଡି ପଦରେ ରହି ଦରମା ନେଇ ଘରେ

ନାର୍କୋ ଟେଷ୍ଟକୁ ପରୀ ଅଭିଯୁକ୍ତର ନା

ନୟାଗଡ଼: ନାର୍କୋ ଟେଷ୍ଟକୁ ନାବାଳକ ଅଭିଯୁକ୍ତଙ୍କ ନା| ନାର୍କୋ ଟେଷ୍ଟ ନିମନ୍ତେ ଅମଙ୍ଗ ହେଲେ ଅଭିଯୁକ୍ତ । ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଏସ୍‌ଆଇଟି ଦ୍ୱାରା ଗିରଫ ନାବାଳକ ଅଭିଯୁକ୍ତ ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିବା ବେଳେ ସେଠାରେ ନାର୍କୋ ଟେଷ୍ଟ

ବଢ଼ିଲା ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ସମୟ ସୀମା

ଭୁବନେଶ୍ୱର:ରାଜ୍ୟ ସରକାର ଲର୍ଣ୍ଣର ଲାଇସେନ୍ସ ସମୟ ସୀମା କୁ ବୃଦ୍ଧି କରିଛନ୍ତି | ଯେଉଁ ଲର୍ଣ୍ଣର ଲାଇସେନ୍ସର ସମୟ ସୀମା ୨୦୨୦ ଡିସେମ୍ବର ୩୧ ତାରିଖରେ ଶେଷ ହେଉଥିଲା ତାର ସମୟ ସୀମା |ଆଉ 3 ମାସ ଅର୍ଥାତ ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ସମୟସୀମା ବୃଦ୍ଧି

୩ରୁ ଖୋଲିବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ

ପୁରୀ ଶ୍ରୀମନ୍ଦିର ସମେତ ଜିଲ୍ଲାର ବହୁ ଧର୍ମାନୁଷ୍ଠାନ ଖୋଲି ସାରିଥିବା ସମୟରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଆସୁଥିବା ମନ୍ଦିର ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଆସନ୍ତା ୩ ତାରିଖରେ

କଟକରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର,ଚୋରା ଚାଲାଣ ବେଳେ ଧରିଲା ଏସଟିଏଫ ଟିମ୍

କଟକ ବିରିବାଟି ଅଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣକୁ ଗିରଫ କରିଛି ଏସଟିଏଫ ଟିମ୍ ।ଏହି ଜୀବନ୍ତ ବଜ୍ରକାପ୍ତାଟି କଟକରୁ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ ଏସଟିଏଫ ଟିମ୍ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିଛି । ସୂଚନାନୁସାରେ