Odia News Portal
Browsing Tag

odisha news

ପୂର୍ଣ୍ଣ ରାଜ୍ୟ ବଜେଟ ୨୦୨୩-୨୪ ସମ୍ପୂର୍ଣ୍ଣ ତଥ୍ୟ;

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌ରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି। ଶୁକ୍ରବାର ଦିନ ବିଧାନସଭାରେ ଅର୍ଥ ମନ୍ତ୍ରୀ ଏହି ବଜେଟ୍‌ ଉପସ୍ଥାପନ କରିଥିଲେ। ଏଥିରେ ବିଭିନ୍ନ ବିଭାଗ ପାଇଁ ଅନୁଦାନ ଦିଆଯାଇଛି। -ଧାନସଂଗ୍ରହ ସମୟରେ ଚାଷୀଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ ପାଇଁ

ବରିଷ୍ଠ ଫଟୋ ସାମ୍ବାଦିକ ହୀରାଲାଲ ଶର୍ମାଙ୍କ ପରଲୋକ

ଶୁକ୍ରବାର ଅପରାହ୍‌ଣ ୪ଟାରେ ବରିଷ୍ଠ ଫଟୋ ସାମ୍ବାଦିକ ହୀରାଲାଲ ଶର୍ମା(୮୬)ଙ୍କ ତାଳଭଟ୍ଟାପଡାସ୍ଥିତ ବାସଭବନରେ ପରଲୋକ ହୋଇଥିଲା। ସେ ଗତ ୩/୪ ଦିନ ହେଲା ଅସୁସ୍ଥ ଥିଲେ। ରାଜସ୍ଥାନର ରତନଗଡ଼ରେ ଜନ୍ମିତ ହୀରାଲାଲଙ୍କ ସମ୍ବଲପୁର ଥିଲା କର୍ମକ୍ଷେତ୍ର। ସେ ଯୁଗଧର୍ମ, ଦୈନିକ ଭାସ୍କର ଓ ହୀରାଖଣ୍ଡ

‘ଶ୍ରୀଜଗନ୍ନାଥ ସେଣ୍ଟର ଫର ଲାଇବ୍ରେରି ଆଣ୍ଡ୍ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’କୁ ଦ୍ୱାର ଫିଟିଲା

ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି। ବିପୁଳ ପର୍ଯ୍ୟଟକଙ୍କ ସମାଗମ ଏବଂ ବଡ଼ଦାଣ୍ଡର ଉଭୟପାର୍ଶ୍ବରେ ଉଠା ଦୋକାନୀଙ୍କ ଭିଡ଼ ଭିତରେ ବାଟ ଚାଲିବା ଅସମ୍ଭବ ହୋଇ ପଡ଼ିଛି। ଏପରିକି ବହୁ ଐତିହ୍ୟ କୀର୍ତ୍ତିରାଜି ଲୁଚିଯାଇଛି। ‌ଏଇ ସମସ୍ୟାର ସମାଧାନ ପାଇଁ ମିସନ ଏନ୍‌ଫୋର୍ସମେଣ୍ଟ

ବଜେଟ ପରେ ବସିଲା ନବୀନ ନିବାସରେ ବିଜେଡି ବୈଠକ

ବିଧାନସଭାରେ ବଜେଟ୍‌ ଉପସ୍ଥାପନ ହେଲା ପରେ ବିଜେଡିର ସବୁ ମନ୍ତ୍ରୀ ଓ ବିଧାୟକଙ୍କୁ ନବୀନ ନିବାସ ଡକାଯାଇଥିଲା। ସନ୍ଧ୍ୟା ପ୍ରାୟ ୭ଟା ସୁଦ୍ଧା ୧୦୦ରୁ ଅଧିକ ବିଧାୟକ ପହଞ୍ଚିଯାଇଥିଲେ। ୭ଟାରେ ବୈଠକ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ୍‌ର ଲୋକାଭିମୁଖୀ ଦିଗ ସମ୍ପର୍କରେ

ଏପ୍ରିଲରେ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ, ପାଠ୍ୟକ୍ରମରେ ହେବନାହିଁ କୌଣସି ପରିବର୍ତ୍ତନ

ହାଇସ୍କୁଲ ପାଠ୍ୟକ୍ରମରେ ଚଳିତ ମାସ ଏପ୍ରିଲ୍ ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇ ୨୦୨୪, ମାର୍ଚ ପର୍ଯ୍ୟନ୍ତ ଚାଲିବ। ୨୦୨୨-୨୩ ଶିକ୍ଷାବର୍ଷରେ ଯେଉଁ ପାଠ୍ୟକ୍ରମ ପ୍ରଚଳିତ ହୋଇଛି, ତାହା ନୂତନ ଶିକ୍ଷାବର୍ଷ(୨୦୨୩-୨୪)ରେ ମଧ୍ୟ ପ୍ରଚଳିତ ହେବ। ନୂତନ ଶିକ୍ଷାବ‌ର୍ଷ(୨୦୨୩-୨୪)ରେ ମୂଲ୍ୟାୟନ

ବଜେଟ: ବଢିଲା ହରିଶ୍ଚନ୍ଦ୍ର ସହାୟତା

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି । ମୋଟ ୨ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପନ କରାଯାଇଛି । ତେବେ ଚଳିତ ବର୍ଷ ଠାରୁ ଆସନ୍ତା ଆର୍ଥିକ ବର୍ଷର ବ୍ୟୟବରାଦ ୧୫ ପ୍ରତିଶତ ଅଧିକ । ତେବେ ଏଥର ବଜେଟରେ ହରିଶ୍ଚନ୍ଦ୍ର ସହାୟତା ରାଶିକୁ ବୃଦ୍ଧି

ଜଙ୍ଗଲରୁ ୨ ଗଳିତ ମୃତଦେହ ଜବତ

ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଭଗୁଆ ନିକଟସ୍ଥ ଜଙ୍ଗଲ ଭିତରୁ ପୁଲିସ ୨ ଜଣଙ୍କ ଗଳିତ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆଠଗଡ ଉପଖଣ୍ଡ ଚିକିିିତ୍ସାଳୟକୁ ପଠାଇଛି। ମୃତକ ଜଣେ ଯୁବକ ଓ ଜଣେ ଯୁବତୀ ଅଟନ୍ତି। ସେମାନଙ୍କ ବୟସ ପ୍ରାୟ ୩୦ ରୁ ୩୫ବର୍ଷ ହେବ ବୋଲି ପୁଲିସ ଅନୁମାନ କରୁଛି। ଶବ

ବୁଲା କୁକୁର ପାଇଁ ଚିନ୍ତାରେ ଭୁବନେଶ୍ୱର ମେୟର

ବୁଲା କୁକୁର ଉଠାଇବାପାଇଁ ମନ୍ତ୍ରୀଙ୍କ ଟ୍ୱିଟ ପରେ ଚିନ୍ତାରେ ପହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଏତେ କୁକୁର କୁଆଡେ ବେୁ ବୋଲି ଚିନ୍ତା ପ୍ରକଟ କରିଛନ୍ତି ମେୟର । କୁକୁର ସଂଖ୍ୟା କମାଇବାକୁ ବନ୍ଧ୍ୟାକରଣ ହେଉଛି ଏକମାତ୍ର ଉପାୟ । ୨୦୧୨ରୁ ୨୨ ମଧ୍ୟରେ କୁକୁର ସଂଖ୍ୟା ୨ଗୁଣ ହୋଇଛି

ଅଭିନେତା ପିଣ୍ଟୁ ନନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ

ଓଲିଉଡ୍ ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେବି ଗୁରୁତର ରହିଛି । ଦିଲ୍ଲୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ୍ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ । ଲିଭର ସିରୋସିସ୍ରେ ପୀଡ଼ିତ ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ

ରାଜ୍ୟ ବଜେଟ : କୃଷି ପାଇଁ ୨୪,୮୨୯ କୋଟି ବ୍ୟୟବରାଦ

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାରଦିନ ବିଧାନସଭାରେ ବର୍ଷ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏବର୍ଷ ମଧ୍ୟ ଅର୍ଥମନ୍ତ୍ରୀ ପ୍ରଥମେ ଏକ ସ୍ବତନ୍ତ୍ର କୃଷି ବଜେଟ ଉପସ୍ଥାପନ କରିଛନ୍ତି । କୃଷି କ୍ଷେତ୍ର ପାଇଁ ଏବର୍ଷ ମୋଟ ୨୪,୮୨୯ କୋଟି ଟଙ୍କାର