ରାଜ୍ୟ ବଜେଟରେ ଜନ ସ୍ୱାସ୍ଥ୍ୟସେବା ପାଇଁ ୧୬,୦୪୮ କୋଟି ବ୍ୟୟବରାଦ
ଆସିଛି ରାଜ୍ୟ ବଜେଟ୍ । ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଚଳିତ ବର୍ଷ ବଜେଟର ବ୍ୟୟ ଅଟକଳ ରହିଛି ୨ ଲକ୍ଷ ୩୦ ହଜାର କୋଟି । ଯେଉଁଥିରେ ଜନସ୍ୱାସ୍ଥ୍ୟ ସେବାକୁ ମିଳିଛି ୧୬ ହଜାର ୪୮ କୋଟି ଟଙ୍କା । ତେବେ ଗତ!-->…
