ଯାଞ୍ଚ ହେବ ସରକାରୀ ଓ ଘରୋଇ ସଂସ୍ଥାର ଡାକ୍ତରଙ୍କ ପ୍ରମାଣପତ୍ର
ବିଭିନ୍ନ ସମୟରେ ରାଜ୍ୟରୁ ନକଲି ଡାକ୍ତର ଚିହ୍ନଟ ହେଉଛନ୍ତି । ନକଲି ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେବା ପରେ ରୋଗୀଙ୍କ ଅବସ୍ଥା ବିଗୁଡ଼ୁଥିବା ବେଳେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥାଏ । ତେଣୁ ଏହି ସମସ୍ୟାର ସମାଧାନ ସହ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ନେଇ ରାଜ୍ୟ ସରକାର!-->…
