ଏହି ବ୍ୟକ୍ତି ନିଜ ପରିସ୍ରା ପିଇ ବଞ୍ଚାଇଲେ ଜୀବନ
ତୁର୍କୀ ଏବଂ ସିରିଆରେ ୨୫ ହଜାରରୁ ଅଧିକା ଲୋକଙ୍କ ଜୀବନ ନେଇ ସାରିଲାଣି । ମୃତ୍ୟୁ ସଂଖ୍ୟା ଦିନକୁ ଦିନ କ୍ରମଶଃ ବଢିବାରେ ଲାଗିଛି । ଏହା ସହ ଲୋକମାନେ ମଧ୍ୟ ବହୁତ କଷ୍ଟରେ ତାଙ୍କ ଜୀବନ ଅତିବାହିତ କରୁଛନ୍ତି ।
ସୂଚନା ମୁତାବକ, ଦିନକୁ ଦିନ ଏହି ଭୂକମ୍ପର ଭୟାନକ ଦୃଶ୍ୟ ସାମ୍ନାକୁ ଆସୁଛି!-->!-->!-->…
