ଏୟାର ଏସିଆକୁ ବଡ ଝଟକା ଦେଲା ଡିଜିସିଏ, ପ୍ରଶିକ୍ଷକ ମୁଖ୍ୟଙ୍କୁ ଦାୟିତ୍ୱରୁ ହଟାଇଲା
ଡିଜିସିଏ ନିୟମ ଉଲ୍ଲଙ୍ଘନ କରିଥିବାରୁ ଏୟାର ଏସିଆକୁ ଲାଗିଲା ବଡ ଝଟକା। ୨୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଲା ଡିଜିସିଏ। ଡିଜିସିଏ ମୁତାବକ, ଏୟାର ଏସିଆ ପାଇଲଟ ଟ୍ରେନିଂରେ ଗଡବଡ କରିଛି। ଏହା ସହିତ ପାଇଲଟଙ୍କ ପ୍ରୋଫିସିଏନ୍ସି ରେଟିଂ ଚେକ୍ ସମୟରେ ଅଭ୍ୟାସ କରିନାହିଁ । ତେଣୁ ଏୟାର ଏସିଆ ଉପରେ!-->…
