ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପାଶ୍ୱର୍ରେ ବଡ ଫାଟ ପାଲଟିଛି ଚିନ୍ତାର କାରଣ
ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପାଶ୍ୱର୍ରେ ବଡ ବଡ ଫାଟ ଚିନ୍ତାର କାରଣ ପାଲଟିଛି । ପଥର ସନ୍ଧିରେ ଫାଟ ଏତେ ବଡ ହୋଇଛି ଯେ, ସେଥିରେ ସରୀସୃପ ବାସ କରୁଥିବା ଆଶଙ୍କା କରାଯାଉଛି । କେବଳ ଫାଟ ନୁହେଁ ଯେଉଁ ପ୍ରାଚୀନ ମୂର୍ତି ଲାଗିଛି, ତାହା ବି ଭାଙ୍ଗି ଝଡିପଡିଲାଣି । ହେଲେ ଏଥିପ୍ରତି!-->…
