Odia News Portal
Browsing Tag

odisha news

ବର୍ଷାଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ଅନୁଭବ

କଟକ: ପୁଣି ଚର୍ଚ୍ଚାରେ ବର୍ଷ ଅନୁଭବ ବିବାଦ । ଏହି ଷ୍ଟାର କପୁଲଙ୍କ କଳି ପୁଣିଥରେ ତେଜିଥିବା ଦେଖିବାକୁ ମିଳିଛି । ଥାନାରେ ବର୍ଷାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଅନୁଭବ । ପୁରୀଘାଟ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ତାଙ୍କ ଘରକୁ ଅଜଣା ଲୋକ ଆସୁଥିବା ନେଇ

କିଏ ଓଡ଼ିଶାର?

ଭୁବନେଶ୍ୱର: ଗତକାଲି କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହୋଇଛି । ଓଡ଼ିଶାରୁ ମୋଦିଙ୍କ ଟିମରେ ତିନିଜଣଙ୍କୁ ସାମିଲ କରାଯାଇଛି । ଧମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶର ଟୁଡୁ ମୋଦିଙ୍କ ଟିମରେ ସାମିଲ ହୋଇଛନ୍ତି । ଧମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗରେ ଦାୟିତ୍ୱ

ପୋଲିସ-ମାଓବାଦୀ ଗୁଳି ବିନିମୟରେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ଘଟଣା ସ୍ଥଳରୁ ଜବାନମାନେ ଗୋଟିଏ ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି

ପୁଣି ଚର୍ଚ୍ଚାରେ ସୌମ୍ୟଙ୍କ ସମ୍ପାଦକୀୟ ଲେଖା

ଭୁବନେଶ୍ୱର: ନିଜର ସମ୍ପାଦକୀୟ ଲେଖା ଲାଗି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । କୋଭିଡ ମୃତ୍ୟୁକୁ ନେଇ ନିଜର ସମ୍ପାଦକୀୟରେ ସ୍ଥାନ ଦେଇଥିବା ସୌମ୍ୟଙ୍କ ଲେଖାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହେଲାଣି । ଦୈନିକ ସମ୍ବାଦରେ ସୌମ୍ୟଙ୍କ

ସୋଆ ଏନ୍‌ଏସ୍‌ଏସ୍‌ର ମୁଖ କର୍କଟ ସଚେତନତା ୱେବିନାର ଅନୁଷ୍ଠିତ

ଭୁବନେଶ୍ୱର: ମୁଖ ଗହ୍ୱର କର୍କଟ ରୋଗ ସଚେତନତା ପାଇଁ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବୁଧବାର ଏକ ୱେବିନାର୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍‌ସାଇନ୍‌ସେସ୍ ର ପ୍ରଫେସର ସତ୍ୟରଞ୍ଜନ ମିଶ୍ର “ତମାଖୁ, ପାଟିର ଖଳନାୟକ”ଶୀର୍ଷକ ଆଲୋଚନା

ତିନିଦିନିଆ ପୁରୀ ଗସ୍ତରେ ରାଜ୍ୟପାଳ

ପୁରୀ: ତିନି ଦିନିଆ ପୁରୀ ଗସ୍ତରେ ଯାଇଛନ୍ତି ଓଡ଼ିଶାର ମହମହିମ ରାଜ୍ୟପାଳ ଗଣେଷୀ ଲାଲ । ରାଜଭବନର ନବୀକରଣ ଭବନକୁ ରାଜ୍ୟପାଳ ଉଦଘାଟନ କରିଛନ୍ତି ରାଜ୍ୟପାଳ । ଗତ ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଅବସରରେ ରାଜ୍ୟପାଳ ରାଜଭଵନ ପରିସରରେ ଥିବା ଶୀଲା ଉପବନରେ

ବିଶାଲ ସୋରୁମ୍ ସିଲ୍ କଲା ବିଏମସି

ଭୁବନେଶ୍ୱର: ଆକ୍ସନ ମୁଡରେ ରହିଛି ବିଏମସି । ଭୁବନେଶ୍ୱରରେ କୋଭିଡ ନିୟମକୁ ଉଲଙ୍ଘନ କରୁଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ କରୁଛି ଚଢ଼ାଉ । ଆଜନ୍ରାଜଧାନୀର ବଡ଼ ବଡ଼ ସୋରୁମ୍ ସିଲ୍ କରିଛି ବିଏମସି । ଇନ୍ଦ୍ରଧନୁ ମାକେର୍ଟରେ ଥିବା ବିଶାଲ ମେଗାମାର୍ଟକୁ ସିଲ୍ କରିଛି ବିଏମସି । ଏହାସହ ରାଜଧାନୀର

ଉପେନ୍ଦ୍ର କୁମାର ପାହାଡସିଂଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରତିଷ୍ଠ ରେଡିଓ ଉପସ୍ଥାପକ ଉପେନ୍ଦ୍ର କୁମାର ପାହାଡ଼ସିଂଙ୍କ ଗତକାଲି ପରଲୋକ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁ ଗମ୍ଭୀର ସ୍ୱର ଲାଗି ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ଉପେନ୍ଦ୍ର । ନିଜ ଟ୍ବିଟରେ ମୁଖ୍ୟମନ୍ତ୍ରୀ

ଆସନ୍ତା ୩ଘଣ୍ଟାରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୩ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଥିବା ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହି ସବୁ ଜିଲ୍ଲାଗୁଡିକ ମଧ୍ୟରେ କଟକ, ଯାଜପୁର, ଗଂଜାମ, ଗଜପତି, ରାୟଗଡା, କଳାହାଣ୍ଡି, କେନ୍ଧମାଳ, ବଲାଙ୍ଗୀର, ଖୋର୍ଦ୍ଧା,

ଜୀବନ ନେଲା ଭାଉଜ ପ୍ରେମ, ଭାଇକୁ ହାଣିଲା ଭାଇ

କଟକ: କାଳ ହେଲା ଭାଉଜ ପ୍ରେମ । ବିବାହିତ ହୋଇ ମଧ୍ୟ ଭାଉଜଙ୍କୁ ଟଣା ଓଟରା କରୁଥିବା ଅଭିଯୋଗ । ବଡ଼ ଭାଇ ରାଗି ଯାଇ ସାନ ଭାଇକୁ ହତ୍ୟା କରିଛି । କଟକ ଜିଲ୍ଲା ଟାଙ୍ଗୀ ଥାନା ଜଗନ୍ନାଥପୁର ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ଉମେଶଚନ୍ଦ୍ର ସ୍ୱାଇଁଙ୍କ ପୁଅ ଗୌରାଙ୍ଗ ସ୍ୱାଇଁ