Odia News Portal
Browsing Tag

odisha news

ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ମୃତିସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ମୃତିସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡା ସରବାହାଲଠାରେ ଚାଲିଥିବା ସ୍ମୃତିସଭାରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କ ସ୍ତ୍ରୀ, ପୁଅ, ଝିଅଙ୍କ ସହ କଥା ହୋଇ

ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି ମାମଲା ଖାରଜ

ନବ ଦାସ ହତ୍ୟା ମାମଲା ଘଟଣାର ସିବିଆଇ ତଦନ୍ତ ଦାବି ନେଇ ମାମଲା ପ୍ରସଙ୍ଗ ଖାରଜ । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ମାମଲାକୁ ଖାରଜ କଲେ ହାଇକୋର୍ଟ । ଠୁ ୟର୍ଲି ବୋଲି ମନ୍ତବ୍ୟ ଦେଇ ଆବେଦନ ଖାରଜ କଲେ ହାଇକୋର୍ଟ ।

କାହିଁକି ଚାହୁନି ଆମେରିକା ଚିନ୍ ସହ ବିବାଦ?

ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍ ସହିତ ବିବାଦ କରିବା ପାଇଁ ଚାହେଁନି ବୋଲି ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି।ଯୁକ୍ତରାଷ୍ଟ୍ର ଆମେରିକା ଆକାଶରେ ଉଡୁଥିବା ଚୀନା ‘ସ୍ପାଏ ବେଲୁନ୍’କୁ ଗତ ସପ୍ତାହରେ କ୍ଷେପଣାସ୍ତ୍ର ପ୍ରୟୋଗ କରି ନଷ୍ଟ କରିଦିଆଯିବା କାରଣରୁ ଉପୁଜି ଥିବା

ତୁର୍କୀ-ସିରିଆରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୮୭୦୦କୁ ବୃଦ୍ଧି

ତୁର୍କୀ ଏବଂ ସିରିଆରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏହି ଦୁଇ ଦେଶରେ ଏଯାବତ୍ ୮୭୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି | ତୁର୍କୀର ବିପର୍ଯ୍ୟୟ

ପିଣ୍ଟୁ ନନ୍ଦଙ୍କୁ ଲିଭର୍ ଡୋନେଟ୍ କରିବେ ଭଉଣୀ

ଦୁନିଆ ସାଥ ଛାଡ଼ି ଦେଲେ ବି ଯଦି ଆପଣଙ୍କ ସାଥୀରେ ଆପଣଙ୍କ ପରିବାର ଅଛି ତେବେ ଆପଣ ସବୁ ସମସ୍ୟାର ସାମ୍ନା କରିବ, ଏମିତି କିଛି ଦେଖିବାକୁ ମିଳୁଛି । କଥାଟି ହେଲା ଯେ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଥିବା ଓଲିଉଡ ଚର୍ଚ୍ଚିତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼

ନବ ଦାସ ହତ୍ୟା ଅଭିଯୁକ୍ତ ଗୋପାଳଙ୍କୁ ଆଉ ୫ ଦିନ କ୍ରାଇମବ୍ରାଞ୍ଚ ରିମାଣ୍ଡ

ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି କୋର୍ଟ । ଅଭିଯୁକ୍ତ ଗୋପାଳଙ୍କୁ ପୁଣି ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ତେବେ ୫ ଦିନିଆ ରିମାଣ୍ଡ ସହ ଗୋପାଳର ନାର୍କୋଟେଷ୍ଟ

ଟେଷ୍ଟ ରିପୋର୍ଟକୁ ଅପେକ୍ଷା: ଜେପି ଦାସ

ଝାରସୁଗୁଡାରେ ତଦନ୍ତ ତଦାରଖ ପରେ ଜଷ୍‌ଟିସ ଜେପି ଗଣମାଧ୍ୟମ ଆଗରେ ନିଜ ମନ୍ତବ୍ୟ ରଖିଛନ୍ତି । ଗୋପାଳର ସାଇକୋ ଆନାଲିସିସ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା । ଟେଷ୍ଟ ରିପୋର୍ଟ ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଗୋପଳକୁ ପଚରାଉଚରା କଲେ କି ପ୍ରଶ୍ନରେ ଜଷ୍ଟିସ ଦାସ କହିଛନ୍‌ତି

ନବ ଦାସ ହତ୍ୟା ମାମଲା,ତଦନ୍ତକୁ ସମୟ ଲାଗିବ:ଡିଜିପି ସୁନୀଲ ବଂଶଲ

ନବ ଦାସଙ୍କ ହତ୍ୟା ମାମଲାରେ ତଦନ୍ତ ଅନୁଧ୍ୟାନ ପରେ ଡିଜିପି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତଦନ୍ତକୁ ଆଉ ଟିକେ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି ସୁନୀଲ ବଂଶଲ । ଗୋପାଳର ରିମାଣ୍‌ଡ ଅବଧି ବଢାଇବାକୁ କୋର୍ଟରେ ଆବେଦନ ହେବ । ତଦନ୍ତ କାଳରେ ସବୁ ଆଙ୍ଗଲକୁ ଆମେ ଦୃଷ୍ଟି

ପଞ୍ଚାୟତ ଭୋଟରେ ନୂଆ ନିୟମ

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପୂର୍ବରୁ ନୂଆ ନିୟମ ଲାଗୁ କରାଯାଇଛି । ପଞ୍ଚାୟତ ଭୋଟ ଗଣତି ନେଇ ନୂଆ ନିୟମ ଲାଗୁହେବ । ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯାଇଛି । ୧୫ ଦିନ ମଧ୍ୟରେ ମତାମତ ଦେବାକୁ ସରକାରଙ୍କ ପକ୍ଷରୁ ସମୟ ନିର୍ଦ୍ଧାରଣ

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କଲେ ହକି ଖେଳାଳୀ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି ଭାରତୀୟ ହକି ଖେଳାଳୀ । ଭାରତୀୟ ମହିଳା ହକି ଦଳର ଅଧିନାୟିକା ରୀନା ରାମପଲ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରି କହିଛନ୍ତି କି, ଓଡ଼ିଶାର ହୃଦୟରେ ହକି ରହିଛି । ଓଡ଼ିଶା ସରକାର ହକିକୁ ଅଗ୍ରାଧିକାର ଦେଇଛନ୍ତି ।