ତୃତୀୟ ଲହରର ପ୍ରଭାବ କମ୍ ରହିବ
ଭୁବନେଶ୍ୱର: ଦ୍ୱିତୀୟ ଲହରର ପ୍ରଭାବ କମି ନଥିବା ବେଳେ ତୃତୀୟ ଲହରକୁ ନେଇ ବହୁ ଆଶା ଆଶଙ୍କା କରାଯାଉଛି । ତେବେ ତୃତୀୟ ଲହରର ପ୍ରଭାବ କମ୍ ରହିବ ବୋଲି ନିରଞ୍ଜନ ମିଶ୍ର । ବିଭିନ୍ନ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଥିବା ବେଳେ ଆମ ଦେଶରେ ମଧ୍ୟ ପ୍ରଭାବ ପଡ଼ିବ । ତେବେ ତୃତୀୟ ଲହରର ମୁକାବିଲା!-->…
